Chiku Vloglife 07

Chiku Vloglife 07 I am Devee Prasad Uttaray
YT - CHIKU VLOGLIFE 07
this is my official page 👈
Life is like riding a bicycle. To keep your balance, you must keep moving.👍🙂

15/09/2026

🙏🐘 ବାଳକାଟି ବଜାର ପାଣି ଗଣେଶଙ୍କ ଦିବ୍ୟ ଦର୍ଶନ ✨
ବାପ୍ପାଙ୍କ ଆଗମନରେ ପୂରା ପରିବେଶ ଭକ୍ତିମୟ ❤️🌺
ଗଣପତି ବାପ୍ପା ମୋରିୟା 🙏✨

05/09/2026

ବଡମ୍ବା ଶଙ୍ଖାମେରୀ ଆସିଥିଲି, ଆଉ Ranjan Jalakhia ର ଜଳଖିଆ ନଖାଇ କେମିତି ଫେରିଥାନ୍ତି! 😋🔥 ସ୍ୱାଦ ଏମିତି ଥିଲା, ପୁଣିଥରେ ଆସିବାକୁ ମନ ହେଇଗଲା ❤️🍽️
📍 Location: Badamba, Sankhameri, Odisha
🔥❤️

03/09/2026

ସବୁଜିମା ଭରା ଗାଁ କ୍ଷେତ, କୃଷକର ପରିଶ୍ରମ ଆଉ ମନକୁ ମିଳୁଥିବା ଅଶେଷ ଶାନ୍ତି... 🌾💚✨
ଆମ ଗାଁର ମାଟି ଏବଂ ପରିଶ୍ରମୀ କୃଷକ ଭାଇଙ୍କୁ କୋଟି କୋଟି ପ୍ରଣାମ। 🙏☘️

29/08/2026

🙏✨ ମାଟିରୁ ମୂର୍ତ୍ତି… ଆଉ ମୂର୍ତ୍ତିରେ ଆମର ଭକ୍ତି ❤️
ଗଣେଶ ପୂଜା ଆସୁଛି… ଅପେକ୍ଷା ଏବେ ଆଉ କିଛି ଦିନ! 🐘🌺
ଗଣପତି ବାପ୍ପା ମୋରିଆ 🙏❤️✨




🔥

23/08/2026

ରବିବାର ମାନେ ଖାଲି ଛୁଟି ନୁହେଁ… 😌
କେବେ ବର୍ଷାରେ ଭିଜିବା 🌧️, କେବେ ପରିବାର ସହ ହସିବା ❤️, ଆଉ କେବେ ଗୋଟେ କପ୍ କଫିରେ ଦିନଟା ସରିଯିବା ☕✨
ଏମିତି ଥିଲା ମୋ ଆଜିର Sunday! 🥰
🔥
🎥
✨
🚀
❤️

16/08/2026

ଆଉ ମାତ୍ର ୨୯ ଦିନ…
ଆସୁଛନ୍ତି ଆମ ଗଣେଶ ବାବା ❤️✨
ଗଣପତି ବାପ୍ପା ମୋରିୟା! 🌺🕉️

09/08/2026

🙏 ମା’ଙ୍କ ଦର୍ଶନରେ ମନଟା ଶାନ୍ତ ହେଇଗଲା ❤️✨
କିଛି ମୁହୂର୍ତ୍ତ ଥିଲା ଭକ୍ତିର, କିଛି ମୁହୂର୍ତ୍ତ ଥିଲା ଶାନ୍ତିର… 🛕🙏

Address

Bhubaneswar

Alerts

Be the first to know and let us send you an email when Chiku Vloglife 07 posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share