Bada Khabar

Bada Khabar Standing fearless. Speaking truth. Serving Odisha with impartiality. 'ଲୋକ'ଙ୍କ ଚ୍ୟାନେଲ
(4)

10/09/2026

🔴 LIVE || ମା’କୁ ଭୁଲିଯିବେ!
ଗୀତ ଶୁଣିବେ ବଣମଣିଷ
ଦୀଘା ସିସିଭିଟିରୁ ମିଳିଲା... || BADA KHABAR TV
ଓଡ଼ିଶାର ଏକମାତ୍ର ନିରପେକ୍ଷ ନ୍ୟୁଜ ଚ୍ୟାନେଲ

10/09/2026

ଆଗକୁ ଆସୁଛି ନୂଆଁଖାଇ...ଚିନ୍ତାରେ ବାଉଁଶ କାରିଗର

 #ଭୁବନେଶ୍ୱରରୁ_ବ୍ୟାଙ୍କ୍‌କ_ପୁଣି_ଉଡ଼ିବ_ବିମାନ-ଭୁବନେଶ୍ୱରରୁ ବ୍ୟାଙ୍କ୍‌କ ପାଇଁ ପୁଣି ଆରମ୍ଭ ହେବ ବିମାନ ସେବା-ସୂଚନା ଦେଲେ ଭୁବନେଶ୍ୱର ବିମ...
10/09/2026

#ଭୁବନେଶ୍ୱରରୁ_ବ୍ୟାଙ୍କ୍‌କ_ପୁଣି_ଉଡ଼ିବ_ବିମାନ
-ଭୁବନେଶ୍ୱରରୁ ବ୍ୟାଙ୍କ୍‌କ ପାଇଁ ପୁଣି ଆରମ୍ଭ ହେବ ବିମାନ ସେବା
-ସୂଚନା ଦେଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ
-‘ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ଉଡ଼ିବ ବ୍ୟାଙ୍କକକୁ ବିମାନ’
-‘ସପ୍ତାହକୁ ଦୁଇ ଥର ଚାଲିବ ବିମାନ, କିଛି କାରଣ ପାଇଁ ଉଡ଼ାଣ ବନ୍ଦ ହୋଇଥିଲା’

 #ଭାରତ_ଆସିବେ_ଜିନ୍‌ପିଙ୍ଗ-BRICS ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗ-ଆସନ୍ତା ୧୨ ଓ ୧୩ ତାରିଖରେ ନୂଆଦି...
10/09/2026

#ଭାରତ_ଆସିବେ_ଜିନ୍‌ପିଙ୍ଗ
-BRICS ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗ
-ଆସନ୍ତା ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ନେବେ ଭାଗ
-ସୀମା ବିବାଦ ମଧ୍ୟରେ ଦୀର୍ଘ ୭ ବର୍ଷ ପରେ ଭାରତ ଗସ୍ତରେ ଆସୁଛନ୍ତି ଜିନ୍‌ପିଙ୍ଗ
-ଚୀନ୍ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ନେଇ ସ୍ପଷ୍ଟ କଲା ଚୀନ୍ ବୈଦେଶିକ ମନ୍ତ୍ରାଳୟ

10/09/2026

#କେଉଁଠୁ_ଆସିଲେ_ବଣମଣିଷ_ଖୋଜୁଛି_ଟିମ୍
ଓରାଙ୍ଗଉଟାନକୁ ନେଇ ହଟୁନି ସସପେନ୍ସ...କେଉଁଠୁ ଆସିଲେ ବଣମଣିଷ ଖୋଜୁଛି ଟିମ୍...ସ୍ଥଳପଥରେ ଆସିଲେ ନା ଜଳପଥରେ...ବଣମଣିଷଙ୍କୁ ନେଇ ଡିଲ କରୁଥିବା ସ୍ମଗଲର୍ କେଉଁଠି...ଓଡ଼ିଶାକୁ ଏମାନେ ଆସିଲେ କେଉଁଠୁ

10/09/2026

🔴 LIVE || ଅପରାହ୍ନର ବଡ଼ ଖବର || BADA KHABAR TV

10/09/2026

ଓରାଙ୍ଗଉଟାନ ଚାଲାଣରେ ଯିଏ ସମ୍ପୃକ୍ତ ଥିବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ: ଗଣେଶ ରାମ ସିଂ ଖୁଣ୍ଟିଆ

 #ଜମି_ଜାଲିଆତିରେ_ଲାଗିବ_ବ୍ରେକ୍‌-ଜମି ଜାଲିଆତିରେ ଲାଗିବ ବ୍ରେକ୍‌ କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ-‘ଆଉ ବେଆଇନ ଭାବେ ପୁରୁଣା ରେକର୍ଡ...
10/09/2026

#ଜମି_ଜାଲିଆତିରେ_ଲାଗିବ_ବ୍ରେକ୍‌
-ଜମି ଜାଲିଆତିରେ ଲାଗିବ ବ୍ରେକ୍‌ କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
-‘ଆଉ ବେଆଇନ ଭାବେ ପୁରୁଣା ରେକର୍ଡ ବଦଳାଇ କି ଗାଏବ କରିପାରିବେନି’
-‘କାହିଁକି ନା ୯୯ ପ୍ରତିଶତ ରେକର୍ଡ ଅଫ ରାଇଟର ଡିଜିଟାଇଜେସନ୍‌ ସରିଲାଣି’
-‘ଜମିଜମା ଡିଜିଟାଇଜେସନ ନେଇ ସନ୍ଧ୍ୟାରେ କେନ୍ଦ୍ରକୁ ରିପୋର୍ଟ ଦିଆଯିବ’

10/09/2026

🔴 LIVE || ଡିଏନଏ କହିବ ଓରାଙ୍ଗଉଟାନ କେଉଁ ସ୍ଥାନର || BADA KHABAR TV

10/09/2026

କଣ୍ଢେଇ ସହ ଖେଳୁଛନ୍ତି ଓରାଙ୍ଗଉଟାନ୍

Address

Bhubaneswar
751012

Alerts

Be the first to know and let us send you an email when Bada Khabar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share