DASI PRITI

DASI PRITI kabir is god

06/05/2025

SA News Odisha Day | ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟରଙ୍କ ନାମ କ'ଣ ?

A. ଶିବସୁନ୍ଦର ଦାସ
B. ଦେବାଶିଷ ମହାନ୍ତି
C. ରଞ୍ଜୀବ ବିଶ୍ଵାଳ
D. ପ୍ରଭଞ୍ଜନ ମଲ୍ଲିକ

ନିଜ ଉତ୍ତର ଆମକୁ କମେଣ୍ଟ ବକ୍ସ ମାଧ୍ୟମରେ ଦିଅନ୍ତୁ

19/04/2025

ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟ ଶାସ୍ତ୍ର। ପ୍ରଧାନ ମନ୍ତ୍ରୀ କହିଲେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ।

19/04/2025

ଆସନ୍ତା ମେ ୧ ତାରିଖ, ୨୦୨୫ ରୁ ଦେଶର ରାଜପଥ ଟୋଲ୍ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ମେ ୧ ତାରିଖରୁ ଫାସ୍ଟ୍ୟାଗ୍‌ ବ୍ୟବସ୍ଥାର ଅନ୍ତ ଘଟିପାରେ। ଏ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସରକାର ଅତି ଶୀଘ୍ର ଏକ ନୂତନ ଟୋଲ୍ ନୀତି ଆଣିବାକୁ ଯାଉଛନ୍ତି ଯାହା ଜିପିଏସ୍ ଆଧାରିତ ହେବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ଟୋଲ୍ ଆଦାୟ ପ୍ରକ୍ରିୟା ସହଜ, ସଠିକ୍ ଏବଂ ସ୍ୱଚ୍ଛ ହେବ।

ଏହି ନୂତନ ପ୍ରଣାଳୀ ଅନୁଯାୟୀ ଗାଡ଼ି ରାଜପଥରେ ଯେତେ ଦୂର ଯାତ୍ରା କରିବ, ସେହି ଅନୁସାରେ ଗାଡ଼ିକୁ ଟୋଲ୍ ଶୁଳ୍କ ଦେବାକୁ ପଡ଼ିବ। ଟୋଲ୍ ପ୍ଲାଜାରେ ଗାଡ଼ିକୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ ଯାହା ଦ୍ୱାରା ଯାତ୍ରୀଙ୍କ ସମୟ ବଞ୍ଚିବ ଓ ଟ୍ରାଫିକ୍ ଜାମ୍ ମଧ୍ୟ ହ୍ରାସ ପାଇବ।

ଏହାର ଅନ୍ୟତମ ଲକ୍ଷ୍ୟ ହେଉଛି ରାଜପଥରେ ଯାତ୍ରାକୁ ସୁଗମ କରିବା ଓ ଟୋଲ୍ ଆଦାୟ ବ୍ୟବସ୍ଥାକୁ ଆଧୁନିକ ଏବଂ ସୁଦୃଢ଼ କରିବା। ପ୍ରଥମେ କେବଳ ବଡ଼ ଯାନବାହନ (ଯେପରିକି ଟ୍ରକ୍, ବସ୍‌) ଉପରେ ଏହା କାର୍ଯ୍ୟକାରୀ ହେବ, ତା’ପରେ ଧୀରେ ଧୀରେ ସମସ୍ତ ବ୍ୟକ୍ତିଗତ ଯାନ ଓ କାର ଉପରେ ଏହି ବ୍ୟବସ୍ଥା ଲାଗୁ କରାଯିବ। କିନ୍ତୁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଶୁକ୍ରବାର ଦିନ ସ୍ପଷ୍ଟ କରିଛି ଯେ ଉପଗ୍ରହ ଭିତ୍ତିକ ଟୋଲ ସିଷ୍ଟମ ଲାଗୁ କରିବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

19/04/2025

ଆପଣ ଜାଣନ୍ତି କି ?

ମନୁଷ୍ୟ ଶରୀରରେ ପ୍ରାୟ ୩୭ ଟ୍ରିଲିୟନ (୩୭,୦୦୦,୦୦୦,୦୦୦,୦୦୦) କୋଷ (cells) ଅଛି । ଏହି କୋଷଗୁଡ଼ିକ ନିରନ୍ତର କାମ କରୁଛନ୍ତି ଏବଂ ଆମ ସ୍ୱାସ୍ଥ୍ୟ ଓ ଜୀବନ ପାଇଁ ଜରୁରୀ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏହି କୋଷଗୁଡ଼ିକ ବିଭିନ୍ନ ପ୍ରକାରର ଯେପରିକି ରକ୍ତ କୋଷ, ସ୍ନାୟୁ କୋଷ, ମାଂସପେଶୀ କୋଷ ଇତ୍ୟାଦି।

19/04/2025
✝️यीशु का जन्म-मरण व चमत्कार सब काल (यहोवा) के द्वारा निर्धारित थापवित्र बाईबल यूहन्ना 9:1-34 में है कि एक अंधे व्यक्ति ...
18/04/2025

