Odia News.24

Odia News.24 we provide all types of latest updates like news,video,or business.

27/02/2025

ସ୍ୱେଚ୍ଛାକୃତ ଅବସର ବ୍ୟବସ୍ଥା ସଂଶୋଧନ କରିବାକୁ ଓଡ଼ିଶା ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, "ବୃହତ୍ତର ଜନସ୍ୱାର୍ଥ" ଆଧାରରେ ଡାକ୍ତରଙ୍କ ଆବେଦନ ଖାରଜ l

27/02/2025

ଟ୍ରମ୍ପଙ୍କ ଆଗରେ ନଇଁଲେ ଜେଲେନ୍‌ସ୍କି ! ଆମେରିକାକୁ ଦୁର୍ଲଭ ଖଣିଜ ପଦାର୍ଥ ଦେବ ୟୁକ୍ରେନ୍

27/02/2025

ଜିଲ୍ଲାପାଳମାନଙ୍କୁ ଏସ୍‌ଆରସିଙ୍କ ନିର୍ଦ୍ଦେଶ: ଜଳ ସଙ୍କଟ ସ୍ଥାନ ଚିହ୍ନଟ କର, ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପ୍ରସ୍ତୁତି

26/02/2025

ବାବା ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟିର ପାଣ୍ଠି, ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅର୍ଥ ରାଶି ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ

26/02/2025

ପବିତ୍ର ଶିବରାତ୍ରୀ ପାଇଁ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ସାଢେ ୪ଟାରେ ଉଠିବ ମହାଦୀପ

26/02/2025

ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ l

26/02/2025

ସାଂସଦ ମହୁଆ ମାଝୀ ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟସଭା ସାଂସଦ ମହୁଆ ମାଝୀଙ୍କ କାର୍ ଦୁର୍ଘଟଣାଗସ୍ତ ହୋଇଛି । ମହାକୁମ୍ଭରୁ ଫେରୁଥିବାବେଳେ ତାଙ୍କ କାର୍ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ମହୁଆ ମାଝୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି ।

ମହାକୁମ୍ଭରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣର ରେକର୍ଡ, ଚଣ୍ଡିଗଡ଼ଠୁ ଭଲ ଥିଲା ପ୍ରୟାଗରାଜର ବାୟୁ
26/02/2025

ମହାକୁମ୍ଭରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣର ରେକର୍ଡ, ଚଣ୍ଡିଗଡ଼ଠୁ ଭଲ ଥିଲା ପ୍ରୟାଗରାଜର ବାୟୁ

Bihar Cabinet expansion today at 4 pm, 7 new ministers to be inducted
26/02/2025

Bihar Cabinet expansion today at 4 pm, 7 new ministers to be inducted

26/02/2025

ଲଗାତାର ୪ ବର୍ଷ ହେଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପାସ୍ ହାର କମୁଛି । ଏପରି ଅବସ୍ଥା ହେଲାଣି ଯେ ଦ୍ୱାଦଶ ଶ୍ରେଣୀରେ ୨୦୨୦-୨୧ ମସିହାରେ ପାସ୍ ହାର ୯୯.୦୯ ପ୍ରତିଶତ ଥିବାବେଳେ ଗତବର୍ଷ ଅର୍ଥାତ୍ ୨୦୨୩-୨୪ରେ ପାସ୍ ହାର ଖସି ୬୩.୨୦ ପ୍ରତିଶତରେ ପହଞ୍ଚିଛି । କେବଳ ଯେ ଦ୍ୱାଦଶ ଶ୍ରେଣୀରେ ଏପରି ଅବସ୍ଥା ତାହା ନୁହେଁ, ଦଶମ ଶ୍ରେଣୀ ବୋର୍ଡରେ ମଧ୍ୟ ସମାନ ଅବସ୍ଥା ।

26/02/2025
ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସରକାର ବେଳର ଅବକାରୀ ନୀତିରେ ଅନେକ ଭୁଲ ନିଷ୍ପତ୍ତି ଯୋଗୁ ରାଜ୍ୟ ସରକାରଙ୍କୁ ୨,୦୦୨.୬୮ କୋଟି ଟଙ୍କାର ...
26/02/2025

ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସରକାର ବେଳର ଅବକାରୀ ନୀତିରେ ଅନେକ ଭୁଲ ନିଷ୍ପତ୍ତି ଯୋଗୁ ରାଜ୍ୟ ସରକାରଙ୍କୁ ୨,୦୦୨.୬୮ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିଛି। ମଙ୍ଗଳବାର ଦିଲ୍ଲୀ ବିଧାନସଭାରେ ଉପସ୍ଥାପନ କରାଯାଇଥିବା କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି।

Address

Cuttack
754100

Alerts

Be the first to know and let us send you an email when Odia News.24 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odia News.24:

Share