Odia Musik

Odia Musik Music & Entertainment division of Odia Media Private Limited

ଜୟଦେବ ଭବନ, ଭୁବନେଶ୍ୱରଠାରେ ଜୁଲାଇ ୧୮ ତାରିଖ ସଂଜରେ, ରସଗୋଲା ସଂଗୀତ ଶ୍ରୋତାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଲେ ଓଡ଼ିଆ ଭାଷା, ସାହି...
19/07/2024

ଜୟଦେବ ଭବନ, ଭୁବନେଶ୍ୱରଠାରେ ଜୁଲାଇ ୧୮ ତାରିଖ ସଂଜରେ, ରସଗୋଲା ସଂଗୀତ ଶ୍ରୋତାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।

“ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଶିଳାଲିପି, ତାମ୍ରଫଳକ ଓ ତାଳପତ୍ର ପୋଥି ଦେଇ କାଗଜ ପାଖରେ ପହଞ୍ଚିଛି। ଏବେ ଏସବୁକୁ କ୍ଲାଉଡ୍‌କୁ ନେବାର ସମୟ ଉପଗତ। ତାହେଲେ ଯାଇ ନୂଆ ପିଢ଼ିକୁ ଆମର ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଯୋଡ଼ିହେବ। ଏ ଦିଗରେ ରସଗୋଲା ସଂଗୀତ ଏକ ସଫଳ ଉପକ୍ରମ।”
- ସୂର୍ଯ୍ୟବଂଶୀ ସୁରଜ Suryabanshi Suraj
Odia Language Literature & Culture Department, Government of Odisha

#ରସଗୋଲାସଂଗୀତ #ରସଗୋଲାଦିବସ #ଓଡ଼ିଆଅସ୍ମିତା

ରସଗୋଲା ଦିବସର ଅଭିନନ୍ଦନରସଗୋଲା ସଂଗୀତ
19/07/2024

ରସଗୋଲା ଦିବସର ଅଭିନନ୍ଦନ
ରସଗୋଲା ସଂଗୀତ

...

ଭାଷା ସଂଗୀତOdia Bhasha Anthem
03/04/2024

ଭାଷା ସଂଗୀତ
Odia Bhasha Anthem

...

ଓଡ଼ିଆ ଭାଷା ସଂଗୀତ Odia Bhasha Anthemଏଇ ରବିବାର (୩୧ ମାର୍ଚ) ସଂଜ ୬ଟାରେ ଭୁବନେଶ୍ୱର ଜୟଦେବ ଭବନଠାରେ ସମ୍ପୂର୍ଣ୍ଣ ସଂଗୀତଟିର ଶୁଭ ଉନ୍ମୋଚ...
30/03/2024

ଓଡ଼ିଆ ଭାଷା ସଂଗୀତ
Odia Bhasha Anthem

ଏଇ ରବିବାର (୩୧ ମାର୍ଚ) ସଂଜ ୬ଟାରେ ଭୁବନେଶ୍ୱର ଜୟଦେବ ଭବନଠାରେ ସମ୍ପୂର୍ଣ୍ଣ ସଂଗୀତଟିର ଶୁଭ ଉନ୍ମୋଚନ

Release ceremony
31 March 2024, Sunday, 6pm
Jayadev Bhawan, Bhubaneswar

Guests
Shri Pranab Kishore Patnaik
Shri Devdas Chhotray
Smt. Tanaya Patnaik

Concept & Lyrics Subhransu Panda
Music & Singer Abhijeet Mishra

Odia Musik
Odia Media Private Limited

ଦୁଇ ସପ୍ତାହରେ ୧୦,୦୦୦ରୁ ଅଧିକ ଭିୟୁ ପାଇଁ ଦର୍ଶକଙ୍କୁ ଅଶେଷ ଧନ୍ୟବାଦ।https://www.youtube.com/watch?v=hj2Fc0V8eSI
11/06/2023

ଦୁଇ ସପ୍ତାହରେ ୧୦,୦୦୦ରୁ ଅଧିକ ଭିୟୁ ପାଇଁ ଦର୍ଶକଙ୍କୁ ଅଶେଷ ଧନ୍ୟବାଦ।
https://www.youtube.com/watch?v=hj2Fc0V8eSI

...

Address

Bhubaneswar

Alerts

Be the first to know and let us send you an email when Odia Musik posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odia Musik:

Share