DiscoverChikiti

DiscoverChikiti DiscoverChikiti aims to en light every true news, social awareness and stories in our society.

Permanently closed.
ଅତି ଶୀଘ୍ର ଆସୁଅଛି ଯାତ୍ରା ଧଉଳି ଗଣ ନାଟ୍ୟ ଚିକିଟି ପେଣ୍ଠ ଯାତ୍ରା ପଡିଆଆସୁଛନ୍ତି ଆମ ପ୍ରୀୟ "ରୁଦ୍ର ଭାଇ & ସ୍ମରଣିକା ଭାଉଜ "
01/12/2025

ଅତି ଶୀଘ୍ର ଆସୁଅଛି ଯାତ୍ରା ଧଉଳି ଗଣ ନାଟ୍ୟ
ଚିକିଟି ପେଣ୍ଠ ଯାତ୍ରା ପଡିଆ
ଆସୁଛନ୍ତି ଆମ ପ୍ରୀୟ "ରୁଦ୍ର ଭାଇ & ସ୍ମରଣିକା ଭାଉଜ "

 #ଯାତ୍ରା_ସୁନ୍ଦରୀ_ଯାତ୍ରା_ରାଜନନ୍ଦିନୀ #ତାରିଖ : 09.12.25 ଠାରୁ 12.12.25 ପଯ୍ୟନ୍ତ  #ସ୍ଥାନ:  #ପାତ୍ରପୁର_ମେଇନ_ରୋଡ         ଦୀର୍ଘଦିନ...
29/11/2025

#ଯାତ୍ରା_ସୁନ୍ଦରୀ_ଯାତ୍ରା_ରାଜନନ୍ଦିନୀ
#ତାରିଖ : 09.12.25 ଠାରୁ 12.12.25 ପଯ୍ୟନ୍ତ
#ସ୍ଥାନ: #ପାତ୍ରପୁର_ମେଇନ_ରୋଡ
ଦୀର୍ଘଦିନର ବିରତି ପରେ ପାତ୍ରପୁର ମାଟିରେ କଳା ପ୍ରେମୀ ମାନଙ୍କୁ ଭରପୁର ମନୋରଞ୍ଜନ ସକାସେ ବଛା ବଛା କଳାକାର ମାନଙ୍କ ଦ୍ଵାରା ଗଢି ଉଠିଥିବା ଯାତ୍ରା ଅନୁଷ୍ଠାନ ଯାତ୍ରା ସୁନ୍ଦରୀ #ଯାତ୍ରା_ରାଜନନ୍ଦିନୀ ଆମ ଅଞ୍ଚଳକୁ ଆସୁଛି l
#ନାଟକ
୧.ପାହାନ୍ତି ରାତିର ପାପ
୨.ଏମିତି ବିଚାର କେବେ ଦେଖିନି
୩.ମୋ ସିନ୍ଦୂର ଲାଗେ ଫିକା ଅବିର
୪.ରାବଣ

#ଯାତ୍ରା_ରାଜନନ୍ଦିନୀ
#କେବେ_?????
#କେଉ_ଦିନ_????
#ଅନୁସନ୍ଧାନ_କରନ୍ତୁ

25/11/2025
---କବିତା:- କାଳିଆ ଚା ଦୋକାନ---**************************ସକାଳ ହେଉ କି ସଞ୍ଜ ହେଉ                   ଭିଡ଼ ଜମୁଥାଏ ପୁରା ଦିନ ଚିକିଟୀ...
28/07/2025

---କବିତା:- କାଳିଆ ଚା ଦୋକାନ---
**************************
ସକାଳ ହେଉ କି ସଞ୍ଜ ହେଉ
ଭିଡ଼ ଜମୁଥାଏ ପୁରା ଦିନ
ଚିକିଟୀ ପେଣ୍ଠ ଆନ୍ଧ୍ରା ବ୍ୟାଙ୍କ ସାମନା
କାଳିଆ ଚା ଦୋକାନ ।।

କାଚ ଗିଲାସରେ ପିଇଦେଲେ ଟିକେ
ଶାନ୍ତି ଲାଗେ ପୁରା ମନ
ବ୍ରେଡ ବିସ୍କୁଟ ଠୁ ମୁଢ଼ି ମିକ୍ଚର ମିଳେ
କାଳିଆ ଚା ଦୋକାନ ।।

