OdishaPress live

OdishaPress live ନିରପେକ୍ଷ,ନିର୍ଭିକ ତଥା ଦଳମତ ନିର୍ବିଶେଷରେ ନିଚ୍ଛକ ଖବର ପ୍ରସାରଣ ସହିତ ଏହାକୁ ଅନୁଶୀଳନ କରୁଥିବା ୱେବ ମେଡିଆ ଚ୍ୟାନେଲ

 #ହ୍ୟୁମାନ_ସାଗରଙ୍କ_ପରଲୋକ-ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର-କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ-ଭୁବନେଶ୍ବର ଏମ୍ସରେ ଚ...
18/11/2025

#ହ୍ୟୁମାନ_ସାଗରଙ୍କ_ପରଲୋକ
-ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
-କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ
-ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

14/11/2025

ନୂଆପଡ଼ା ରେ ରେକର୍ଡ଼ ବ୍ୟବଧାନ ରେ ଆଗୁଆ
" ଜୟ ଢୋଲକିଆ "

11/11/2025

ବବି ଦାସ ଗିରଫ ନହେବା ପଛରେ ରହିଛି ମୋଟା ଅଙ୍କର ଡିଲ,
ପାଣ୍ଡିଆନଙ୍କ କୋଟେରୀକୁ ଡରୁଛି କି ରାଜ୍ୟ ପ୍ରଶାସନ l
ଦେଖନ୍ତୁ ଆମର ସ୍ପେସିଆଲ ରିପୋର୍ଟ l



ଦୀପାବଳି ଛୁଟି ସମ୍ବନ୍ଧିତ ଘୋଷଣାପବିତ୍ର ଦୀପାବଳି ନିମନ୍ତେ ରାଜ୍ୟ ସରକାର ୨୦ ଅକ୍ଟୋବର (ସୋମବାର)କୁ ଅତିରିକ୍ତ ଛୁଟି ଦିବସ ଭାବରେ ଘୋଷଣା କରିଛ...
18/10/2025

ଦୀପାବଳି ଛୁଟି ସମ୍ବନ୍ଧିତ ଘୋଷଣା

ପବିତ୍ର ଦୀପାବଳି ନିମନ୍ତେ ରାଜ୍ୟ ସରକାର ୨୦ ଅକ୍ଟୋବର (ସୋମବାର)କୁ ଅତିରିକ୍ତ ଛୁଟି ଦିବସ ଭାବରେ ଘୋଷଣା କରିଛନ୍ତି।

Address

27, District Centre
Bhubaneswar
751016

Alerts

Be the first to know and let us send you an email when OdishaPress live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to OdishaPress live:

Share