MORAL STORY

MORAL STORY Welcome to our Page! We keep you updated on the trending News and what's happening around us.

25/01/2024

#କାର୍_ଖାନା_ଭାଉଜ ବିନ୍ଦାସ୍ ଅନ୍ଦାଜ ରେ ନାଚିଲେ।
ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଆସୁଥିବା ଭୁବନେଶ୍ୱର କାର୍ ଖାନା ର ମାଲିକାଣୀ ଙ୍କ ର ଆଉଏକ ଭିଡିଓ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି।


25/01/2024

#ଭି.ଭି.ଆଇ.ପି ପୋଲିସ ଫ୍ୟାମେଲି ଙ୍କୁ ସ୍ପେସାଲ୍ ଅନୁମତି ମିଳୁଛି। କିନ୍ତୁ ସାଧାରଣ ଜନତା ଙ୍କୁ ନୋ ଏ ଣ୍ଟ୍ରି।
#ପୁରୀ

25/01/2024

୨୭ରେ ସ୍କୁଲ, କଲେଜ ଛୁଟି ।
ଆସନ୍ତା ୨୭ ତାରିଖରେ ରାଜ୍ୟରେ ସବୁ ସ୍କୁଲ, କଲେଜ ଛୁଟି ।
ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଛୁଟି ଘୋଷଣା ।
ସ୍କୁଲ, କଲେଜ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
ଚତୁର୍ଥ ଶନିବାର ଯୋଗୁଁ ସରକାରୀ ଅଫିସ୍‌ ମଧ୍ୟ ବନ୍ଦ ରହିବ ।

25/01/2024

#ପାଣ୍ଡିୟାନ_ଙ୍କ_ ଅସଲ ମୁଖା ଖୋଲି ଦେଲେ ଏହି ଯୁବକ।
#ପାଣ୍ଡିୟାନ

 #ଅଯୋଧ୍ୟା ରାମ ମନ୍ଦିର କୁ ଛୁଟୁଛି ଭକ୍ତଙ୍କ ଶୁଅ । ଗତ ଜାନୁଆରୀ ୨୨ ତାରିଖ ରେ ଅଯୋଧ୍ୟା ରେ ପ୍ରଭୁ ଶ୍ରୀ ରାମ ଲଲା ଙ୍କ ଭବ୍ୟ ମନ୍ଦିର ଓ ରାମ ...
25/01/2024

#ଅଯୋଧ୍ୟା ରାମ ମନ୍ଦିର କୁ ଛୁଟୁଛି ଭକ୍ତଙ୍କ ଶୁଅ । ଗତ ଜାନୁଆରୀ ୨୨ ତାରିଖ ରେ ଅଯୋଧ୍ୟା ରେ ପ୍ରଭୁ ଶ୍ରୀ ରାମ ଲଲା ଙ୍କ ଭବ୍ୟ ମନ୍ଦିର ଓ ରାମ ଲଲା ଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ, ଅଯୋଧ୍ୟା କୁ ଛୁଟୁଛି ଭକ୍ତଙ୍କ ଶୁଅ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ଜୟ ଶ୍ରୀରାମ ଧ୍ୱନି ରେ ପ୍ରକମ୍ପିତ ହେଉଛି ସାରା ଅଯୋଧ୍ୟା ନଗରୀ ।
#ଅଯୋଧ୍ୟା

SCB ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ଦେହାନ୍ତ ।SCBରେ ଚିକିତ୍ସାଧୀନ ଅବସ୍ଥାରେ ୬୯ ବର୍ଷ ବୟସରେ ଡା.ଭୁବନାନନ୍ଦ ମହାରଣାଙ...
25/01/2024

SCB ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ଦେହାନ୍ତ ।
SCBରେ ଚିକିତ୍ସାଧୀନ ଅବସ୍ଥାରେ ୬୯ ବର୍ଷ ବୟସରେ ଡା.ଭୁବନାନନ୍ଦ ମହାରଣାଙ୍କ ପରଲୋକଯ ସୂଚନା ଦେଲେ ହସ୍ପିଟାଲ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର। ମସ୍ତିଷ୍କାଘାତ ପାଇଁ ନିକଟରେ ଡାକ୍ତରଙ୍କ ଅସ୍ତ୍ରୋପଚାର କରାଯାଇଥିଲା।


Medical College and Hospital

25/01/2024

#କାରଖାନା ଭାଉଜ ଙ୍କ ନୁଆ ଭିଡିଓ ସାମ୍ନା କୁ ଆସିଲା।।

25/01/2024

କାହିଁକି ରାଗିଲେ କାର୍ ଖାନା ଭାଉଜ?

25/01/2024

Welcome to our page!
Stay tuned for updates about what's going on & news about upcoming events and special .

We look forward to engaging with you on our wall!

Address


Website

Alerts

Be the first to know and let us send you an email when MORAL STORY posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Claim ownership or report listing
  • Want your business to be the top-listed Media Company?

Share