Alokita Odisha

Alokita Odisha ସତ୍ୟ ଓ ସମ୍ପୂର୍ଣତାର ନୂଆ ଆଶା ଆଲୋକିତ ଓଡ଼ିଶା
(1)

23/10/2025

ରାଜ୍ୟସ୍ତରୀୟ କ୍ୟାନ କି ଡୋ ଚାମ୍ପିୟାନସିପରେ ଗୌରବ ଆଣିଲା କନ୍ଧମାଳ | Qwan Ki Do Champianship

11/10/2025

#କନ୍ଧମାଳରେ_ବିଜେଡି_ଛାଡ଼ିଲେ_ବହୁ_ବରିଷ୍ଠ_କର୍ମି
ଅଜି କନ୍ଧମାଳ ଜିଲ୍ଲା ଫୁଲବାଣୀ କଂଗ୍ରେସ୍ ଅଫିସ୍ ଠାରେ ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନ ଏବଂ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଭୋଟ ଚୋର ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା ଏବଂ ତା ସହିତ କନ୍ଧମାଳ ବିଜେଡି ଦଳର ବହୁ ବରିଷ୍ଠ କର୍ମି ବିଜେଡ଼ି ଛାଡ଼ି କଂଗ୍ରେସ୍ ଦଳରେ ମିଶିଥିଲେ



11/10/2025

#କନ୍ଧମାଳରେ_ଭୋଟ_ଚୋର_ଦସ୍ତଖତ_ଅଭିଯାନ
କନ୍ଧମାଳ କଂଗ୍ରେସ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡାଙ୍କ ଅଧ୍ୟକ୍ଷତାରେ ଫୁଲବାଣୀ କଂଗ୍ରେସ୍ ଅଫିସ୍ ଠାରେ ହେଲା ଭୋଟ ଚୋର ଦସ୍ତଖତ ଅଭିଯାନ


05/10/2025

#ଶୁଭ_ଉଦ୍ଘାଟନ_କଲେ_ବ୍ଲକ_ଅଧ୍ୟକ୍ଷା_ଅନିମା_କହଁର
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ୍ ରେ ମା ତାରିଣୀ ନାଟ୍ୟ ସଂସ୍କୃତିକ କଳା ପରିଷଦ କରୁଥିବା ନାଟକ (ତୁ ବଧେ ମୋ ଭାଗ୍ୟରେ ନାହୂଁ ) ଏହି ନାଟକରେ ଖଜୁରୀପଡ଼ା ବ୍ଳକ ଅଧ୍ୟକ୍ଷା ଅନିମା କହଁର ମୂକ୍ଷ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଚାରି ନମ୍ବର ଜୋନ ର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉର୍ବଶୀ ଦିଗାଲ ସରପଞ୍ଚ ମନରଞ୍ଜନୀ ଯାନୀ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ !

 #ଧରା_ପଡ଼ିଲା_ଅମାନୁସିକ_ମହିଳାଙ୍କୁ_ଉଠାଇ_ନେଇଥିବା_ଟ୍ରକ_ସହ_ଡ୍ରାଇ_ଡ୍ରାଇଭର
04/10/2025

#ଧରା_ପଡ଼ିଲା_ଅମାନୁସିକ_ମହିଳାଙ୍କୁ_ଉଠାଇ_ନେଇଥିବା_ଟ୍ରକ_ସହ_ଡ୍ରାଇ_ଡ୍ରାଇଭର

03/10/2025

#ମାନସିକ_ବିକୃତ_ମହିଳାଙ୍କୁ_ଉଠାଇ_ନେଲା_ଟ୍ରକ_ଡ୍ରାଇଭର


27/09/2025

#ତାତିଲେ_ସଫେଇ_କର୍ମଚାରୀ
ବେଲପାହାଡ଼ ମ୍ୟୁନିସିପାଲଟିର ଠିକା ସଫେଇ କର୍ମଚାରୀ ମାନେ ନିଜର ଦାବି ନେଇ ଘେରିଲେ ମ୍ୟୁନିସିପାଲଟି କାର୍ଯ୍ୟାଳୟ

 #ନୂତନ_ଭାବେ_କନ୍ଧମାଳ_କଂଗ୍ରେସ_ଦଳର_ଜିଲ୍ଲା_ସଭାପତି_ଭାବେ_ଚୟନ_ହେଲେ_ଚନ୍ଦ୍ର_ସେଖର_ପରିଡ଼ା
26/09/2025

