Rok Thok Khabar

Rok Thok Khabar ଭାଇରାଲ ଦୁନିଆରେ ନିଚ୍ଛକ ସତ ଦେଖାଇବାକୁ ଏକ ଛୁଟିଆ ଉଦ୍ୟମ

https://youtu.be/dBNtIyNHyIw?si=myBAx4QxT5PqXUXz
20/02/2025

https://youtu.be/dBNtIyNHyIw?si=myBAx4QxT5PqXUXz

'Spider Satish' Robbery Case। ପୂରା ସ୍ପାଇଡର ମ୍ୟାନ୍ ଭଳି ପାଚେରୀ ଡେଇଁଲା, ନିରଞ୍ଜନଙ୍କ ଘରେ ପଶି କଳାକନା ବୁଲାଇଦେଲା ...

20/02/2025

'Spider Satish' Robbery Case। ପୂରା ସ୍ପାଇଡର ମ୍ୟାନ୍ ଭଳି ପାଚେରୀ ଡେଇଁଲା, ନିରଞ୍ଜନଙ୍କ ଘରେ ପଶି କଳାକନା ବୁଲାଇଦେଲା


ପୋଲିସକୁ ତାର ଡେମୋ ଦେଖାଉଛି ଅଭିଯୁକ୍ତ । ନିରଞ୍ଜନ ପଟ୍ଟନାୟକଙ୍କ ଘର ସମେତ ୨୦୨୩ ମସିହାରେ ଜଣେ ଠିକାଦାର ସଂସ୍ଥାର ମାଲିକଙ୍କ ଘରୁ ଟଙ୍କା ଲୁଟ୍‌ କରିଥିଲା ସତୀଶ । କାନ୍ଥ ଡେଇଁ ଘରେ ପଶୁଥିଲା । ଟଙ୍କା ଲୁଟି ଚମ୍ପଟ ମାରୁଥିଲା । ଆଉ ଲୁଟ ଟଙ୍କାରେ ମଉଜ କରୁଥିଲା। କୁକୁରର ସ୍ପା ଓ ଷ୍ଟିମ ବାଥ ପାଇଁ ଖର୍ଚ୍ଚ କରୁଥିଲା ପୁଳା ପୁଳା ଟଙ୍କା ।

18/01/2025

ସ୍ତ୍ରୀ ଗାଳି ସହି ନପାରି ନଡ଼ିଆ ଗଛରେ ଚଢି ଆତ୍ମହତ୍ୟା କଲା ସ୍ୱାମୀ || ଜାଣନ୍ତୁ କଣ ରହିଛି କାରଣ

18/01/2025

ମିଳିଲାନି ବେଲ୍ || Jharpada jail ରେ ରହିବେ ଠକ ଦମ୍ପତି ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତି

17/01/2025

ଜାଣନ୍ତୁ କାହିଁକି ଭାଙ୍ଗିଲା ବୈକୁଣ୍ଠଧାମ ଆଶ୍ରମ

17/01/2025

ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଗିଲେ ସୁର ଭାଇ || ଜାଣନ୍ତୁ କାହିଁକି

17/01/2025

Rose Valley ଜମାକାରି ପାଇବେ ଟଙ୍କା

16/01/2025

ଆସନ୍ତାକାଲି khandagiri ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବ BDA || ଜାଣନ୍ତୁ କାହିଁକି

Address

Bhubaneswar
752101

Website

Alerts

Be the first to know and let us send you an email when Rok Thok Khabar posts news and promotions. Your email address will not be used for any other purpose, and you can unsubscribe at any time.

Share