✝️यीशु का जन्म-मरण व चमत्कार सब काल (यहोवा) के द्वारा निर्धारित था
पवित्र बाईबल यूहन्ना 9:1-34 में है कि एक अंधे व्यक्ति को यीशु ने स्वस्थ कर दिया। यीशु बोले इसका कोई पाप नहीं था, यह इसलिए हुआ कि प्रभु की महिमा प्रकट करनी थी। यदि पाप होता तो यीशु उसकी आंखें ठीक नहीं कर सकते थे।

#ईसाईधर्म_का_वास्तविक_ज्ञान

18/04/2025

✝️ईसा मसीह का जन्म एक देवता से हुआ।
प्रमाण : पवित्र बाईबल मती रचित सुसमाचार मती=1ः25 पृष्ठ नं. 1-2 पर।
ईसा मसीह की पूज्य माता जी का नाम मरियम तथा पूज्य पिताजी का नाम यूसुफ था। परन्तु मरियम को गर्भ एक देवता से रहा था। इस पर यूसुफ ने आपत्ति की तथा मरियम को त्यागना चाहा तो स्वपन में (फरिश्ते) देवदूत ने ऐसा न करने को कहा तथा यूसुफ ने डर के मारे मरियम का त्याग न करके उसके साथ पति-पत्नी रूप में रहे। देवता से गर्भवती हुई मरियम ने ईसा को जन्म दिया।

#ईसाईधर्म_का_वास्तविक_ज्ञान

13/04/2025

ଆପଣ ଜାଣନ୍ତି କି ?

ଜଣେ ମନୁଷ୍ୟ ସାଧାରଣତଃ ନିଜ ଜୀବନକାଳ ଭିତରେ ପ୍ରାୟ ୩୫ ହଜାରରୁ ୪୦ ହଜାର କିଲୋଗ୍ରାମ ଖାଦ୍ୟ ଖାଇଥାଏ ।

13/04/2025

ଗରମରୁ ମିଳିବ ଆଶ୍ବସ୍ତି; କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା।

13/04/2025

ଗଞ୍ଜାମ ଜିଲ୍ଲାର ରୁଷିକୁଳ୍ୟା ନଦୀ ମୁହାଣାରେ ଅଲିଭ୍ ରିଡ୍‌ଲେ କଇଁଛ ଅଣ୍ଡା ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ କଇଁଛ ଛୁଆ ସମୁଦ୍ର ମୁହାଁ ହୋଇଛନ୍ତି। ଏହି ପ୍ରକ୍ରିୟା ଗୁରୁବାର ଠାରୁ ଆରମ୍ଭ ହୋଇଛି ଯାହା ୪ ରୁ ୫ ଦିନ ପର୍ଯ୍ୟନ୍ତ ଚାଲିବ। କୁନି କୁନି କଇଁଛ ଛୁଆ ନିଜ ମାଆ ବିନା ଏକାକି ସମୁଦ୍ର ଭିତରକୁ ଯାତ୍ରା କରିବା ଆରମ୍ଭ କରିଛନ୍ତି, କାରଣ ମାଆ ଆଣ୍ଡାଦାନ ପରେ ସମୁଦ୍ର ମଧ୍ୟକୁ ଫେରିଯାଇଥାଏ। ଏହି ନବଜାତ କଇଁଛ ଛୁଆଗୁଡିକ ବେଳାଭୂମିରୁ ଧୀରେ ଧୀରେ ସମୁଦ୍ରକୂ ଯାଉଥିବାର ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି। ଛୁଆମାନେ କିପରି ସୁରକ୍ଷିତ ଭାବରେ ସମୁଦ୍ରକୁ ଯାତ୍ରା କରି ପାରିବେ ସେଥିପାଇଁ ବନ ବିଭାଗ ତରଫରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମିରେ ଦୁଇଟି ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ପ୍ରାୟ ୯ ଲକ୍ଷ ଅଲିଭ୍‌ ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ କରିଥିଲେ।

12/04/2025

ଆପଣ ଜାଣନ୍ତି କି ?

ପୃଥିବୀ ଉପରେ ପ୍ରତି ସେକେଣ୍ଡରେ ପ୍ରାୟ ୧୦୦ ରୁ ଅଧିକ ଥର ବଜ୍ରପାତ ଘଟିଥାଏ । ଅଧିକାଂଶ ସମୟରେ ଏହି ବଜ୍ରପାତ ଉଷ୍ଣ ଏବଂ ଆର୍ଦ୍ର ଅଞ୍ଚଳରେ ହୋଇଥାଏ, ଯେଉଁଠାରେ ବିଶେଷ ଧରଣର କ୍ଲାଉଡ୍ (Cumulonimbus clouds) ତିଆରି ହୋଇଥାଏ।

Address

Bhubaneswar

Alerts

Be the first to know and let us send you an email when DASI PRITI posts news and promotions. Your email address will not be used for any other purpose, and you can unsubscribe at any time.

Share