Newsblunt Odia

Newsblunt Odia Newsblunt Media .The premier source of information and analysis on Politics, Sports, Entertainment, start up, Digital and Telecom businesses in India .

  Chairman's visit to  , huge felicitation everywhere Visit to   Dora Junior Science College, thanks to college authorit...
18/12/2023

Chairman's visit to , huge felicitation everywhere

Visit to Dora Junior Science College, thanks to college authorities for completing the conversion work of the college on time

Visit to Temple, suggestions for creating an attractive spiritual atmosphere for the devotees in the conversion program

Attended new events with students from various colleges in and

in inspires mothers to become entrepreneurs

In the next year, 102 additional irrigation projects will be implemented for Rs 207 crore in Shergarh and Hinjilikatu, 90 percent of agricultural land in Shergarh and 99 percent of agricultural land in Hinjili will be irrigated.










5T ଅଧ୍ୟକ୍ଷଙ୍କ ହିଞ୍ଜିଳି ଗସ୍ତ, ସବୁ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ପୋଚିଲିମା ଖମ୍ବେୟା ଦୋରା ଜୁନିଅର ବିଜ୍ଞାନ ମହାବିଦ୍ୟାଳୟ ଗସ୍....

ଦ୍ୱିତୀୟ ଦିନରେ ପୁଣି ସ୍ମାର୍ଟ କେମ ଟେକ୍ନୋଲୋଜି  ସାର କାରାଖାନାକୁ ବିରୋଧ କରି ପୋଲିସ୍ ଓ କାଳିପଲ୍ଲୀ ଗ୍ରାମବାସୀ ମୁହାଁମୁହିଁ | ପୋଲିସ ବେରି...
02/11/2022

ଦ୍ୱିତୀୟ ଦିନରେ ପୁଣି ସ୍ମାର୍ଟ କେମ ଟେକ୍ନୋଲୋଜି ସାର କାରାଖାନାକୁ ବିରୋଧ କରି ପୋଲିସ୍ ଓ କାଳିପଲ୍ଲୀ ଗ୍ରାମବାସୀ ମୁହାଁମୁହିଁ | ପୋଲିସ ବେରିକେଟ ଭାଙ୍ଗି ଧସେଇ ପଶିଲେ ଲୋକମାନେ | ପୋଲିସ sdpo ସମେତ ଉଭୟ ଗୋଷ୍ଠୀର 6 ଜନ ଆହତ |👍
ଛତ୍ରପୁର ବ୍ଲକ କାଳିପଲ୍ଲୀ ମୌଜା ରେ ସ୍ମାର୍ଟ କେମ ଟେକ୍ନୋଲୋଜି ନାମକ ସାର କାରାଖାନା ପ୍ରକଳ୍ପ ନିର୍ମାଣକୁ ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରହିଛି | 👍ଏନେଇ ବହୁବାର ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଥିବା ବେଳେ ଗତ କିଛି ଦିନ ତଳେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ଦାବିନେଇ ପ୍ରକଳ୍ପ ନିର୍ମାଣ ସ୍ଥାନରେ ଆନ୍ଦୋଳନକୁ ତୀବ୍ରତର କରାଯାଇଥିଲା ।

ପରେ ସେଠାରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ଗତକାଲି ପୁଣି ଥରେ ଏହି ପ୍ରକଳ୍ପ ନିମନ୍ତେ ପୋଲିସ୍ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାରୁ ଏହାକୁ ଘୋର ବିରୋଧ କରିଛନ୍ତି କାଳିପଲ୍ଲୀ ଗ୍ରାମର ବହୁ ଗ୍ରାମବାସୀ ।

ଏପରିକି ପୋଲିସ ଓ ଗ୍ରାମବାସୀ ଧସ୍ତାଧସ୍ଥି ପରିସ୍ଥିତି ଦେଖିବାକୁ ମିଳିଥିଲା .

ଦ୍ୱିତୀୟ ଦିନରେ ପୁଣି ସ୍ମାର୍ଟ କେମ ଟେକ୍ନୋଲୋଜି ସାର କାରାଖାନାକୁ ବିରୋଧ କରି ପୋଲିସ୍ ଓ କାଳିପଲ୍ଲୀ ଗ୍ରାମବାସୀ ମୁହାଁମୁହିଁ | ପୋ....

