Satya Meba Jayate

Satya Meba Jayate News & Social issue

22/08/2026

ସାଇକେଲରେ ସାରା ଭାରତ ସହ ବିଶ୍ୱ ଭ୍ରମଣ l
ଚୌଦ୍ୱାର ଠାରେ ବିଷ୍ଣୋଇ ସମାଜ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା l





19/08/2026

ଟାଙ୍ଗୀରେ ହୋଇଥିବା ତ୍ରିରଙ୍ଗା ଶୋଭାଯାତ୍ରାରେ ହୋଇଥିବା ଜାତୀୟ ପତାକୁ ଅସଂମ୍ମାନ ଘଟଣା l
ତ୍ରିଦେବ ବେହେରା ଙ୍କ ସମର୍ଥନରେ ବାହାରିଲେ ବହୁ କର୍ମୀ ଓ ସମର୍ଥକ l ନିରପେକ୍ଷ ତଦନ୍ତ ପାଇଁ ଦାବୀ l



19/08/2026




17/08/2026

କଟକ ଜିଲ୍ଲା ଟାଙ୍ଗୀଠାରେ ତ୍ରିରଙ୍ଗା ପତାକାକୁ ଅସଂମ୍ମାନ l ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ଡ଼ ହିମାଂଶୁ ମହାନ୍ତି (କଟକ ଜିଲ୍ଲା ଗ୍ରାମୀଣ ବିଜେପି ଉପସଭାପତି ) l









16/08/2026

#ଡାଲିଯୋଡ଼ା ସାହିତ୍ୟ ସଂସଦ ପକ୍ଷରୁ ମ୍ୟାଟ୍ରିକ ଟପ୍ପର ମାନଂକୁ ସମ୍ବର୍ଦ୍ଧନା l







16/08/2026

ଆମ ସମସ୍ତଙ୍କର ପ୍ରେରଣାର ଉତ୍ସ, ରାଷ୍ଟ୍ରକବି, ପ୍ରଖର ବକ୍ତା,ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। 🌸🙏🏻🌸





15/08/2026

ଟେଟ୍ରାହେଡ୍ରନ ଏଜୁକେସନାଲ ଟ୍ରଷ୍ଟର ଛାତ୍ରଛାତ୍ରୀଙ୍କ ହଜାର ଫୁଟରୁ ଉର୍ଦ୍ଧ ଜାତୀୟ ପତାକା ଶୋଭାଯାତ୍ରା ସହିତ ତ୍ରିଦେବ ସାରଙ୍କ ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା l ବନ୍ଦେ ମାତରାମ ଧ୍ଵନିରେ କମ୍ପିଲା ଅଂଚଳ l


15/08/2026

ବର୍ଷା ସତ୍ୱେ ବି ପରେଡରେ ଦମ ଦେଖାଇଲେ ଛାତ୍ରଛାତ୍ରୀ Choudwar Municipality Govt high school ରେ ଭବ୍ୟ ପରେଡ ଆୟୋଜନ l

15/08/2026

ଆର.ସି.ସି ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳିତ l

80 ତମ ସ୍ୱାଧୀନତା ଦିବସର ହାର୍ଦିକ ଅଭିନନ୍ଦନ ଜଣାଇଲେ - ସୌଭିକ ବିଶ୍ୱାଳ (ବିଧାୟକ ଚୌଦ୍ୱାର କଟକ )
15/08/2026

80 ତମ ସ୍ୱାଧୀନତା ଦିବସର ହାର୍ଦିକ ଅଭିନନ୍ଦନ ଜଣାଇଲେ - ସୌଭିକ ବିଶ୍ୱାଳ (ବିଧାୟକ ଚୌଦ୍ୱାର କଟକ )

Address

Choudwar
Cuttack
754025

Website

Alerts

Be the first to know and let us send you an email when Satya Meba Jayate posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share