utkal pages

utkal pages Contact information, map and directions, contact form, opening hours, services, ratings, photos, videos and announcements from utkal pages, Digital creator, Bhubaneswar.

27/02/2026

True lines

ଆଜି ମୁ ମୋ ବୋଉ ଲୁଗା ପିନ୍ଧିଚି । ମୋତେ ଆଜି ଅଲଗା ଅଲଗା ଫିଲ୍ଲି ହଉଚି ଖୁସି ଲାଗୁଚି କାନ୍ଦ ବି ଲାଗୁଚି।ଶାଶୁଘରେ ଯେତେ ଥାଉନା କାହିଁକି ବାପା...
15/02/2026

ଆଜି ମୁ ମୋ ବୋଉ ଲୁଗା ପିନ୍ଧିଚି । ମୋତେ ଆଜି ଅଲଗା ଅଲଗା ଫିଲ୍ଲି ହଉଚି ଖୁସି ଲାଗୁଚି କାନ୍ଦ ବି ଲାଗୁଚି।
ଶାଶୁଘରେ ଯେତେ ଥାଉନା କାହିଁକି ବାପା ଘର ଜିନିଷ ରେ କିଛି ଅଲଗା ମଜା ଅଛି😭❣️🫶

ବହୁତ ଦିନରୁ ଇଚ୍ଛା ଥିଲା ମା ଙ୍କୁ ଦେଖିବାକୁ। ଆଜି ପୂରଣ ହେଲା। ତାହା ପୁଣି ବାପ ଆଉ ମା ଙ୍କ ସାଙ୍ଗରେ ଆଉ କଣ ଦରକାର ❤️ଘଟ ଗାଁ ରାଣୀ ମା ତାରି...
04/02/2026

ବହୁତ ଦିନରୁ ଇଚ୍ଛା ଥିଲା ମା ଙ୍କୁ ଦେଖିବାକୁ। ଆଜି ପୂରଣ ହେଲା। ତାହା ପୁଣି ବାପ ଆଉ ମା ଙ୍କ ସାଙ୍ଗରେ ଆଉ କଣ ଦରକାର ❤️ଘଟ ଗାଁ ରାଣୀ ମା ତାରିଣୀ 🙏🙏

21/01/2026
21/01/2026

ବୁଧବାର ସ୍ପେଶିଆଲ୍ ଦେଶୀ ମାଛ। 😋😋😋🤤🤤

ଜୀବନ ସାଥୀ ଏମିତ୍ ହେବା ଦରକାର ଯିଏ କି ମନର ଭାଷା ବୁଝି ପାରୁଥିବା  happy new year my happyness   Love you 💗❤️ 7 Janam ra sathi tu...
01/01/2026

ଜୀବନ ସାଥୀ ଏମିତ୍ ହେବା ଦରକାର ଯିଏ କି ମନର ଭାଷା ବୁଝି ପାରୁଥିବା happy new year my happyness
Love you 💗❤️ 7 Janam ra sathi tuma Mora..... I pray god

ବନ୍ଧୁତା ଏମିତି ଗୋଟେ ସମ୍ପର୍କ ଯାହାକି ନିଜେ ବନେଇବା କୁ ପଡେ Miss you
23/12/2025

ବନ୍ଧୁତା ଏମିତି ଗୋଟେ ସମ୍ପର୍କ ଯାହାକି ନିଜେ ବନେଇବା କୁ ପଡେ Miss you

16/12/2025

ଦୁଃଖ ଆଉ ସୁଖ ରେ ଯିଏ ହାତରେ ହାତ ମିଶାଇ ସାଙ୍ଗରେ
ଚାଲିଥାଏ ସେ ହିଁ ପ୍ରକୃତ ଜୀବନ ସାଥୀ love you

Address

Bhubaneswar

Website

Alerts

Be the first to know and let us send you an email when utkal pages posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share