Khabardar Live

Khabardar Live Khabardar Live Brings You Latest News On Odisha, Politics, Sports, Business, Trending faster than anyone else
(1)

26/08/2026

କୌଣସି ସେମିତି ଅସୁବିଧା ହିଁ ନାହିଁ ଯାହା ବିରୋଧୀ ବିଧାନସଭାରେ ଉପସ୍ଥାପନ କରିବେ, ଖାଲିରେ ଚିଲାଉଛନ୍ତି ।

26/08/2026

ସେପ୍ଟେମ୍ବର ୨୨ ରୁ ମୌସୁମୀ ଅଧିବେଶନ, ଖଣି କୁ ନେଇ ବିରୋଧୀ କେତେ ଭାଗ ନେବେ ଦେଖିବା ।

25/08/2026

ସାଙ୍ଗେ ସାଙ୍ଗେ ୨ ବର୍ଷରେ ବିଜେପି ର ଯୋଜନା ଆପଣ ଦେଖିବାକୁ ପାଇବେନି, ଲମ୍ବା ସମୟ ଦରକାର ।

25/08/2026

ବିଜୁପଟ୍ଟନାୟକ ଏୟାରପୋର୍ଟ ପ୍ରତିବର୍ଷ ୨୦୦ କୋଟି ଲାଭ ଦିଏ ତଥାପି ତାକୁ କମ୍ପାନୀ ହାତକୁ ଟେକିଦେଲେ।

25/08/2026

ଖଣି ପାଇଁ ଆଲୋଚନାକୁ ଆସିଲେନି କି ଅଧିବେଶନ ଡ଼ାକିଲେନି, କାହାକୁ ଚଡ଼ିବୁନି, ଆନ୍ଦୋଳନ କରିବୁ ।

25/08/2026

ଲୋକଙ୍କ ସ୍ବାର୍ଥ କୁ କଂଗ୍ରେସ ଫେରେଇ ଆଣିବ ଟାଣିକି, କାହାକୁ ଛାଡିବନି ।

25/08/2026

ଖାଲି ଖଣି ନୁହେଁ ଏଥର ଓଡ଼ିଶା ଲୋକଙ୍କ ଜମୀ ବି ଆଉ ତାଙ୍କର ହୋଇ ରହିବନି ।

25/08/2026

ବିଜେପି ୫ ବର୍ଷ ପାଇଁ ଆସି ୫୦ ବର୍ଷ ପାଇଁ ଆମ ଏୟାରପୋର୍ଟ ବିକିଦେଲା । ଆନ୍ଦୋଳନ ନୁହେଁ ବିଦ୍ରୋହ ହେବ ଏଥର ।

25/08/2026

ମିଛ କହିଛନ୍ତି ବିଜେଡି ଓ କଂଗ୍ରେସ, ରାଜ୍ୟର କିଛି ହାନି ହେବନି ।

Address

Bhubaneswar

Alerts

Be the first to know and let us send you an email when Khabardar Live posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share