14/09/2026
୧. ଆଗକୁ ବିଜେପି ନା କଂଗ୍ରେସ କୁ ଯିବେ ବିଜେଡ଼ି ବିଧାୟକ ବଦ୍ରି ନାରାୟଣ ପାତ୍ର ? 😟
୨. ବିଜେଡ଼ି ର ବଡ ବଡ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁ ନାହାନ୍ତି ବଦ୍ରି ସେଥିପାଇଁ ଏ ଚର୍ଚ୍ଚା ରାଜନୈତିକ ମହଲରେ ହେଉଛି ! 🥺
୩. ବିଜେଡ଼ି ରେ ଅସନ୍ତୁଷ୍ଟ ଅଛନ୍ତି କି ବଦ୍ରି ? 😀
୪. ଯଦି ଅସନ୍ତୁଷ୍ଟ ଅଛନ୍ତି ତେବେ ସେ ବିଜେଡ଼ି ଛାଡ଼ିବେ କି ? 🙂
୫. ଏନେଇ ଆପଣଙ୍କ ମତାମତ କଣ ? 😟