24/06/2026
ସ୍ୱର୍ଗ ଯାତ୍ରାର ପଥରେ ଦ୍ରୌପଦୀ ଅଧା ରାସ୍ତା ରେ ପଡ଼ିଗଲେ। ପାଞ୍ଚ ଜଣ ସ୍ୱାମୀ ଆଗକୁ ଚାଲିଗଲେ। କେହି ପଛକୁ ଫେରି ଚାହିଁଲେ ନାହିଁ। ସେହି ଶେଷ ମୁହୂର୍ତ୍ତରେ ତାଙ୍କୁ ମନେ ପଡ଼ିଲେ ଜଣେ ମାତ୍ର ବ୍ୟକ୍ତି,ତାଙ୍କ ସଖା, କୃଷ୍ଣ ।
ଏବଂ ସେଠାରୁ ଆରମ୍ଭ ହୁଏ ଯାଜ୍ଞସେନୀ।
ଏହା କେବଳ ମହାଭାରତର କାହାଣୀ ନୁହେଁ। ଏହା ଦ୍ରୌପଦୀଙ୍କ ହୃଦୟରୁ କୃଷ୍ଣଙ୍କ ପାଇଁ ଲେଖା ଏକ ଦୀର୍ଘ ଚିଠି। ଏହା ନାରୀର ଅଭିମାନ, ଯନ୍ତ୍ରଣା, ପ୍ରେମ, ପ୍ରଶ୍ନ ଓ ନୀରବତାର କାହାଣୀ।
A letter from sakhi to sakha 🌸
— ପ୍ରତିଭା ରାୟଙ୍କ ଯାଜ୍ଞସେନୀ 📖✨