#ନୂତନ_ଭାବେ_କନ୍ଧମାଳ_କଂଗ୍ରେସ_ଦଳର_ଜିଲ୍ଲା_ସଭାପତି_ଭାବେ_ଚୟନ_ହେଲେ_ଚନ୍ଦ୍ର_ସେଖର_ପରିଡ଼ା


 #କନ୍ଧମାଳ_ବିଜେପି_ପକ୍ଷରୁ_ରକ୍ତ_ଦାନ_ଶିବିର_୩୭_ୟୁନିଟ_ରକ୍ତ_ସଂଗ୍ରହ  କନ୍ଧମାଳ, ୨୪|୯/କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମାଗଡ଼ ...
25/09/2025

#କନ୍ଧମାଳ_ବିଜେପି_ପକ୍ଷରୁ_ରକ୍ତ_ଦାନ_ଶିବିର_୩୭_ୟୁନିଟ_ରକ୍ତ_ସଂଗ୍ରହ

କନ୍ଧମାଳ, ୨୪|୯/କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଭାରତୀୟ ଜନତା ପାର୍ଟି ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ସଭାପତି ଶ୍ରୀ ଗୋଲକ ବିହାରୀ କହଁରଙ୍କ ତତ୍ୱାବଧାନରେ ଆଜି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଚାଲିଥିବା ସେବାପକ୍ଷ ପାଇଁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଶିବିରରେ ମୋଟ ୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଡା ଜୟଦୀପ ଘୋଷ ଏବଂ ରକ୍ତ ଭଣ୍ଡାର କର୍ମଚାରୀ ଉକ୍ତ ଶିବିରରେ ପ୍ରତ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ପ୍ରତିନିଧି ଲଳିତ ଦିଗାଲ, ମଣ୍ଡଳ ସଭାପତି ଗୋଲକ ବିହାରୀ କହଁର,ବିଧାୟକ ସ୍ୱାସ୍ଥ୍ୟ ପ୍ରତିନିଧି କରୁଣା କର ସାହୁ, ବରିଷ୍ଠ ବିଜେପି ନେତା ପରେଶ ମହାପାତ୍ର, ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶିବିର ଉଦଘାଟନ ସହ ରକ୍ତଦାନ କରିଥିଲେ । ଶିବିର ପରିଚାଳନାରେ ଦଳର ଅନେକ କାର୍ଯ୍ୟକର୍ତ୍ତା ଯୋଗଦାନ କରି ରକ୍ତଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଜୟନ୍ତ କହଁର,ଉପ ସଭାପତି ସଞ୍ଜୟ ଦିଗାଲ, ସୁବ୍ରତ କହଁର, ସଂଯୋଜକ ଅନିଲ କୁମାର ପ୍ରଧାନ, ଓଡିଶା ଡ୍ରାଇଭର ମହାସଂଘ କନ୍ଧମାଳ ର ଉପଦେଷ୍ଟା ବଳରାମ ନାୟକ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ ସହ ରକ୍ତଦାନ କରିଥିଲେ । ଗୁମାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କଳ୍ପନା ଦଳେଇ ଶିବିରରେ ରକ୍ତଦାତାଙ୍କୁ ସମସ୍ତ ପରାମର୍ଶ ଦେଇଥିବା ବେଳେ ଆୟୁଷ ଡାକ୍ତର ଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ସାଧାରଣ ଯୁବକ ଯୁବତୀଙ୍କ ମିଳିତ ସହଯୋଗରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ସଫଳ କରିଥିବାରୁ ମଣ୍ଡଳ ସଭାପତି ଶ୍ରୀ କହଁର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

25/09/2025

#କନ୍ଧମାଳ_ଜିଲ୍ଲା_କଳିଙ୍ଗା_ଘାଟିରେ_ଘଟିଥିବା_ଭୁସ୍ଖଳନର_ପରେ_ଦୃତ_ଗତିରେ_ପୁନରୁଦ୍ଧାର_କାର୍ଯ୍ୟ_ଚାଲିଛି

24/09/2025

#କଂଗ୍ରେସ୍_ର_ଅଇତିହାସିକ_ପଦକ୍ଷପ
କଂଗ୍ରେସର କାର୍ଯ୍ୟ ସମିତିରେ ଆଜି ଗୁରୁତ୍ୱପୂର୍ଣ୍ଣ ଦଶ ଗୋଟି ସଂକଳ୍ପ ପାରିତ କରାଯାଇଅଛି

23/09/2025

ସାର ର ଅଭାବ ଏବଂ ଚାଷୀର ବିଭିନ୍ନ ସମସ୍ୟା କୁ ନେଇ ପ୍ରତିବାଦ ପଦଯାତ୍ରା ଏବଂ ବିଧାନସଭା ଘେରାଉ କଲା ଓଡ଼ିଶା କଂଗ୍ରେସ୍


#

Address

Nayapalli
Bhubaneswar
752101

Alerts

Be the first to know and let us send you an email when Alokita Odisha posts news and promotions. Your email address will not be used for any other purpose, and you can unsubscribe at any time.

Share