Unmesha

Unmesha Contact information, map and directions, contact form, opening hours, services, ratings, photos, videos and announcements from Unmesha, Publisher, Bhubaneswar.

ନମସ୍କାର ବନ୍ଧୁଗଣ ।
"ଉନ୍ମେଷ" ହେଉଛି ଓଡ଼ିଆଙ୍କ ଓଡ଼ିଆତ୍ୱକୁ ପ୍ରକାଶିବାର ଛୋଟ ଏକ ପ୍ରୟାସ। ଏଥିରେ ଆପଣ ଓଡ଼ିଶାର ଭାଷା, କଳା, ସଂସ୍କୃତିର ନିଛକ୍ ଚିତ୍ର ଥିବା ଅନେକ କଥା ଦେଖିବାକୁ ପାଇବେ। ଏ ସବୁର ପୂନଃଉନ୍ମେଷ ଆପଣମାନଙ୍କ ଆଗ୍ରହରେ ରହିଛି।
ତେଣୁ ଆଗ୍ରହର ସହ 'ଆସନ୍ତୁ ଓଡ଼ିଆ ହେବା...!'

ଓଡ଼ିଶା ସହ ସବୁ ଓଡ଼ିଆଙ୍କୁ ଅଭିନନ୍ଦନ..... #ଓଡ଼ିଆ  #ଓଡି଼ଶା #ଉତ୍କଳ_ଦିବସ  #ବନ୍ଦେ_ଉତ୍କଳ_ଜନନୀ
01/04/2026

ଓଡ଼ିଶା ସହ ସବୁ ଓଡ଼ିଆଙ୍କୁ ଅଭିନନ୍ଦନ.....

#ଓଡ଼ିଆ
#ଓଡି଼ଶା
#ଉତ୍କଳ_ଦିବସ
#ବନ୍ଦେ_ଉତ୍କଳ_ଜନନୀ

23/07/2025

ଆପଣଙ୍କ ଆଗ୍ରହ ଆମ ପାଇଁ ଆଶୀର୍ବୀଦ। ଖୁବ୍ ସୁନ୍ଦର ବାର୍ତ୍ତା ପାଇଁ ଆମ ତରଫରୁ ଆପଣଙ୍କୁ ଅଶେଷ ଧନ୍ଯବାଦ 🙏।

଼ିଆ_ହେବା
#ଉନ୍ମେଷ

03/07/2025

ଆପଣଙ୍କ ଆଗ୍ରହ ଆମ ପାଇଁ ଆଶୀର୍ବୀଦ। ଖୁବ୍ ସୁନ୍ଦର ବାର୍ତ୍ତା ପାଇଁ ଆମ ତରଫରୁ ଆପଣଙ୍କୁ ଧନ୍ଯବାଦ 🙏।

଼ିଆ_ହେବା
#ଉନ୍ମେଷ

30/06/2025

ସୁନ୍ଦର ବାର୍ତ୍ତା ପାଇଁ ଆମ ତରଫରୁ ଅଶେଷ ଧନ୍ଯବାଦ ।🙏

଼ିଆ_ହେବା
#ଉନ୍ମେଷ

'ଆମ ମହାପୁରୁଷ' ଯେଉଁମାନଙ୍କ ଜୀବନୀ ଆମକୁ ପ୍ରେରଣା ଦିଏ। ଏହା ସହ ଶୁଦ୍ଧ ଓଡ଼ିଆ ଲେଖିବାର ପ୍ରଣାଳୀ, ଢଗଢ଼ମାଳି ଓ ପ୍ରହେଳି ଇତ୍ଯାଦି ଅନେକ ଜାଣ...
03/06/2025

'ଆମ ମହାପୁରୁଷ' ଯେଉଁମାନଙ୍କ ଜୀବନୀ ଆମକୁ ପ୍ରେରଣା ଦିଏ। ଏହା ସହ ଶୁଦ୍ଧ ଓଡ଼ିଆ ଲେଖିବାର ପ୍ରଣାଳୀ, ଢଗଢ଼ମାଳି ଓ ପ୍ରହେଳି ଇତ୍ଯାଦି ଅନେକ ଜାଣିବା କଥା ରହିଛି ଉନ୍ମେଷ ମଲାଟରେ । ଆମ ଭାଷା କେତେ ସହଜ ଆଉ କେତେ ମିଠା ଉନ୍ମେଷ ଦ୍ୱାରା ପିଲାଙ୍କୁ ବୁଝାନ୍ତୁ ।

"A4 ଗାର/ସାଧା ଖାତା ଉଭୟ ଉପଲବ୍ଧ"
ଯୋଗାଯୋଗ କରନ୍ତୁ- ୯୬୯୨୮୦୪୪୧୨
଼ିଆ_ହେବା
#ଉନ୍ମେଷ

ଉନ୍ମେଷ ମଲାଟରେ ରହିଛି ଧାଡ଼ିଏ ଓଡ଼ିଆ ସଳଖି ଲେଖିବାର ସରଳ ସୂତ୍ର । ଆମ ଭାଷା କେତେ ସହଜ ଆଉ କେତେ ମିଠା ଉନ୍ମେଷ ଦ୍ୱାରା ପିଲାଙ୍କୁ ବୁଝାନ୍ତୁ ...
01/06/2025

ଉନ୍ମେଷ ମଲାଟରେ ରହିଛି ଧାଡ଼ିଏ ଓଡ଼ିଆ ସଳଖି ଲେଖିବାର ସରଳ ସୂତ୍ର । ଆମ ଭାଷା କେତେ ସହଜ ଆଉ କେତେ ମିଠା ଉନ୍ମେଷ ଦ୍ୱାରା ପିଲାଙ୍କୁ ବୁଝାନ୍ତୁ ।

"A4 ଗାର/ସାଧା ଖାତା ଉଭୟ ଉପଲବ୍ଧ"
ଯୋଗାଯୋଗ କରନ୍ତୁ- ୯୬୯୨୮୦୪୪୧୨
଼ିଆ_ହେବା
#ଉନ୍ମେଷ

Address

Bhubaneswar
751030

Website

Alerts

Be the first to know and let us send you an email when Unmesha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category