UTKAL BYTES

UTKAL BYTES UTKAL BYTES is an initiative to reach out to oriya community across the world. We want our culture and tradition to continue with new generation.

Our contents are made by collecting rich elements of oriya culture.

07/09/2026

#ଆମେ_ସାଂସଦ_ପଠେଇଥିଲୁ_କଣ_ଆହାର_ମୁହଁରେ_ପାହାର _ଦବାକୁ

07/09/2026

୍କୁ_ମିଳିଲା_ଲକ୍ଷେ_ଟଙ୍କା_ଲେଖାଏଁ_ସ୍କଲାରସିପ


ଯୁଗ୍ମ ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୬ ପ୍ରଦାନ
ଭୁବନେଶ୍ବର,୬/୯ : ଯୁଗ୍ମ ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି ରବିବାର ପ୍ରଦାନ କରାଯାଇଛି । ଚଳିତ ୨୦୨୬ବର୍ଷରେ ବାଲେଶ୍ବର ସୋର ଅନ୍ତର୍ଗତ କେସି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଆଶୁତୋଷ ନାୟକ ଓ ବାରିପଦାସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଛାତ୍ର ପାର୍ଥସାରଥି ମହନ୍ତ ଯୁଗ୍ମ ଭାବେ ମାଟ୍ରିକ ଟପ୍ପର ହୋଇଥିବାବେଳେ ଉଭୟଙ୍କୁ ଏହି ମେଧାବୃତ୍ତି ଦିଆଯାଇଛି । ପୁରସ୍କାର ରାଶି ସ୍ବରୂପ ଆଶୁତୋଷ ଓ ପାର୍ଥସାରଥିଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ମିଳିଛି । ସିଙ୍ଗାପୁରରେ ରହୁଥିବା ଆନନ୍ଦପୁର ବ୍ଲକ ଫକୀରପୁର ନିବାସୀ ସତ୍ୟ ସୁତାରଙ୍କ ତରଫରୁ ଏହି ମେଧାବୃତ୍ତି ଦିଆଯାଇଛି ।

07/09/2026

ଯୁଗ୍ମ ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୬ ପ୍ରଦାନ

ବାଲେଶ୍ବର ସୋର ଅନ୍ତର୍ଗତ କେସି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଆଶୁତୋଷ ନାୟକ ଓ ବାରିପଦାସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଛାତ୍ର ପାର୍ଥସାରଥି ମହନ୍ତ ଯୁଗ୍ମ ଭାବେ ମାଟ୍ରିକ ଟପ୍ପର ହୋଇଥିବାବେଳେ ଉଭୟଙ୍କୁ ଏହି ମେଧାବୃତ୍ତି ଦିଆଯାଇଛି । ପୁରସ୍କାର ରାଶି ସ୍ବରୂପ ଆଶୁତୋଷ ଓ ପାର୍ଥସାରଥିଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ମିଳିଛି ।

06/09/2026

#ମାଟ୍ରିକ ଯୁଗ୍ମ ଟପ୍ପରଙ୍କୁ ‘ଗୋପବନ୍ଧୁ ଦାସ ମେଧାବୃତ୍ତି’

ଭୁବନେଶ୍ୱର, ୬/୯: ଚଳିତ ବର୍ଷର ମାଟ୍ରିକ ଯୁଗ୍ମ ଟପ୍ପର ଆଶୁତୋଷ ନାୟକ ଓ ପାର୍ଥସାରଥି ମହନ୍ତଙ୍କୁ ‘ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ
ମେଧାବୃତ୍ତି-୨୦୨୬’ ପ୍ରଦାନ କରାଯାଇଛି। ଉଭୟ ଛାତ୍ରଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିଛି।

ସିଙ୍ଗାପୁର ପ୍ରବାସୀ ତଥା କେନ୍ଦୁଝର ଆନନ୍ଦପୁର ବ୍ଲକ ଫକୀରପୁରର ସତ୍ୟ ସୁତାରଙ୍କ ପକ୍ଷରୁ ଗତ ୬ ବର୍ଷ ଧରି ଏହି ମେଧାବୃତ୍ତି ପ୍ରଦାନ କରାଯାଉଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସହଦେବ ସାହୁଙ୍କ ସମେତ ନମ୍ରତା ଚଢା, ଲେଖିକା ଶ୍ରୁତକୀର୍ତ୍ତି ତ୍ରିପାଠୀ ଓ ଆର୍ଯ୍ୟ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ପ୍ରିନ୍ସପାଲ ତ୍ରିଲୋଚନ ନାୟକ ଯୋଗଦେଇ ଶିକ୍ଷାର ଗୁରୁତ୍ୱ ଓ ଏଭଳି ପଦକ୍ଷେପର ପ୍ରଶଂସା କରିଥିଲେ।

06/09/2026

#ପିଲାଙ୍କ_ନ୍ୟୁଟ୍ରେସନ_କେୟାର_ଆମର_ପ୍ରଥମ_ଦାୟିତ୍ୱ

06/09/2026

#ବିକ୍ରମ_ପଣ୍ଡାଙ୍କୁ_ଆମେ_ନିର୍ଦ୍ଦୋଶ_ଭାବିବୁ_ନା_ଦୋଷୀ

05/09/2026

#ଆସୁଛି_ନୂଆ_ଫିଲ୍ମ_ଯଦି

05/09/2026

#ଚାଷୀଙ୍କ_ଖାତାକୁ_ଯାଇଛି_ଟଙ୍କା

05/09/2026

#ଓଡ଼ିଶା_ପ୍ରତି_ଏ_ଅବିଚାର_କାହିଁକି

04/09/2026

ିନେମା_ଦେଖିବା_ପରେ_ଜାଣିବେ_ମୁଁ_କଣ_ରୋଲ୍_କରିଛି

Address

BHUBANESWAR
Bhubaneswar
751003

Telephone

+919937081718

Website

Alerts

Be the first to know and let us send you an email when UTKAL BYTES posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to UTKAL BYTES:

Shortcuts

Share