Odisha Fast News

Odisha Fast News ODISHA FAST NEWS is dedicated to objective, non-partisan reporting. No spin, no agenda—just the raw data and verified facts you need to form your own opinion.

Get the full picture with us. Subscribe for news you can trust. The fastest news in all odisha . Jajpur , cuttack , bhubaneswar , bhadrak , dhenkanal , keunjhar , balesore , puri , khordha , jagatsinghpur , nabarangapur .

12/08/2026

ନନ୍ଦନକାନନ ପାଖରେ ଜାଗା ଦବ କହି ୬୦ ଲକ୍ଷ୍ୟ ଠକେଇ - 60 lakhs cheated on the pretext of land near Nandankanan





ଓଁ ନମୋଃ ଭଗବତେ ବାସୁଦେବାୟ 🙏🏻 ll Today's Mahaprabhu Shree Patitapabana Darshana at Shree Jagannatha Temple,  , Date:12-08-2...
12/08/2026

ଓଁ ନମୋଃ ଭଗବତେ ବାସୁଦେବାୟ 🙏🏻 ll Today's Mahaprabhu Shree Patitapabana Darshana at Shree Jagannatha Temple, , Date:12-08-2026

11/08/2026

ପୁରୀ ସତ୍ୟଭାମା ସ୍କୁଲରେ ଡିଜିଟାଲ୍ ସ୍ମାର୍ଟ କ୍ଲାସରୁମ୍ ବ୍ୟବସ୍ଥା - Satyabhama English Medium School (Balia Panda, Puri)

ପୁରୀ: ବାଲିଆପଣ୍ଡାସ୍ଥିତ ସତ୍ୟଭାମା ଇଂଲିଶ ମିଡିୟମ୍ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଓ ଅନୁଭୂତିମୂଳକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ଡିଜିଟାଲ୍ ସ୍ମାର୍ଟ କ୍ଲାସରୁମ୍ ବ୍ୟବସ୍ଥା ଆରମ୍ଭ ହୋଇଛି। Constructed Solutions ପକ୍ଷରୁ ଏହି ଡିଜିଟାଲ୍ ସେଟଅପ୍ ସ୍ଥାପନ କରାଯାଇଛି।
ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କୁମକୁମ ଦତ୍ତ କହିଛନ୍ତି ଯେ, ଆଜିର ଛାତ୍ରଛାତ୍ରୀ ଡିଜିଟାଲ୍ ଶିକ୍ଷା ପ୍ରତି ଅଧିକ ଆଗ୍ରହୀ। କେବଳ ପାଠ୍ୟପୁସ୍ତକ ମଧ୍ୟରେ ଶିକ୍ଷାକୁ ସୀମିତ ନରଖି ପ୍ରାକ୍ଟିକାଲ୍ ଓ ବାହ୍ୟ ଜ୍ଞାନ ଦେବା ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ। ଡିଜିଟାଲ୍ ମାଧ୍ୟମରେ ବିଷୟକୁ ଦେଖି ଓ ବୁଝି ଶିଖିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଏକାଗ୍ରତା ଓ ଶିକ୍ଷା ଗ୍ରହଣ କ୍ଷମତା ବଢ଼ିବ।
ସ୍କୁଲର ଆଡମିନିଷ୍ଟ୍ରେଟର ଶ୍ରୀ ସଦାନନ୍ଦ ସାମନ୍ତରାୟ କହିଛନ୍ତି ଯେ, Constructed Solutionsର ସହଯୋଗରେ ସ୍ଥାପିତ ଏହି ସ୍ମାର୍ଟ କ୍ଲାସରୁମ୍ ଛାତ୍ରଛାତ୍ରୀଙ୍କୁ Experiential Learningର ସୁଯୋଗ ଦେବ। ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ଡିଜିଟାଲ୍ ବ୍ୟବସ୍ଥାରେ ଶିକ୍ଷାଦାନ ପାଇଁ ପ୍ରଶିକ୍ଷିତ ଅଛନ୍ତି।
ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ଅଧିକ ଆକର୍ଷଣୀୟ, ସରଳ ଓ ପ୍ରଭାବଶାଳୀ କରିବ ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି।







11/08/2026

ମହାକାଳପଡ଼ା ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ କାହିଁକି ହାରିଲେ କହିଲେ: ଚାମେଲି ଓଝା

Tikhiri Sarpanch Chameli Ojha - Sarpanch Controversy Topic - BDO - IIC - Kendrapara





11/08/2026

Sarpanch Chameli Ojha - Sarpanch Controversy Topic - BDO - IIC - Kendrapara





11/08/2026

Viral Sarpanch Chameli Ojha - Sarpanch Controversy Topic - BDO - IIC - Kendrapara





ଓଁ ନମୋଃ ଭଗବତେ ବାସୁଦେବାୟ 🙏🏻 ll Today's Mahaprabhu Shree Patitapabana Darshana at Shree Jagannatha Temple,  , Date:11-08-2...
11/08/2026

ଓଁ ନମୋଃ ଭଗବତେ ବାସୁଦେବାୟ 🙏🏻 ll Today's Mahaprabhu Shree Patitapabana Darshana at Shree Jagannatha Temple, , Date:11-08-2026

 #ଚାମେଲିଙ୍କ_ନାଁରେ_ଅନାସ୍ଥା_ହାଇକୋର୍ଟଙ୍କ_ଅଙ୍କୁଶ-କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ-ଅନାସ୍ଥା ପ୍...
11/08/2026

#ଚାମେଲିଙ୍କ_ନାଁରେ_ଅନାସ୍ଥା_ହାଇକୋର୍ଟଙ୍କ_ଅଙ୍କୁଶ
-କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ
-ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ
-ନିର୍ବାଚନ ପ୍ରକ୍ରିୟା ଜାରି ରହିବ, ଫଳ ଘୋଷଣା ଉପରେ ଲଗାଇଲେ ଅଙ୍କୁଶ
-ବିନା ଅନୁମତିରେ ଫଳ ଘୋଷଣା ନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
-ଅନାସ୍ଥା ପ୍ରସ୍ତାବ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଚାମେଲି

11/08/2026

ସୁବର୍ଣ୍ଣ ସୁଯୋଗ - ସୁବର୍ଣ୍ଣ ସୁଯୋଗ - ସୁବର୍ଣ୍ଣ ସୁଯୋଗ
ଆଜିହିଁ ୨୦,୦୦୦/- ରୁ ଆରମ୍ଭ କରନ୍ତୁ ନିଜର 1 Gram Gold Jewellery ଦୋକାନ, ଆଉ ଡେରି ନ କରି ଏବେହିଁ କଲ୍ କରନ୍ତୁ ଏବଂ Visit କରନ୍ତୁ।
SHOP NAME : RUMPA JEWELLERY

1.5 gm Premium Gold Plated Jewellery, 6 Month color Guaranteed with WASHABLE PRODUCT

Address :
23 BRABOURNE ROAD, PURTI VIRAAT, 7th FLOOR, ROOM No. 701, 702 & 703, Near - CANNING STREET & TEA BOARD, BARABAZAR, KOLKATA - 700 001

PH - 9051 979 509 / 8697 105 744
www.rumpajewellery.com





Address

Bhubaneswar

Opening Hours

Monday 9am - 10pm
Tuesday 9am - 10pm
Wednesday 9am - 10pm
Thursday 9am - 10pm
Friday 9am - 10pm
Saturday 10am - 8am
Sunday 10am - 2pm

Telephone

+919114115779

Alerts

Be the first to know and let us send you an email when Odisha Fast News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha Fast News:

Shortcuts

Share