Prathama Khabar

Prathama Khabar ଆପଣଙ୍କ ଖବର ଆପଣଙ୍କ ପାଖରେ ଖୁବଶିଘ୍ର ପହଞ?

ପରାକ୍ରମ ଦିବସ କାର୍ଯ୍ୟକ୍ରମ ପରେ ଓଡ଼ିଶା ଗସ୍ତ ସମାପ୍ତ କରି ଫେରୁଥିବା ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନ ଜୀଙ୍କୁ ଭୁବନେଶ୍ୱ...
23/01/2026

ପରାକ୍ରମ ଦିବସ କାର୍ଯ୍ୟକ୍ରମ ପରେ ଓଡ଼ିଶା ଗସ୍ତ ସମାପ୍ତ କରି ଫେରୁଥିବା ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନ ଜୀଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

ଶିକ୍ଷା, ସଂସ୍କାର ଓ ସଫଳତାର ଏକ ଅନନ୍ୟ ପରିଚୟ – ଢେଙ୍କାନାଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ SS COMPUTER ACADEMY AND TUTORIALS ରେ ସରସ୍ୱତୀ ପ...
23/01/2026

ଶିକ୍ଷା, ସଂସ୍କାର ଓ ସଫଳତାର ଏକ ଅନନ୍ୟ ପରିଚୟ – ଢେଙ୍କାନାଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ SS COMPUTER ACADEMY AND TUTORIALS ରେ ସରସ୍ୱତୀ ପୂଜା ଉତ୍ସାହର ସହିତ ପାଳିତ

ଢେଙ୍କାନାଳର ଏସ୍‌ଏସ୍‌ କମ୍ପ୍ୟୁଟର ଆକାଡେମିକୁ ଜାତୀୟ ସ୍ତରର ‘ରତ୍ନ ସେଣ୍ଟର’ ସମ୍ମାନ ଲାଭ 🏆
18/01/2026

ଢେଙ୍କାନାଳର ଏସ୍‌ଏସ୍‌ କମ୍ପ୍ୟୁଟର ଆକାଡେମିକୁ ଜାତୀୟ ସ୍ତରର ‘ରତ୍ନ ସେଣ୍ଟର’ ସମ୍ମାନ ଲାଭ 🏆








Dhenkanal Mahostav
17/01/2026

Dhenkanal Mahostav

21/10/2024

ବାତ୍ୟା ସମ୍ବନ୍ଧିତ ସୂଚନା | ସ୍କୁଲ୍ ଛୁଟି ଘୋଷଣା

ସମ୍ଭାବ୍ଯ ବାତ୍ୟାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଚଳିତ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଲାଗି ବନ୍ଦ ରହିବ।

ଜିଲ୍ଲା ତାଲିକା: ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଏବଂ କଟକ।

Happy Makara Sankranti to All
15/01/2024

Happy Makara Sankranti to All

ପ୍ରଥମ ଖବର ପରିବାର ତରଫରୁ ଆପଣଙ୍କୁ ଜନ୍ମ ଦିନର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରନ୍ତୁ...
06/01/2024

ପ୍ରଥମ ଖବର ପରିବାର ତରଫରୁ ଆପଣଙ୍କୁ

ଜନ୍ମ ଦିନର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ
ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରନ୍ତୁ 🙏🙏

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଫୋଟୋ ସ୍ଥାନ ପାଉ ପ୍ରଥମ ଖବର ପେଜ ରେ ଜମା ଭି ଡେରି ନକରି ଦିଆ ଯାଇଥିବା ଆମ Whats App No. 7504020605 ରେ ପଠାନ୍ତୁ।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ  ଆପଣ ଙ୍କୁ ନୃତନ ବର୍ଷ 2024 ର ଅଭିନନ୍ଦନ ଓ ଶୁଭେଚ୍ଛା I ପ୍ରଭୁ ଜଗନ୍ନାଥ ସମସ୍ତ ଙ୍କୁ ସୁଖ ଓ ଶାନ୍ତି ରେ ରଖନ୍ତୁ I...
01/01/2024

ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଆପଣ ଙ୍କୁ ନୃତନ ବର୍ଷ 2024 ର ଅଭିନନ୍ଦନ ଓ ଶୁଭେଚ୍ଛା I ପ୍ରଭୁ ଜଗନ୍ନାଥ ସମସ୍ତ ଙ୍କୁ ସୁଖ ଓ ଶାନ୍ତି ରେ ରଖନ୍ତୁ I ଆଗାମୀ ନବବର୍ଷ ୨୦୨୪ର ପ୍ରତିଟି ମୁହୂର୍ତ୍ତ ଆପଣଙ୍କ ଜୀବନରେ ଭରି ଦେଉ ନୂତନ ସ୍ଵପ୍ନର କିରଣ, ନୂତନ ଉଦ୍ଦୀପନାର ଲହରୀ, ନୂତନ ଆଶାର ଆଲୋକ, ନୂତନ ଇନ୍ଦ୍ରଧନୁର ସପ୍ତରଙ୍ଗ, ଏବଂ ସଦ୍ୟ ପ୍ରସ୍ଫୁଟିତ ପୁଷ୍ପର ମିଠା ମିଠା ମହକ । ପ୍ରଭୁ ଜଗନ୍ନାଥ ସମସ୍ତ ଙ୍କ ଇଛା କୁ ପୂରଣ କରନ୍ତୁ I ସମସ୍ତ ଙ୍କର ମଙ୍ଗଳ କରନ୍ତୁ I

World famous Dhenkanal Gaja Laxmi Puja By Prathama Khabar
01/11/2023

World famous Dhenkanal Gaja Laxmi Puja

By Prathama Khabar



ବିଶ୍ଵ ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀ ପୂଜା ମଣ୍ଡପ ରୁ ମା ଙ୍କ ଦିବ୍ୟ ଦର୍ଶନ
31/10/2023

ବିଶ୍ଵ ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀ ପୂଜା ମଣ୍ଡପ ରୁ ମା ଙ୍କ ଦିବ୍ୟ ଦର୍ଶନ


ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ବିଶ୍ୱ ଚିନ୍ତାମଣି କୋଟି ଓଡ଼ିଆର ପ୍ରାଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ  ...
20/06/2023

ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ବିଶ୍ୱ ଚିନ୍ତାମଣି କୋଟି ଓଡ଼ିଆର ପ୍ରାଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଛା ଅଭିନନ୍ଦନ ସହିତ ସୁଖ ସମୃଦ୍ଧି ତଥା ମହାପ୍ରଭୁଙ୍କର ଅପାର କରୁଣା ବର୍ଷା ହେଉ ।।

ପବିତ୍ର ସରସ୍ଵତୀ ପୂଜା ଓ ଗଣତନ୍ତ୍ର ଦିବସ ର ହାର୍ଦିକ ଅଭିନନ୍ଦନ
26/01/2023

ପବିତ୍ର ସରସ୍ଵତୀ ପୂଜା ଓ ଗଣତନ୍ତ୍ର ଦିବସ ର ହାର୍ଦିକ ଅଭିନନ୍ଦନ



Address

Kalyani Nagar
Cuttack

Telephone

+917504020605

Website

Alerts

Be the first to know and let us send you an email when Prathama Khabar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Prathama Khabar:

Share