27/11/2025
Air Pollution, ବାୟୁ ପ୍ରଦୂଷଣ ଆମ ମଣିଷ ସମାଜ ପାଇ ଏକ ବଡ଼ ବିପଦ। କାହାକୁ ଆମେ ଦୋଷ ଦେବା, ସମସ୍ତେ ଆଜି ଜାଣି କି ଅଜଣା । ଆମ ଦେଶ ର କ୍ୟାପିଟାଲ ସିଟି delhi କୁ ଦେଖନ୍ତୁ କଣ ଏବେ ଅବସ୍ଥା, AQI ୪୦୦ ପାର୍ 🥲। ଲୋକେ ଟିକେ ଭଲ ଭାବେ ନିଃଶ୍ୱାସ ନେବା ପାଈ ସଂଘର୍ଷ କରୁଛନ୍ତି। ଏୟାର purifier ସହିତ mask ra ବ୍ୟବହାର କରୁଛନ୍ତି।
ଜଳ ପ୍ରଦୂଷଣ ହୋଇ କି ଖାଦ୍ୟ ସେଥିରୁ ଆମେ କିଛି ଦିନ ବଞ୍ଚି ଯାଇ ପାରିବା ହେଲେ ଏୟାର pollution ru ବଞ୍ଚିବା ସତରେ ମୁସ୍କିଲ ।
ଆମ ମାନକର ସମାଜ ପ୍ରତି କିଛି କର୍ତ୍ତବ୍ୟ ଅଛି ନା ନାହିଁ, ତେଣୁ ଆସନ୍ତୁ ସମସ୍ତେ ମିଶିକି ସରକାର କ ଦୃଷ୍ଟି ଆକର୍ଷଣ କରିବା ।
ସବୁ ସମସ୍ୟା ର ସମାଧାନ ଅଛି କେବଳ ଇଚ୍ଛା ରହିବା ଦରକାର ଆଉ ନିଜ ଆଡୁ ଟିକେ ଚେଷ୍ଟା ବି କରିବା ଦରକାର ।
ତେଣୁ ସମସ୍ତେ ଆସନ୍ତୁ ଏୟାର Pollution ବିଷୟରେ ସଚେତନ ହେବା ଆଉ ନିଜ ଆଡୁ କଣ ପଦକ୍ଷେପ ନେଇହବ ତାକୁ ବି ନିଶ୍ଚୟ କରିବା । ଆଉ କଣ ପାଈ ଏୟାର ପ୍ରଦୂଷଣ ହୋଇଛି ସେ ବିଷୟରେ ବି ଅବଗତ ହେବା ।
ମୋର ଆଶା ଆଉ ବିଶ୍ୱାସ ଯେ ଆପଣ ମାନେ ନିହାତି ଚେଷ୍ଟା କରିବେ ।
ମନେ ରଖନ୍ତୁ ଆମ ରାଜଧାନୀ ଭୁବନେଶ୍ୱର ର ବି ଏୟାର ଦିନକୁ ଦିନ poor ହେଇ ହେଇ ଗଲାଣି, ସେହି ପରି ଅଲଗା ସିଟି ବି । ତେଣୁ ବେଳରୁ ସାବଧାନ ହେବା ଆଉ ସୁସ୍ଥ ଜୀବନ ବଞ୍ଚିବା।
ଜୟ ଜଗନ୍ନାଥ 👏👏