CPD News

CPD News Contact information, map and directions, contact form, opening hours, services, ratings, photos, videos and announcements from CPD News, Media/News Company, Chhendipada, Chhendipada.

16/07/2026

ଛେଣ୍ଡିପଦାରୁ ଅନୁଗୋଳ ଯାଇଥିବା ୬୩ ନମ୍ବର ରାଜ୍ୟ ରାଜପଥର କୁଦୁପାଳ ଛକ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି

15/07/2026

ଛେଣ୍ଡିପଦା ଅଞ୍ଚଳରୁ ୩୦ ଗ୍ରାମ ବ୍ରାଉନ ସୁଗାର ଜବତ, ୬ ଲକ୍ଷରୁ ଅଧିକ ଟଙ୍କା ସହ କାର ଜବତ, ୨ ବ୍ୟବସାୟୀ ଗିରଫ

14/07/2026

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଆମ୍ବପାଳ ଗ୍ରାମ ପଞ୍ଚାୟତରେ ପାନୀୟ ଜଳ ଓ ଆବାସ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରି ଗ୍ରାମବାସୀ ବିଡ଼ିଓଙ୍କୁ ଏକ ଦାବିପତ୍ର

12/07/2026

ଅନୁଗୁଳ ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗ୍ରାମରେ ଶନିବାର ରାତିରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଗାଁ ମଝିରେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା

10/07/2026

ଛେଣ୍ଡିପଦା ବନାଞ୍ଚଳରେ ଶିକାର ବିରୋଧୀ ବ୍ୟାରେକ ଉଦଘାଟିତ, ବନ୍ୟଜନ୍ତୁ ସୁରକ୍ଷାକୁ ମିଳିବ ବଳ

10/07/2026

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୩ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି ଛେଣ୍ଡିପଦା ବ୍ଲକ କଂଗ୍ରେସ

08/07/2026

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ସାମ୍ନାକୁ ଆସିଛି ବିବାହ ପ୍ରତିଶ୍ରୁତି ନାଁରେ ଏକ ବଡ଼ ଠକେଇ ଘଟଣା

08/07/2026

ଜରପଡା ମନ୍ଦିର ନିକଟରୁ ୫୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ୪ ଜଣ ଗିରଫ

07/07/2026

ଛେଣ୍ଡିପଦାରେ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳିତ,‘ମା'ଙ୍କ ନାମରେ ଗଛଟିଏ’ ବାର୍ତ୍ତା ସହ ବୃକ୍ଷରୋପଣ

07/07/2026

ଛେଣ୍ଡିପଦାରେ ଦୀର୍ଘ ଦିନ ପରେ କଂଗ୍ରେସର ମିଶ୍ରଣ ପର୍ବ, ଯୋଗଦେଲେ ୫୦ରୁ ଅଧିକ ନୂଆ ସଦସ୍ୟ

Address

Chhendipada
Chhendipada
759124

Telephone

+919938824404

Website

Alerts

Be the first to know and let us send you an email when CPD News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share