Star Odisha Live

Star Odisha Live Star Odisha Live Entertainment Media/News✨ Entertainment Media & News...

୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର !
05/09/2026

୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର !

star odisha Live, starodishalive, news, entertainment, local updates, odisha news, breaking news, viral news, politics, viral videos,

🐶 ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏକ ଆଶ୍ଚର୍ଯ୍ୟଜନକ ଖବର ଜାପାନ ର ଜଣେ ୨୬ ବର୍ଷୀୟ କୋଟିପତି ନିଜକୁ କୁକୁର ଭଳି ଦେଖାଇବା ପାଇଁ ୨୨୦ କୋଟି ଟ...
09/08/2026

🐶 ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏକ ଆଶ୍ଚର୍ଯ୍ୟଜନକ ଖବର

ଜାପାନ ର ଜଣେ ୨୬ ବର୍ଷୀୟ କୋଟିପତି ନିଜକୁ କୁକୁର ଭଳି ଦେଖାଇବା ପାଇଁ ୨୨୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦାବି କରାଯାଉଛି।

ତେବେ ଏହି ଦାବିର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିଛି ରିପୋର୍ଟ ଅନୁସାରେ, ଏହା ଏକ ବିଶେଷ କୁକୁର ପୋଷାକ ମଧ୍ୟ ହୋଇପାରେ।

ଆପଣଙ୍କୁ କ’ଣ ଲାଗୁଛି— ଏହା ସତ ନା କେବଳ ଭାଇରାଲ୍ ହେବା ପାଇଁ?
କମେଣ୍ଟରେ ନିଜର ମତାମତ ଦିଅନ୍ତୁ।

ଶୁଭ ସକାଳ ସାଙ୍ଗ ମାନେ 🙏💐ଶୋଇଲା ବେଳେ ଆମେ କିଭଳି ଭାବେ ଶୋଇବା ଏହାକୁ ନେଇ ସଚେତନ ମଧ୍ୟ ହେବ। 😜ରାଧେ ରାଧେ 🙏👍
07/08/2026

ଶୁଭ ସକାଳ ସାଙ୍ଗ ମାନେ 🙏💐

ଶୋଇଲା ବେଳେ ଆମେ କିଭଳି ଭାବେ ଶୋଇବା ଏହାକୁ ନେଇ ସଚେତନ ମଧ୍ୟ ହେବ। 😜
ରାଧେ ରାଧେ 🙏👍





 #ବଦଳିଲେ_ବେଗୁନିଆପଡ଼ା_AEଗଞ୍ଜାମ ବେଗୁନିଆପଡ଼ା ବ୍ଲକର AE ପ୍ରଦୀପ ସାହୁଙ୍କ ବୁଗୁଡ଼ା ବ୍ଲକ୍ କୁ ବଦଳି। ଦୀର୍ଘ ବର୍ଷ ଧରି ରାଜନେତାଙ୍କ ସୁରକ୍...
07/08/2026

#ବଦଳିଲେ_ବେଗୁନିଆପଡ଼ା_AE
ଗଞ୍ଜାମ ବେଗୁନିଆପଡ଼ା ବ୍ଲକର AE ପ୍ରଦୀପ ସାହୁଙ୍କ ବୁଗୁଡ଼ା ବ୍ଲକ୍ କୁ ବଦଳି। ଦୀର୍ଘ ବର୍ଷ ଧରି ରାଜନେତାଙ୍କ ସୁରକ୍ଷାରେ ଦୁର୍ନୀତି କରିଥିବା ଅଭିଯୋଗ ରହିଛି।

