Mo Odia News

Mo Odia News Mo Odia News Is One Of The Best Daily Update News Site In Odisha. Follow Mo Odia News For Daily new Odia News

12/03/2025

ଜୟ ହୋଟେଲ ରେ ଗୋମାଂସ ଖାଇଥିଲୁ ନଣ୍ଡା ହୋଇ ଗୋବର ପାଣି ପିଇ ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ରେ ସ୍ନାନ କରି ପ୍ରାୟଶ୍ଚିତ କଲୁ

Jaya ହୋଟେଲ୍ ରେ ଗୋମାଂସ ଅଜାଣତ ରେ ଖାଇବା ଜାଣି ଶ୍ରୀମନ୍ଦୀର ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ଠାରୁ ପ୍ରାୟଶ୍ଚିତ ହେବା ନିମନ୍ତେ ବିଧି ଗ୍ରହଣ କରି ପୁରୀ ମାଳତିପାଟପୁର ର ଦୁଇ ଯୁବକ କୈଳାଶ ଚନ୍ଦ୍ର ପରିଡ଼ା ଓ ଯୋଗେନ୍ଦ୍ର ମଲ୍ଲିକ ନଣ୍ଡା ହୋଇ ଗୋବର ପାଣି ପିଇ ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ରେ ସ୍ନାନ କରି ଶ୍ରୀମନ୍ଦୀର ଜାଇ ମହାପ୍ରଭୂ ଶ୍ରୀ ଜଗନ୍ନାଥ, ଶ୍ରୀଲୋକନାଥଙ୍କ ଦର୍ଶନ କରି ମୁକ୍ତି ମଣ୍ଡପ ରେ କ୍ଷମା ପର୍ଥନା କରି ପ୍ରାୟଶ୍ଚିତ କଲେ।

Anubhav Jagruti
11/03/2025

Anubhav Jagruti

10/03/2025
ଉତ୍ତମ ମହାନ୍ତିଙ୍କ ଏକାଦଶରେ ଯୋଗ ଦେଲେ ନବୀନ ପଟ୍ଟନାୟକ
10/03/2025

ଉତ୍ତମ ମହାନ୍ତିଙ୍କ ଏକାଦଶରେ ଯୋଗ ଦେଲେ ନବୀନ ପଟ୍ଟନାୟକ

ଉତ୍ତମ ମହାନ୍ତି ଙ୍କ ଏକାଦଶ ରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
10/03/2025

ଉତ୍ତମ ମହାନ୍ତି ଙ୍କ ଏକାଦଶ ରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

10/03/2025

08/03/2025

16/12/2024

ଯିଏ ଯେତେ ଦେଖେଇଲା ସିଏ ସେତେ ରୋଜଗାର କରୁଛନ୍ତି,କାହିଁକି ସୁଟିଂ କରୁଛ ଯେ Viral ହେଉଛ

16/12/2024

ଜୟନାରାୟଣ ମିଶ୍ର ଙ୍କ ମୁଣ୍ଡ କାମ କରୁନି ବୋଧେ,ନିଜେ ସେ କେଉଁ ଦଳ ରେ ଅଛନ୍ତି କୁହନ୍ତି

16/12/2024

ସରକାରୀ ଚାକିରୀ କରିବାର ବୟସ ୪୩ ବର୍ଷକୁ ବୃଦ୍ଧି କରାଯାଉ,ସବୁ ରାଜ୍ୟରେ ଲାଗୁ ହେଇଚି ଓଡ଼ିଶାର ଲାଗୁ ହେଉ

14/12/2024

ମୁଁ ଗୁଲୁଆ ଭାଇ ର ଜନ୍ମକଲା ମା ନୁହଁ,TULU ଙ୍କ ଦମଦାର କମେଡି

Address


Website

Alerts

Be the first to know and let us send you an email when Mo Odia News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mo Odia News:

Shortcuts

  • Address
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share