Mo Pasand

Mo Pasand vlogging and recipe videos

20/08/2026

#ଚିତଉ ସହିତ ତରଣ

18/08/2026

14/08/2026

#ନୁଆ ସକାଳ ନୁଆ ଆସା

ଏ ହେଉଛି ପରିବର୍ତ୍ତନଶୀଳ ଦୁନିଆ। ଏ ସବୁକୁ ପରିବର୍ତ୍ତନ କରିଥାଏ ସମୟ। କେତେବେଳେ ଧନୀ ଗରିବ ହୋଇଥାଏ ତ ପୁଣି ଗରିବ ଧନୀ।କେତେବେଳ ନିତି ଚିହ୍ନା...
13/08/2026

ଏ ହେଉଛି ପରିବର୍ତ୍ତନଶୀଳ ଦୁନିଆ।
ଏ ସବୁକୁ ପରିବର୍ତ୍ତନ କରିଥାଏ ସମୟ। କେତେବେଳେ ଧନୀ ଗରିବ ହୋଇଥାଏ ତ ପୁଣି ଗରିବ ଧନୀ।କେତେବେଳ ନିତି ଚିହ୍ନା ମୁଁହ ଅଚିହ୍ନା ଲାଗେ ତ ଅଚିହ୍ନା ଅତି ଆପଣାର । କେତେବେଳ କଣ ଯେ ସମୟ ସହିତ ଘଟିଚାଲେ ସେସବୁ ସେହି ବିଶ୍ବନିଅନ୍ତାଙ୍କୁ ଜଣା ।କିନ୍ତୁ ମଣିଷ ତାର କର୍ତବ୍ଯ କରିଚାଲିଥାଏ ସବୁ ଜିନିଷ କୁ ସଠିକ ଉପଯୋଗ କରିବାକୁ ଯାଇ ସେ ନିଜର ଅସ୍ତିତ୍ବ ଭୁଲିଯାଏ। ନା ସେତେବେଳେ ତାକୁ କିଏ ବୁଝିପାରେ ନା .....ସେସରେ ସେ ଭଗବାନ ଙ୍କ ସରଣାଗତ ହୋଇଥାଏ। ଆଉ ସେଠି ସେ ଆତ୍ମାର ବିଳାପ କରିଥାଏ ସେଥରୁ ଯାହା ନିଷ୍କର୍ଷ ବାହାରେ ........ ମଣିଷ ନୀରବୀଯାଏ ......

Todays breakfast idli with Tamat chatni Healthy and delicious food
03/08/2026

Todays breakfast idli with Tamat chatni
Healthy and delicious food

ଜୀବନ ଓ ସଂଘର୍ଷ ଏ ଧରା ପୃଷ୍ଠରେ ପ୍ରାଣୀ ଜଗତଠୁ ଆରମ୍ଭ କରି ଉଦ୍ଭିଦ ଜଗତ ଯାଂଏ ସମସ୍ତେ ପ୍ରତିଟି ମୁହୁର୍ତ୍ତ ରେ ସଂଘର୍ଷ କରନ୍ତି।ବଞ୍ଚିବା ପାଂ...
01/08/2026

ଜୀବନ ଓ ସଂଘର୍ଷ
ଏ ଧରା ପୃଷ୍ଠରେ ପ୍ରାଣୀ ଜଗତଠୁ ଆରମ୍ଭ କରି ଉଦ୍ଭିଦ ଜଗତ ଯାଂଏ ସମସ୍ତେ ପ୍ରତିଟି ମୁହୁର୍ତ୍ତ ରେ ସଂଘର୍ଷ କରନ୍ତି।ବଞ୍ଚିବା ପାଂଇ ଏ ସଂଘର୍ଷ। କିନ୍ତୁ ସେଥିମଧ୍ୟରୁ ମଣିଷ ଅନ୍ୟତମ ଏବଂ ମଣିଷ ର ସଂଘର୍ଷ ମଧ୍ୟ ଅନ୍ୟତମ। ସମସ୍ତଙ୍କର ସଂଘର୍ଷ ଭିନ୍ନ ଭିନ୍ନ ହୋଇଥାଏ। କିନ୍ତୁ କିଛି ବ୍ଯକ୍ତ କରିହୁଏ ତ କିଛି କରିହୁଏ ନାହିଁ ଏବଂ ସେସବୁ ଜଣେ ଅନୁଭବି ହି ଜାଣିଛି।ବେଳେ ବେଳେ ସେହି ସଂଘର୍ଷ ଭିତରେ ମଣିଷ ଏତେ ଫସିଯାଏ ଯେ ନିଜର ଅସ୍ତିତ୍ବ ଭୁଲିଯାଏ। ନା ସେସବୁକୁ ବୁଝିବାକୁ କିଏ ଥାଏ ନା ସେ ବୁଝେଇବାକୁ କାହାରିକୁ ଆସା ରଖିଥାଏ କେବଳ ସମୟ ସହିତ ଚାଲିବାର ଥାଏ। ଆଉ ଏହିଦିନ ମଧ୍ୟରେ ସେ ଜୀବନ ଓ ସଂଘର୍ଷ ଭିତରେ ପେଶି ହୋଇ ଜୀବନ ର ମୂଲ୍ଯବୋଧ ଯାଣିପାରେ।

Address

Bhubaneswar

Alerts

Be the first to know and let us send you an email when Mo Pasand posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share