Manini Bhoi

Manini Bhoi Contact information, map and directions, contact form, opening hours, services, ratings, photos, videos and announcements from Manini Bhoi, Digital creator, Bijepur.

17/09/2024
ପଦମପୁର ବ୍ଲକ୍ ଅନ୍ତର୍ଗତ ତାଲ୍ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଓ କଂସ ଦରବାରରେ ଯୋଗଦାନ
26/03/2024

ପଦମପୁର ବ୍ଲକ୍ ଅନ୍ତର୍ଗତ ତାଲ୍ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଓ କଂସ ଦରବାରରେ ଯୋଗଦାନ

ବିଜେପୁର ବ୍ଲକ୍ ଅନ୍ତଗର୍ତ ପହଣ୍ଡି ଗ୍ରାମରେ ଆୟୋଜିତ ନାମଯଜ୍ଞ ରେ ଯୋଗଦାନ
26/03/2024

ବିଜେପୁର ବ୍ଲକ୍ ଅନ୍ତଗର୍ତ ପହଣ୍ଡି ଗ୍ରାମରେ ଆୟୋଜିତ ନାମଯଜ୍ଞ ରେ ଯୋଗଦାନ

ବରପାଲି ବ୍ଲକ୍ ଗ୍ରିନ୍ଦୋଲା ଗ୍ରାମ ପଞ୍ଚାୟତ ଗାୟତ୍ରୀ ପରିବାର ତରଫରୁ ଅନୁଷ୍ଠିତ ହୋଇଥିବା ପାଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞରେ ଯୋଗଦାନ କଲି ଓ ...
22/03/2024

ବରପାଲି ବ୍ଲକ୍ ଗ୍ରିନ୍ଦୋଲା ଗ୍ରାମ ପଞ୍ଚାୟତ ଗାୟତ୍ରୀ ପରିବାର ତରଫରୁ ଅନୁଷ୍ଠିତ ହୋଇଥିବା ପାଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞରେ ଯୋଗଦାନ କଲି ଓ ସମସ୍ତଙ୍କ ମଙ୍ଗଳ କାମନା କଲି

ଆଜି ବିଜେପୁର ବ୍ଲକ୍ ଖରମୁଣ୍ଡା ଗ୍ରାମର ସରପଞ୍ଚଙ୍କ ସୁପୁତ୍ର ଙ୍କ ଅନ୍ନ ପ୍ରାଶନ୍ନ ଅବସରରେ ନିଷ୍ଠା ପରିବାର ତରଫରୁ ଅନୁଷ୍ଠିତ ରକ୍ତଦାନ ଶିବିରକ...
22/03/2024

ଆଜି ବିଜେପୁର ବ୍ଲକ୍ ଖରମୁଣ୍ଡା ଗ୍ରାମର ସରପଞ୍ଚଙ୍କ ସୁପୁତ୍ର ଙ୍କ ଅନ୍ନ ପ୍ରାଶନ୍ନ ଅବସରରେ ନିଷ୍ଠା ପରିବାର ତରଫରୁ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଉଦଘାଟନ କରିବା ଅବସରରେ

ସୂତାମିଲ ତୋରା ଗ୍ରାମରେ ଆୟୋଜିତ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନମୁଦ ଉତ୍ସବରେ ଯୋଗଦାନ
20/03/2024

ସୂତାମିଲ ତୋରା ଗ୍ରାମରେ ଆୟୋଜିତ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନମୁଦ ଉତ୍ସବରେ ଯୋଗଦାନ

ବରପାଲି ବ୍ଲକ୍ ତେଜଙ୍ଗ ଗ୍ରାମରେ ଆୟୋଜିତ ନାମଯଜ୍ଞ ରେ ଯୋଗଦାନ
20/03/2024

ବରପାଲି ବ୍ଲକ୍ ତେଜଙ୍ଗ ଗ୍ରାମରେ ଆୟୋଜିତ ନାମଯଜ୍ଞ ରେ ଯୋଗଦାନ

ଭଟଲି ମାଉସୀ ମା ମନ୍ଦିର ପ୍ରତିଷ୍ଠାରେ ମୂଖ୍ୟ ଅତିଥି ରୂପେ ଯୋଗଦାନ
17/03/2024

ଭଟଲି ମାଉସୀ ମା ମନ୍ଦିର ପ୍ରତିଷ୍ଠାରେ ମୂଖ୍ୟ ଅତିଥି ରୂପେ ଯୋଗଦାନ

ଭଟଲି ବ୍ଲକ୍ ଠାରେ ଦଧିବାମନ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରିଥିଲି
13/03/2024

ଭଟଲି ବ୍ଲକ୍ ଠାରେ ଦଧିବାମନ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରିଥିଲି

13/03/2024

ଭଟଲି ବ୍ଲକ୍ ଠାରେ ନବନିର୍ମିତ ମାଉସୀ ମା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରିବାର କିଛି ମୁହୂର୍ତ୍ତ

ବରଗଡର ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁ ଆଜି ପରିଦର୍ସନରେ ଯାଇଥିଲି ଓ ସେଠିକାର ଶିକ୍ଷାଦାନ ବିଷୟରେ ଶିକ୍ଷକ ଓ ବୁ...
13/03/2024

ବରଗଡର ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁ ଆଜି ପରିଦର୍ସନରେ ଯାଇଥିଲି ଓ ସେଠିକାର ଶିକ୍ଷାଦାନ ବିଷୟରେ ଶିକ୍ଷକ ଓ ବୁଦ୍ଧିଜୀବୀ ମାନଙ୍କୁ ବୁଝିଥିଲି

ଶିବରାତ୍ରି ଦିନ ବିଜେପୁର ବ୍ଲକର ବିଭିନ୍ନ ଗ୍ରାମର ଶିବ ମନ୍ଦିର ପରିଦର୍ଶନ କରି ଆଗାମୀ ଦିନରେ କିଭଳି ମନ୍ଦିର ମାନଙ୍କର ଉନ୍ନତି ହେବ ସେ ସମ୍ପର୍...
09/03/2024

ଶିବରାତ୍ରି ଦିନ ବିଜେପୁର ବ୍ଲକର ବିଭିନ୍ନ ଗ୍ରାମର ଶିବ ମନ୍ଦିର ପରିଦର୍ଶନ କରି ଆଗାମୀ ଦିନରେ କିଭଳି ମନ୍ଦିର ମାନଙ୍କର ଉନ୍ନତି ହେବ ସେ ସମ୍ପର୍କରେ କମିଟିର ମେମ୍ବର ମାନଙ୍କ ସହ ଆଲୋଚନା କଲି

Address

Bijepur

Website

Alerts

Be the first to know and let us send you an email when Manini Bhoi posts news and promotions. Your email address will not be used for any other purpose, and you can unsubscribe at any time.

Share