
14/04/2025
ଆପଣଙ୍କୁ ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତିର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା! 🌸🙏
ନୂଆ ବର୍ଷ ଆପଣଙ୍କ ଜୀବନରେ ନୂଆ ଆଶା, ନୂଆ ଶୁଭସନ୍ଦେଶ ଓ ସଫଳତା ନେଇ ଆସୁ।
“ପଣା ପିଉଥିବା ନାହିଁ କେବଳ ପାନୀୟ, ଏହା ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପରିଚୟ!”
🔆 ଜୟ ଜଗନ୍ନାଥ | ଜୟ ଓଡ଼ିଶା | ଜୟ ନବବର୍ଷ 🔆
ଶିବ ସନ୍ତୋଷ ଖୁଣ୍ଟିଆ