The food safety Team of   today inspected the  ,   square. Around 4.5 kgs of stale foods & synthetic colours were destro...
19/09/2022

The food safety Team of today inspected the , square. Around 4.5 kgs of stale foods & synthetic colours were destroyed.

Notice was also served to them to follow the food quality standards.

Olympian   along with her coach Emmuanel Callender visited ABTP Centre inside  , today. The coach discussed the reports ...
19/09/2022

Olympian along with her coach Emmuanel Callender visited ABTP Centre inside , today. The coach discussed the reports of Srabani with the experts at the centre and also tested himself on dynamic balance.

Mesmerising air show put up by   Aerobatic Team of Indian Air Force enthralled the audience at Blue Flag Beach in  .
18/09/2022

Mesmerising air show put up by Aerobatic Team of Indian Air Force enthralled the audience at Blue Flag Beach in .

ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନକୁ ଛଡ଼ାଗଲା ଚିତାବାଘ। କୁନୋ ଜାତୀୟ ଉଦ୍ୟାନରେ ୮ ଚିତାବାଘ ଛାଡ଼ିଲେ ପ୍ରଧାନମନ୍ତ୍ରୀ। ଜନ୍ମଦିନରେ ଜାତୀୟ ଉଦ୍...
17/09/2022

ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନକୁ ଛଡ଼ାଗଲା ଚିତାବାଘ। କୁନୋ ଜାତୀୟ ଉଦ୍ୟାନରେ ୮ ଚିତାବାଘ ଛାଡ଼ିଲେ ପ୍ରଧାନମନ୍ତ୍ରୀ। ଜନ୍ମଦିନରେ ଜାତୀୟ ଉଦ୍ୟାନକୁ ଚିତାବାଘ ସମର୍ପଣ କଲେ ମୋଦି। ନାମିବ୍ୟାରୁ ୮ #ଚିତାବାଘ ବିମାନରେ ଆସିବା ପରେ ଛାଡ଼ିଲେ । ୮ ଚିତାଙ୍କ ମଧ୍ୟରେ ୫ଟି ମାଈ ଓ ୩ଟି ଅଣ୍ଡିରା ଥିବା ସୂଚନା । ଦୀର୍ଘ ୭୦ ବର୍ଷ ପରେ ଭାରତରେ ଦେଖିବାକୁ ମିଳିଲା ଚିତା ବାଘ।


ଡକ୍ଟର ଅମୂଲ୍ୟ ରତ୍ନ ମହାନ୍ତି ପାଇଲେ ନାଗରୀ ରତ୍ନ ସମ୍ମାନଉତ୍ତର ପ୍ରଦେଶର ନାଗରୀ ପ୍ରଚାରିଣୀ ସଭା, ଦେବରିଆ ହିନ୍ଦୀ ଦିବସ ଅବସରରେ ହିନ୍ଦୀ ର ବ...
15/09/2022

