Bhaskar Plus Odisha

Bhaskar Plus Odisha ଆପଣଙ୍କ ସ୍ୱର ଆମ ଖବର

04/06/2026

ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମ ର ଜଣେ ନାବାଳିକା ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡି ଯାଇ ମୃତ୍ୟୁ ବରଣ କରିଛନ୍ତି।

29/05/2026

କାଳବୈଶାଖୀ ର ତାଣ୍ଡବ ପେଟ୍ରୋଲ ପମ୍ପ ରେ ଦେଖିବାକୁ ମିଳିଛି

25/05/2026

ବରୀ ବିଜେଡି ପକ୍ଷରୁ ମହିଳା ଅଧିକାର ସମାବେଶେଷ ରେ ଏକ ମା ର ହୃଦୟ ଭରା କଥା

25/05/2026

ଖରସ୍ରୋତା ନଦୀରେ ବୃଦ୍ଧା ନିଖୋଜ, ଯାଜପୁର ଛତିଶଦେଵିଲ୍ ର ଘଟଣା

25/05/2026

ଵରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତ ର ବୀରୂପା ଉଚ୍ଚ ବିଦ୍ୟାପୀଠ ର ରୋପ୍ୟଜୟନ୍ତୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି

23/05/2026

ସରପଞ୍ଚ ହେବତ ଏମିତି

16/05/2026

ପାରମ୍ପରିକ ବାଦ୍ୟ ଧୀରେ ଧୀରେ ବିଲୁପ୍ତ ହେବାକୁ ଯାଉଛି, ଯଦି ସରକାର ଏଥିପ୍ରତି ଦୃଷ୍ଟି ଦେବେ , ହୁଏତ ଆଗାମୀ ପିଢ଼ି ଏ ବାଦ୍ୟ ପାରମ୍ପରିକ ବାଦ୍ୟ ବୋଲି ଜାଣିବା ସହ ତାର ସୁମଧୁର ସ୍ୱର କୁ ଶୁଣି ପାରିବେ ।

08/05/2026

କାହାର ବଳ କେତେ

15/04/2026

ବିଧାୟକ ବିଶ୍ବରଂଜନ ଙ୍କ ଦ୍ଵାରା ଅଲିପୁର ଗ୍ରାମ ପଞ୍ଚାୟତ ରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ର ଶୁଭ ଉଦ୍ଘାଟନ

Address

CDA 10 CUTTACK
Cuttack

Website

Alerts

Be the first to know and let us send you an email when Bhaskar Plus Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Bhaskar Plus Odisha:

Share