Meera MaaOfficialpage

Meera MaaOfficialpage You Define Your Own Life, Don't Let Other People Write Your Script.

Someone asked me who is your own in this world.I replied time.If Time is right, everyone is ours otherwise *No One*.🙏 Go...
28/05/2025

Someone asked me who is your own in this world.I replied time.If Time is right, everyone is ours otherwise *No One*.
🙏 Good Morning 🙏

❤️
17/03/2025

❤️

28/04/2024
ଉତ୍କଳର ବରପୁତ୍ର ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମଜୟନ୍ତୀ ଉପଲକ୍ଷେ ଭକ୍ତିପୁତ୍ତ ଶ୍ରଦ୍ଧାଞ୍ଜଳି ।🙏
05/03/2024

ଉତ୍କଳର ବରପୁତ୍ର ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମଜୟନ୍ତୀ ଉପଲକ୍ଷେ ଭକ୍ତିପୁତ୍ତ ଶ୍ରଦ୍ଧାଞ୍ଜଳି ।🙏

ଗତକାଲି ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ -୨୦୨୪ ଅବସରରେ ସମ୍ମାନିତ କରିଥିବାରୁ, ମୁଁ ବିଶ୍...
05/03/2024

ଗତକାଲି ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ -୨୦୨୪ ଅବସରରେ ସମ୍ମାନିତ କରିଥିବାରୁ, ମୁଁ ବିଶ୍ୱବିଦ୍ୟାଳୟ ର ସମସ୍ତ କର୍ମକର୍ତମାନଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି 🙏

02/03/2024

ନିଜ ପାଇଁ ଟିକେ ସମୟ ବାହାର କରିଦେଲି...

ଗତକାଲି ଖଣ୍ଡଗିରି ମେଳା ରେ କିଛି ସମୟ ଅତିବାହିତ କାଲି ଏବଂ ଯାତ୍ରା ର ଆନନ୍ଦ ଅଠାଇଲି.
28/02/2024

ଗତକାଲି ଖଣ୍ଡଗିରି ମେଳା ରେ କିଛି ସମୟ ଅତିବାହିତ କାଲି ଏବଂ ଯାତ୍ରା ର ଆନନ୍ଦ ଅଠାଇଲି.

ଘରେ ଘରେ ଶଙ୍ଖ
24/02/2024

ଘରେ ଘରେ ଶଙ୍ଖ

କୋରାପୁଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲମତା ପୁଟ ବ୍ଲକ ର ଟିକରପଡା ଠାରେ ଜୋନ ସ୍ତରୀୟ ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ ବୈଠକରେ ଯୋଗଦେଲେ ବି...
23/02/2024

କୋରାପୁଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲମତା ପୁଟ ବ୍ଲକ ର ଟିକରପଡା ଠାରେ ଜୋନ ସ୍ତରୀୟ ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ ବୈଠକରେ ଯୋଗଦେଲେ ବିଜୁ ମହିଳା ଜନତା ଦଳ କୋରାପୁଟ ପର୍ଯ୍ୟବେକ୍ଷିକା, ମୀରା ପରିଡା, ଜିଲ୍ଲା ସଭାନେତ୍ରୀ ପାର୍ବତୀ ମସ୍ତି ଓ ଆମ ଓଡିଶା, ନବୀନ ଓଡିଶା ର ସଂଯୋଜିକା ତୁଳସି କିରସାନି, ବ୍ଲକ ସଭାପତି ସୁନାଧର ଅଡାରି, ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଭିର୍ଣ୍ଣ ଯୋଜନା ଓ ମହିଳା ସଶକ୍ତି କରଣ ବିଷୟରେ ଆଲୋଚନା ଜରିଛନ୍ତି 🙏

ନାରାୟଣପାଟଣା ବ୍ଲକ ର ସମ୍ବାଦ ଖବରକାଗଜ ର ପ୍ରତିନିଧି ଅନୀଲ କୁମାର ସୁବୁଦ୍ଧି ଙ୍କ ମହାନତା।ରକ୍ତ ଦେଇ ଜୀବନ ବଚେଂଇଲେ ଦେଢ ବର୍ଷର ଗୋଟେ ଆଦିବାସ...
23/02/2024

ନାରାୟଣପାଟଣା ବ୍ଲକ ର ସମ୍ବାଦ ଖବରକାଗଜ ର ପ୍ରତିନିଧି ଅନୀଲ କୁମାର ସୁବୁଦ୍ଧି ଙ୍କ ମହାନତା।ରକ୍ତ ଦେଇ ଜୀବନ ବଚେଂଇଲେ ଦେଢ ବର୍ଷର ଗୋଟେ ଆଦିବାସୀ ଛୁଆ (ପଙ୍କଜ ଭତ୍ରା,ପିତା ଉଗ୍ରସେନ ଭତ୍ରା , ନବରଙ୍ଗପୁର ବ୍ଲକ ବୁଟିପଦର ଗାଁ)ର ,ପୁଅର ଅଣ୍ଡୋକୋଷ ଅପରେସନ ପାଇଁ ୬ ଦିନ ହେବ SLNMC ରେ ଭର୍ତି କରିଥିଲେ।A+ରକ୍ତ ଭଣ୍ଡାରରେ ନଥିବାରୁ, ରକ୍ତ ପାଇଁ ସାମାଜିକ ଗଣମାଧ୍ୟମ ରେ ପୋଷ୍ଟ ହୋଇଥିଲା।ରକ୍ତ ଯୋଗାଡ ପାଇଁ ସେମିଳିଗୁଡାର ବିଜେଡି ନେତା ଇଶ୍ବର ଆଲାଡା କୁ ସୁଚନା ଦେଇଥିଲେ କୋରାପୁଟ ମହିଳା ବିଜେଡି ପର୍ଯ୍ୟଵବେକ୍ଷକ ତଥା ରାଜ୍ୟ ମୁକ୍ତା ଯୋଜନା ର ଉପଦେଷ୍ଟା । ଏହି ସୁଚନା କୋରାପୁଟ କୁ ବ୍ୟକ୍ତିଗତ କାମରେ ଆସିଥିଲେ ଅନୀଲ ।ଖବର ଶୁଣି ଅନୀଲ ତୁରନ୍ତ ପଙ୍କଜ ଭତ୍ରା ର ପିତା ଉଗ୍ରସେନ ଭତ୍ରା କୁ ଯୋଗାଯୋଗ କରି ନିଜର A+ରକ୍ତ ଦାନ କଲେ କୋରାପୁଟ SLNMC ର ରକ୍ତ ଭଣ୍ଡାରରେ । ପୁର୍ବରୁ ଦୁଇଟି ପୁଅ କୁ ହରେଇଥିଲେ ଉଗ୍ରସେନ।ଗୋଟେ ପୁଅ ର ଜୀବନ ବଚେଇବାର ପାଇଁ ନାରାୟଣପାଟଣା ବ୍ଲକ ର ସମ୍ବାଦ ଖବରକାଗଜ ର ଯୁବ ଯୁବ ସାମ୍ବାଦିକ ଭାଇ ଙ୍କ ଏପରି ମହାନତାର ପରିଚୟ ଦେଇଥିବାରୁ ଅଶେଷ ଧନ୍ୟବାଦ 🌹

Address

Palaspalli, Aerodrome Area, KhordaB
Bhubaneswar
751020

Telephone

+919438358262

Website

Alerts

Be the first to know and let us send you an email when Meera MaaOfficialpage posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Meera MaaOfficialpage:

Share