19/03/2026
ଚୈତ୍ର ଶୁକ୍ଳ ପ୍ରତିପଦା ତଥା ହିନ୍ଦୁ ନବବର୍ଷର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ସନାତନ ପରମ୍ପରାରେ ଏହି ପବିତ୍ର ଦିନଟି ନୂତନ ଆରମ୍ଭ, ନୂତନ ସଂକଳ୍ପ ଓ ନୂତନ ଆଶାର ପ୍ରତୀକ। ଏହା ଆମକୁ ନିଜର ଧର୍ମ, ସଂସ୍କୃତି ଓ ସାମାଜିକ ମୂଲ୍ୟବୋଧକୁ ଆହୁରି ଦୃଢ଼ କରିବା ପାଇଁ ପ୍ରେରିତ କରେ। ମହାପ୍ରଭୁଙ୍କ ଅସୀମ କୃପାରୁ ଏହି ନବବର୍ଷ ଆପଣ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା ଭରିଦେଉ, ଏହାହିଁ ମୋର କାମନା।
kumar sahoo