16/07/2026
ଯେପରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ଅଳଙ୍କାର ଭକ୍ତର ମନ ମୋହିନିଏ, ସେହିପରି ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିର ଅଳଙ୍କାରରେ ସଜେଇ ହୋଇଯାଉ।
ପବିତ୍ର ରଥଯାତ୍ରା ଉପଲକ୍ଷେ RS 1 Gram Jewellery and Imitation ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା।
ଜୟ ଜଗନ୍ନାଥ!🙏🏻🙏🏻🙏🏻
ମହାପ୍ରଭୁଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁନା ପରି ଉଜ୍ଜ୍ୱଳ ଏବଂ ଖୁସିରେ ଝଟକୁଥାଉ।
🙏