Odisha truth

Odisha truth Odisha Truth is your one-stop destination for Breaking News and Latest Odisha News Headlines from India and World.

Get the Latest News on Sports, Business, Entertainment.

18/09/2026

ହଠାତ କାହିଁକି ରାଗିଲେ ଧ୍ରୁବ ସାହୁ ?

16/09/2026

Phone Peରେ ଟଙ୍କା ପଠେଇଲେ ଲାଗିବ ଏକ୍ସଟ୍ରା ଚାର୍ଜ !

ସଂସଦରେ ‘ଟ୍ୟାକ୍ସେସନ୍ ଆଣ୍ଡ ଅଦର ଲ’ଜ୍ (ଅମେଣ୍ଡମେଣ୍ଟ) ଏକ୍ଟ, ୨୦୨୬’ ପାରିତ ହେବା ପରେ UPI ପେମେଣ୍ଟ ଉପରେ ଶୁଳ୍କ ଲାଗିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଅର୍ଥ ମନ୍ତ୍ରଣାଳୟ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି। ₹୨,୦୦୦ ପର୍ଯ୍ୟନ୍ତ UPI ଏବଂ RuPay ଡେବିଟ୍ କାର୍ଡ ପେମେଣ୍ଟ ସମ୍ପୂର୍ଣ୍ଣ ମାଗଣା ରହିବ। ₹୨,୦୦୦ରୁ ଅଧିକ ପେମେଣ୍ଟ ଉପରେ ଯଦି ଭବିଷ୍ୟତରେ କୌଣସି ଶୁଳ୍କ (MDR) ଲାଗେ, ତେବେ ତାହା କେବଳ ସରକାର ନିର୍ଦ୍ଧାରଣ କରିବେ; ବ୍ୟାଙ୍କଗୁଡ଼ିକ ନିଜ ମନଇଚ୍ଛା ଚାର୍ଜ ଆଦାୟ କରିପାରିବେ ନାହିଁ।

12/09/2026

ଲୋକଙ୍କ ଟଙ୍କାରେ ମାସେ ପାଳିବୁ ମୋଦିଙ୍କ ଜନ୍ମଦିନ

11/09/2026

ଭୁବନେଶ୍ୱର ୟୁନିଟ୍-୧ ହାଟରେ ବୁଲିଲା ବୁଲ୍‌ଡୋଜର୍ |

ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୧ ହାଟ ନିକଟରେ ବିଏମ୍‌ସି (BMC) ପକ୍ଷରୁ କଡ଼ା ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ। ପୂର୍ବରୁ ଥଇଥାନ ହୋଇଥିବା ସତ୍ତ୍ୱେ ବେଆଇନ ଭାବେ ସରକାରୀ ଜାଗା ମାଡ଼ି ବସିଥିବା ଦୋକାନଗୁଡ଼ିକୁ ବୁଲ୍‌ଡୋଜର୍ ଲଗାଇ ଭାଙ୍ଗି ଦିଆଯାଇଛି। ବାରମ୍ବାର ନୋଟିସ୍ ପରେ ମଧ୍ୟ ଜାଗା ଖାଲି ନକରିବାରୁ ଆଜି ସକାଳୁ ବିଏମ୍‌ସିର ବିଶେଷ ଟିମ୍‌ ପହଞ୍ଚି ଏହି ଜବରଦଖଲ ହଟାଇଛି।

08/09/2026

RCCFଙ୍କ ବଡ ବୟାନ...
ବାଲେଶ୍ୱରକୁ କେଉଁଠୁ ଆସିଲେ 'ଓରାଙ୍ଗଓଟାନ' ?

08/09/2026

ଦେବାକୁ ବି ବିଜପିର କ୍ଷମତା ନାହିଁ'

08/09/2026

ଇଣ୍ଡୋନେସିଆର ଏହି ଦୁର୍ଲଭ ପ୍ରାଣୀ ଓଡିଶାରେ କେମିତି ?

05/09/2026

ବିଜେପି ସରକାରର ପୋଲ୍ ଖୋଲିଦେଲେ ଯୋଗାଣ ମନ୍ତ୍ରୀ!
ରାଜ୍ୟରେ ଚାଷୀଙ୍କ ଧାନ ଓ ବଳକା ଚାଉଳ ଉଠାଣକୁ ନେଇ ସୃଷ୍ଟି ହୋଇଛି ଗମ୍ଭୀର ସଙ୍କଟ। ରାଜ୍ୟ ଯୋଗାଣ ନିଗମର ପ୍ରତିଷ୍ଠା ଦିବସ ଅବସରରେ ଭରା ସଭାରେ ନିଜର ଅସହାୟତା ବଖାଣିଛନ୍ତି ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। FCI (ଭାରତୀୟ ଖାଦ୍ୟ ନିଗମ) ଓଡ଼ିଶାରୁ ଚାଉଳ ଉଠାଉ ନଥିବା ବେଳେ ଅନ୍ୟ ରାଜ୍ୟ ପ୍ରତି ଅଧିକ ଆନ୍ତରିକତା ଦେଖାଉଥିବା ନେଇ ସେ ସିଧାସଳଖ ଅଭିଯୋଗ ଆଣିଛନ୍ତି।

04/09/2026

ଡବଲ ଇଞ୍ଜିନ୍‌ରେ ମନ୍ତ୍ରୀ ଅସହାୟ! | Krushna Patra vs FCI Rice Issue
କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳର ଶାସନ, ତଥାପି FCI ଆଗରେ ଗୋଦାମରେ ପଚୁଛି ଚାଉଳ! ରାଜ୍ୟ ଯୋଗାଣ ନିଗମର ପ୍ରତିଷ୍ଠା ଦିବସ ମଞ୍ଚରୁ ନିଜର କ୍ଷୋଭ ଓ ଅସହାୟତା ପ୍ରକାଶ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

04/09/2026

କହୁ କହୁ କହିଲେ ମନ୍ତ୍ରୀ

Address

Bhubaneswar, Khordha
Bhubaneswar
752055

Website

Alerts

Be the first to know and let us send you an email when Odisha truth posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share