03/08/2026

#ଲୋକଙ୍କ_ସରକାରରେ_ଲୋକଙ୍କ_ଅଭିଯୋଗ_ପତ୍ର_ରଖିଲେନି_ବେଗୁନିଆପଡା__ଡ଼ିଓ
କାହା ଚାପରେ ଚେପା ବିଡ଼ିଓ ମହାଶୟ, ସାଧାରଣ ଜନତାଙ୍କ ଟିକସରେ ଦରମା ପାଉଥିବା ବାବୁ କାହିଁକି ସାଧାରଣ ଜନତାଙ୍କୁ ଅଣଦେଖା କରୁଛନ୍ତି ? ମନରେଗା ଯୋଜନାରେ ହରିଲୁଟ ହୋଇଥିବା ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁ ପଂଚାୟତର ନୂଆଗଡ଼ ଗ୍ରାମବାସୀ ମାନେ ଅଭିଯୋଗ ନେଇ ଆସିଥିଲେ ବ୍ଲକକୁ। କିନ୍ତୁ ବିଡ଼ିଓ ସୁନୀଲ କୁମାର ସାମନ୍ତ ମହାଶୟ ଏହା ଜାଣିକି ସଙ୍ଗେ ସଙ୍ଗେ ଅନ୍ୟ କାର୍ଯ୍ୟ ଅଛି କହି ଚାଲିଯାଇଥିଲେ।

 #ଇସ୍ତଫା_ଦେଲେ_ଧର୍ମେନ୍ଦ୍ର_ପ୍ରଧାନକେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ଦେଶବ୍ୟାପି ଛାତ୍ର ଆନ୍ଦୋଳନ ପରେ ଦେ...
25/07/2026

#ଇସ୍ତଫା_ଦେଲେ_ଧର୍ମେନ୍ଦ୍ର_ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ଦେଶବ୍ୟାପି ଛାତ୍ର ଆନ୍ଦୋଳନ ପରେ ଦେଲେ ଇସ୍ତଫା। ଏକ୍ସରେ ପୋଷ୍ଟ କରି ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ।

16/07/2026

#ଆସୁଛନ୍ତି_ବ୍ରହ୍ମାଣ୍ଡ_ଠାକୁର
#ମଉଡ଼ମଣିଙ୍କୁ_ଦେଖିବାକୁ_ଭକ୍ତ_ବ୍ୟାକୁଳ
ହଲି ଦୋହଲି ଆସୁଛନ୍ତି କାଳିଆ ସାଆନ୍ତ। ମହାବାହୁଙ୍କ ଦର୍ଶନ ପାଇ ଉଚ୍ଛନ୍ନ ହୋଇଉଠିଲାଣି ସାରା ବ୍ରହ୍ମାଣ୍ଡ। କାଳିଆକୁ ଦେଖି ଭକ୍ତଙ୍କ ଆଖି ଛଳଛଳ

🗳️ ଚିଠା ଭୋଟର ତାଲିକା ପ୍ରକାଶ ପାଇସାରିଛିଆଜିହିଁ ନିଜ ନାମ ଚିଠା ଭୋଟର ତାଲିକାରେ ଯାଞ୍ଚ କରନ୍ତୁ। ଯଦି ନାମ ନାହିଁ କିମ୍ବା କୌଣସି ସଂଶୋଧନ ଆବ...
06/07/2026

🗳️ ଚିଠା ଭୋଟର ତାଲିକା ପ୍ରକାଶ ପାଇସାରିଛି

ଆଜିହିଁ ନିଜ ନାମ ଚିଠା ଭୋଟର ତାଲିକାରେ ଯାଞ୍ଚ କରନ୍ତୁ। ଯଦି ନାମ ନାହିଁ କିମ୍ବା କୌଣସି ସଂଶୋଧନ ଆବଶ୍ୟକ, ତେବେ ୦୫.୦୭.୨୦୨୬ ରୁ ୦୪.୦୮.୨୦୨୬ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରନ୍ତୁ।

🌐 voters.eci.gov.in
📞 ଟୋଲ୍-ଫ୍ରି: 1950

ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର। ନାମ ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ।

ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା..୨୦୧୩ ବ୍ୟାଚ୍ ର IPS ଜଗମୋହନ ମୀନାଙ୍କ ଇସ୍ତଫା..ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା.....
06/07/2026

ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା..
୨୦୧୩ ବ୍ୟାଚ୍ ର IPS ଜଗମୋହନ ମୀନାଙ୍କ ଇସ୍ତଫା..
ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା..

Address

Bhubaneswar

Alerts

Be the first to know and let us send you an email when Star Odisha Live posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share