Maa mangala jubak sena

Maa mangala jubak sena ଏହି ଗ୍ରୁପ ଆପଣଙ୍କର ଏବଂ ଆପଣ ମାନେ ହେଲେ ଆମ ଦେଶର 🚩🙏🚩

ପୁଲୱାମା ରେ ସହିଦ୍ ହୋଇଥିବା ଯବାନ୍ ମାନଙ୍କ ଆତ୍ମାର ସତ଼ଗତି ନିମନ୍ତେ  ଆଜି ଆମ ମା ମଙ୍ଗଳା ଜୁବକ ସେନାର ଜୁବକ ଏବଂ ଆମ ସାହିର ମୁରବି  ମିଶି କ...
14/02/2025

ପୁଲୱାମା ରେ ସହିଦ୍ ହୋଇଥିବା ଯବାନ୍ ମାନଙ୍କ ଆତ୍ମାର ସତ଼ଗତି ନିମନ୍ତେ ଆଜି ଆମ ମା ମଙ୍ଗଳା ଜୁବକ ସେନାର ଜୁବକ ଏବଂ ଆମ ସାହିର ମୁରବି ମିଶି କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରିଥିଲେ । ଏବଂ ବ୍ଲାକ୍ ଡେ ପାଳନ କରିଥିଲେ। ଏବଂ ଦେଶ ବାସିଙ୍କ ପାଖରେ ଆମର ଏହି ବାର୍ତା ଯାହାକି ଏହି ଦିନକୁ ଆପଣ ଚିର ଦିନ ପାଇଁ ମନେ ରଖନ୍ତୁ ୧୪ ଫେବୃଆରୀ ଆମର ଦେଶପାଇଁ ଏବଂ ଆମମାନଙ୍କ ପାଇଁ ଜୁଗ୍ଧ କରି ପ୍ରାଣ ହରାଇଥିଲେ ଯେଉଁ ଜବାନ ମାନେ ପୁଲୱାମାରେ। ତେଣୁ ଏହା ନୁତନ ପିଢ଼ି ମଦ୍ଧ ଜାଣିବେ କି ୧୪ ଫେବୃଆରୀରେ ଆମ ଦେଶ କାହାକୁ ହରାଇଛି।

16/01/2025

ମା ମଙ୍ଗଳା ଜୁବକ ସଙ୍ଘର ଏକ ଛୋଟ ପ୍ରୟାସ ଆଗମି ଦିନପାଇଁ ପ୍ରସ୍ତୁତ ହେଉଛ ତେଣୁ ଆପଣମାନେବି ଜଡ଼ିହୁଅନ୍ତୁ ଯେମିତି ଆମେ ମିଶି ଆଗକୁ ସମସ୍ତ ପ୍ରକାରର ଉର୍ନତି ମୂଳକ କାର୍ୟ୍ଯ କରିବା ଏବଂ ଅନ୍ଯାୟର ପରଦା ଫାଷ କରିବାରେ ସଫଳ ହେବା। ଜୟ ମା ମଙ୍ଗଳା 🚩🙏🚩

18/09/2024

ମା ମଙ୍ଗଳା କ୍ଲବର ଗଜାନନ ଙ୍କ ବୁଧବାର ପୂଜା

17/09/2024

ମା ମଙ୍ଗଳା କ୍ଲବ ଗଜାନନ ଙ୍କ ଅନନ୍ତ ବ୍ରତ ପୂଜା

07/09/2024

2k24 Ganesh Puja

16/02/2024

ଆଜି ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆତ୍ମ ତୃପ୍ତି ଓ ସନ୍ତୋଷ ର ଦିନ , କାରଣ ପବିତ୍ର ମାଘ ସପ୍ତମୀ ତିଥିରେ କାକଟପୁର ମା ମଙ୍ଗଳା ଙ୍କ ଆଜ୍ଞା ମାଳ ପାଇ ଆମେ ଆମ ମା ମଙ୍ଗଳା ମନ୍ଦିର ର ନବୀକରଣ କାର୍ଯ୍ୟ ରେ ପ୍ରଥମ ସୋପାନ ରେ ପହଞ୍ଚିଲୁ ।
ମା ମଙ୍ଗଳା ଙ୍କ କରୁଣା ପ୍ରାପ୍ତ ହୋଇ ଏହି କାର୍ଯ୍ୟ ସୁରୁଖୁରୁରେ ସମ୍ପର୍ନ୍ନ ହେବାର ଆଶା କରାଯାଏ ।
ସାହି ଏବଂ ଆଖ ପାଖ ବାସିନ୍ଦା , କିଛି ମା ପ୍ରେମୀ ବ୍ୟକ୍ତି ଙ୍କ ସ୍ଵତଃ ପ୍ରବୃତ୍ତ ଆର୍ଥିକ ଅନୁଦାନ ଏହା ସମ୍ପୂର୍ଣ୍ଣ ହେବାର ଆଶା ରଖୁଛୁ ।
ଏହି କାର୍ଯ୍ୟରେ ସମସ୍ତ ଙ୍କ ନିଷ୍ଠା ପୂର୍ଣ୍ଣ ସହଯୋଗ ର କାମନା ।

ପୁଲୱାମା ରେ ସହିଦ୍ ହୋଇଥିବା ଯବାନ୍ ମାନଙ୍କ ଆତ୍ମାର ସାନ୍ତି ପାଇଁ ଆଜି ଆମ ମା ମଙ୍ଗଳା ଜୁବକ ମାନେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରିଥିଲେ । ଏ...
14/02/2024

ପୁଲୱାମା ରେ ସହିଦ୍ ହୋଇଥିବା ଯବାନ୍ ମାନଙ୍କ ଆତ୍ମାର ସାନ୍ତି ପାଇଁ ଆଜି ଆମ ମା ମଙ୍ଗଳା ଜୁବକ ମାନେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରିଥିଲେ । ଏବଂ ବ୍ଲାକ୍ ଡେ ପାଳନ କରିଥିଲେ।

I have reached 900 followers! Thank you for your continued support. I could not have done it without each of you. 🙏🤗🎉
20/12/2023

I have reached 900 followers! Thank you for your continued support. I could not have done it without each of you. 🙏🤗🎉

Maa mangala jubak sena
21/09/2023

Maa mangala jubak sena

Address

Cuttack

Telephone

+916370992916

Website

Alerts

Be the first to know and let us send you an email when Maa mangala jubak sena posts news and promotions. Your email address will not be used for any other purpose, and you can unsubscribe at any time.

Share