ଡକ୍ଟର ଅମୂଲ୍ୟ ରତ୍ନ ମହାନ୍ତି ପାଇଲେ ନାଗରୀ ରତ୍ନ ସମ୍ମାନ

ଉତ୍ତର ପ୍ରଦେଶର ନାଗରୀ ପ୍ରଚାରିଣୀ ସଭା, ଦେବରିଆ ହିନ୍ଦୀ ଦିବସ ଅବସରରେ ହିନ୍ଦୀ ର ବିଶିଷ୍ଟ ବିଦ୍ୱାନ ମାନଙ୍କୁ ସମ୍ମାନିତ କରିଛି। ୧୯୧୫ ମସିହାରେ ରେ ସ୍ଥାପିତ ଏହି ସଂସ୍ଥା ପ୍ରତିବର୍ଷ ହିନ୍ଦୀ ଭାଷା ଓ ସାହିତ୍ୟ ରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ତଥା ବିଶ୍ବର ବିଭିନ୍ନ ହିନ୍ଦୀ ବିଦ୍ୱାନ ମାନଙ୍କୁ ସମ୍ମାନିତ କରିଥାଏ। ପ୍ରତିବର୍ଷ ସଂସ୍ଥା "ନାଗରୀ ରତ୍ନ", "ନାଗରୀ ଭୂଷଣ" ଓ "ନାଗରୀ ଶ୍ରୀ" ସମ୍ମାନ ପ୍ରଦାନ କରେ। ଏହି କ୍ରମରେ ରେ ଚଳିତ ବର୍ଷ ନାଗରୀ ପ୍ରଚାରିଣୀ ସଭା, ଦେବରିଆ ଓଡ଼ିଶା ର ବିଶିଷ୍ଟ ହିନ୍ଦୀ ବିଦ୍ୱାନ, ଗବେଷକ ଓ ଅନୁବାଦକ ଡକ୍ଟର ଅମୂଲ୍ୟ ରତ୍ନ ମହାନ୍ତି ଙ୍କୁ "ନାଗରୀ ରତ୍ନ" ସମ୍ମାନ ରେ ସମ୍ମାନିତ କରିଛି। ସମ୍ମାନ ସ୍ବରୂପ ଡଃ ମହାନ୍ତି ଙ୍କୁ ସଭା ତରଫରୁ ଅଙ୍ଗବସ୍ତ୍ର, ତାମ୍ର ଫଳକ, ମା' ସରସ୍ଵତୀ ଙ୍କ ପ୍ରତିମା ଓ ଅର୍ଥ ରାଶି ପ୍ରଦାନ କରାଯାଇଛି। ଓଡ଼ିଶା ରେ ଜଣେ ଉଦୀୟମାନ ହିନ୍ଦୀ ବିଦ୍ୱାନ ରୂପେ ଡଃ ମହାନ୍ତି ଙ୍କର ବେଶ ଖ୍ୟାତି ରହିଛି। ସେ ହିନ୍ଦୀ ରେ ଅନେକ ମୌଳିକ ପୁସ୍ତକ ରଚନା କରିବା ସହିତ ଅନେକ ଓଡ଼ିଆ ପୁସ୍ତକ ର ହିନ୍ଦୀ ଅନୁବାଦ ମଧ୍ୟ କରିଛନ୍ତି। କେବଳ ସେତିକି ନୁହେଁ, ସେ ଅନେକ ହିନ୍ଦୀ ପୁସ୍ତକ ର ଓଡ଼ିଆ ଅନୁବାଦ କରି ଉତ୍କଳ ଭାରତୀ ର ବାଣୀ ଭଣ୍ଡାର କୁ ସମୃଦ୍ଧ କରିଛନ୍ତି। କଟକ ଜିଲ୍ଲା ର ଖଣ୍ଡସାହି ଗ୍ରାମରେ ଜନ୍ମିତ ଡକ୍ଟର ମହାନ୍ତି ସଂପ୍ରତି ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟ, ଏରଂଚ ରେ ହିନ୍ଦୀ ବିଭାଗ ର ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟ କରୁଛନ୍ତି।

ଗତକାଲି ସିକନ୍ଦରାବାଦରେ ଉଭୟଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଆଜି କଟକ ଆସିଛି। ତେଲେଙ୍ଗାନା ରାଜ୍ୟର ସିକନ୍ଦରାବାଦର  ଲଜ୍‌ରେ ଅଗ୍ନିକାଣ୍ଡ ଘଟଣାର...
15/09/2022

ଗତକାଲି ସିକନ୍ଦରାବାଦରେ ଉଭୟଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଆଜି କଟକ ଆସିଛି। ତେଲେଙ୍ଗାନା ରାଜ୍ୟର ସିକନ୍ଦରାବାଦର ଲଜ୍‌ରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଓଡ଼ିଆ ଦମ୍ପତ୍ତିଙ୍କ ମୃତଦେହ କଟକ କାଫଲା ବଜାର ଘରେ ପହଞ୍ଚିଲା। ଭୁବନେଶ୍ୱର ବିମାନବନ୍ଦରରୁ ସିଧା ସଳଖ କଟକ ପହଞ୍ଚିଥିଲା ଉଭୟଙ୍କ ମୃତଦେହ। ମୃତ୍ୟୁବରଣ କରିଥିବା ଚନ୍ଦନ ଜେଠୀ ଓ ତାଙ୍କ ପତ୍ନୀ ମିତାଲି ମହାପାତ୍ର ଜେଠୀଙ୍କ ମୃତଦେହ କଟକ ପହଞ୍ଚିବା ପରେ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ଵର୍ଗଦ୍ଵାର ନିଆଗଲା।

ମୁମ୍ବାଇରେ ନିବେଶକ ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
14/09/2022

ମୁମ୍ବାଇରେ ନିବେଶକ ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Address

Bhubaneswar

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm

Alerts

Be the first to know and let us send you an email when Newsblunt Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Newsblunt Odia:

Share