ରାଜନୀତି ଠାରୁ ଖେଳ ଖଟି ଜମେ
କଥାବାର୍ତ୍ତାରେ ଘନଘନ
ଢୋକେ ପିଇ ଦେଇ ଆଉ ଟିକେ କୁହେ
କାଳିଆ ଚା ଦୋକାନ ।।

ବ୍ୟାଙ୍କ କାମ ଠୁ ଏଲଆଇସ ମୁଥଟ୍
ଯେତେ ଅଫିସ ଟେନସନ
ଆଗ କପେ ମାର ପରେ ସବୁ କାମ
କାଳିଆ ଚା ଦୋକାନ।।

ଜୀବନଟା ପରା କପେ ଚାହା ଅଟେ
ପିଇ କୁହେ ଚିକିଟୀ ଜନ
ସବୁ ଜଞ୍ଜାଳରୁ ମୁକ୍ତି ଦିଏ ସେ
କାଳିଆ ଚା ଦୋକାନ ।।

Trilochan Karjee

 #ଖାରିଆଗୁଡା_ସ୍ପେଶାଲ_ରାବିଡି #ରାମଜୀ_ହୋଟେଲକେବେ ଯଦି ଏଇ ରାସ୍ତା ଦେଇ ଆପଣମାନେ ବାଘଲଟି ଡ୍ଯାମ କିମ୍ବା ମାଙ୍କଡ ଡିଆଁ ଜଳ ପ୍ରପାତ ଯାଉଛନ୍ତି...
27/07/2025

#ଖାରିଆଗୁଡା_ସ୍ପେଶାଲ_ରାବିଡି
#ରାମଜୀ_ହୋଟେଲ

କେବେ ଯଦି ଏଇ ରାସ୍ତା ଦେଇ ଆପଣମାନେ ବାଘଲଟି ଡ୍ଯାମ କିମ୍ବା ମାଙ୍କଡ ଡିଆଁ ଜଳ ପ୍ରପାତ ଯାଉଛନ୍ତି ତେବେ ଏଇ ଖାରିଆଗୁଡା ସ୍ଥିତ ରାମଜୀ ହୋଟେଲରେ ରାବିଡି ଖାଇବା ଏବଂ ପାର୍ସଲ ନେବାକୁ କେବେ ଭୂଲନ୍ତୁ ନାହିଁ। ପୁରା ଖାଣ୍ଟି କ୍ଷୀର ବାଲା ରାବିଡି ପାଇପାରିବେ ଯାହା ଆପଣଙ୍କୁ ନିହାତି ମନେ ରହିବ ତା ସହିତ ବେଶ୍ ସ୍ବାଦିଷ୍ଟ ଜିଲାପୀ ମଧ୍ୟ ମିଳେ ଖାଉଥିଲେ ଖାଉଥିବେ।

ଫୋଟ - ତ୍ରିଲୋଚନ କାର୍ଜି

ମେଡିକାଲରୁ ଡିସଚାର୍ଜ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ନାକୁ ଆସିଲା ପ୍ରଥମ ଫଟୋ
07/07/2025

ମେଡିକାଲରୁ ଡିସଚାର୍ଜ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ନାକୁ ଆସିଲା ପ୍ରଥମ ଫଟୋ

ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ଆସିଲା ଟ୍ରାଫିକ ନିୟମାବଳୀ
04/07/2025

ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ଆସିଲା ଟ୍ରାଫିକ ନିୟମାବଳୀ

Date of Written Exam for Home Gaurds, Berhampur - 6 July 2025
21/06/2025

Date of Written Exam for Home Gaurds, Berhampur - 6 July 2025

21/06/2025

ହୋମଗାର୍ଡ ପରୀକ୍ଷା ସ୍ଥଗିତ
ଆସନ୍ତା କାଲି ବ୍ରହ୍ମପୁର ପୁଲିସ ଜିଲ୍ଲାରେ ହେବାକୁ ଥିବା
ହୋମଗାର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ଜଣାପଡିଛି । ପରୀକ୍ଷା କେବେ ହେବ ସେହି ବିଜ୍ଞପ୍ତି ପୁଲିସ ପକ୍ଷରୁ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

Address

Chikitigarh

Telephone

+917504232012

Website

Alerts

Be the first to know and let us send you an email when DiscoverChikiti posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to DiscoverChikiti:

Share