କଟକ ଖବର

କଟକ ଖବର କଟକ କୁ ଭଲ ପାଉଥିବା ଫେସବୁକ୍ ପୃଷ୍ଠା ଟିଏ truth and update news anytime
(1)

ଐତିହାସିକ ବାଲିଯାତ୍ରା ପାଇଁ ବୋଇତ ତିଆରି ରେ ବ୍ୟସ୍ତ କାରିଗର।
31/10/2025

ଐତିହାସିକ ବାଲିଯାତ୍ରା ପାଇଁ ବୋଇତ ତିଆରି ରେ ବ୍ୟସ୍ତ କାରିଗର।

ଗୋପାଷ୍ଟମୀ ଉପଲକ୍ଷେ କଟକ ଶ୍ରୀ ଶ୍ରୀ ଗୋପାଳକୃଷ୍ଣ ଗୋଶାଳା ରେ ।
31/10/2025

ଗୋପାଷ୍ଟମୀ ଉପଲକ୍ଷେ କଟକ ଶ୍ରୀ ଶ୍ରୀ ଗୋପାଳକୃଷ୍ଣ ଗୋଶାଳା ରେ ।

କଟକ ଜିଲ୍ଲା କିଶନନଗର ମଙ୍ଗଦେଇପୁର  ବନଦୁର୍ଗାଗଡା ନିକଟ ମହାନଦୀ କୁଳରୁ ଅଜଗର ସାପ ଉଦ୍ଧାର।ଗତକାଲି ସନ୍ଧ୍ୟାରେ ମହାନଦୀକୁ  ମଙ୍ଗଦେଇପୁର ଗ୍ରାମ...
31/10/2025

କଟକ ଜିଲ୍ଲା କିଶନନଗର ମଙ୍ଗଦେଇପୁର ବନଦୁର୍ଗାଗଡା ନିକଟ ମହାନଦୀ କୁଳରୁ ଅଜଗର ସାପ ଉଦ୍ଧାର।ଗତକାଲି ସନ୍ଧ୍ୟାରେ ମହାନଦୀକୁ ମଙ୍ଗଦେଇପୁର ଗ୍ରାମର ଚକ୍ରଧର ଭୋଇ ଶୌଚ ହେବାକୁ ଯାଇଥିବା ବେଳେ ଏକ ଅଜଗର ସାପ ନଦୀ କୂଳରେ ବୁଲୁଥିବାର ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ।। ଗ୍ରାମବାସୀମାନେ ଏ ନେଇ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ସାପଟି କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ସାପଟି ର ଲମ୍ବ ୫/୬ ଫୁଟ ହେବ ବୋଲି ସୂଚନାମିଳିଛି।

ପୋଲିସ ବାବୁ ବିନା ହେଲମେଟ ରେ ଗାଡି ଚଲେଇବା ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ୯ ହଜାର ଟଙ୍କା ଫାଇନ କଲେ କଟକ ଆର୍ ଟି ଓ। ଆପଣ ମାନେ ...
30/10/2025

ପୋଲିସ ବାବୁ ବିନା ହେଲମେଟ ରେ ଗାଡି ଚଲେଇବା ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ୯ ହଜାର ଟଙ୍କା ଫାଇନ କଲେ କଟକ ଆର୍ ଟି ଓ। ଆପଣ ମାନେ ସାଧାରଣ ଲୋକଙ୍କୁ କଟକ ସହରର ଗଳି କନ୍ଦି ରେ ବିନା ହେଲମେଟ ରେ ଯିବା ବେଳେ ଯେମିତି ଫାଇନ କାଟୁଛନ୍ତି ସେମିତି ଆପଣ ମଧ୍ୟ ଫାଇନ ଦିଅନ୍ତୁ। ଆଇନ ସମସ୍ତଙ୍କ ପାଇଁ ସମାନ। ଧନ୍ୟବାଦ ପରିବହନ ବିଭାଗ କୁ। ଏଠି ଆମେ ଗୋଟିଏ କଥା କହି ରଖୁଛୁ କି ଆପଣ ପୋଲିସ ବିଭାଗରେ କାମ କରୁଛନ୍ତି ଆପଣଙ୍କ ଉପରେ ସମସ୍ତଙ୍କ ନଜର ରହୁଛି ତେଣୁ ଆପଣ ମାନେ ଆଇନ କୁ ସମ୍ମାନ ଦେଇ କାର୍ଯ୍ୟ କରନ୍ତୁ। ବହୁତ୍ ପୋଲିସ ଅଧିକାରୀ ନିୟମ କୁ ମାନୁ ଥିବା ବେଳେ କିଛି ଜଣଙ୍କ ପାଇଁ ଏମିତି ବଦନାମ୍ ହେବାକୁ ପଡୁଛି।

ଐତିହାସିକ ବାଲିଯାତ୍ରା ପାଇଁ ପ୍ରଥମ ନିମନ୍ତ୍ରଣ ପତ୍ର ମା କଟକ ଚଣ୍ଡୀଙ୍କୁ ଦିଆ ଯାଇଛି।
30/10/2025

ଐତିହାସିକ ବାଲିଯାତ୍ରା ପାଇଁ ପ୍ରଥମ ନିମନ୍ତ୍ରଣ ପତ୍ର ମା କଟକ ଚଣ୍ଡୀଙ୍କୁ ଦିଆ ଯାଇଛି।

30/10/2025

ଗୋପାଷ୍ଟମୀ ଉପଲକ୍ଷେ କଟକ ଗୋଶାଳା ରେ କିଛି ସମୟ

ଗୋପାଷ୍ଟମୀ ରେ କଟକ ଗୋଶାଳା ର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ଅଢେଇ ଫୁଟ ର ମିନି ଗାଈ ଓ ଷଣ୍ଢ।ଚଳିତ ବର୍ଷ ଗୋଶାଳା ର ବିଶେଷ ଆକର୍ଷଣ ପାଲଟିଛନ୍ତି ...
30/10/2025

ଗୋପାଷ୍ଟମୀ ରେ କଟକ ଗୋଶାଳା ର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ଅଢେଇ ଫୁଟ ର ମିନି ଗାଈ ଓ ଷଣ୍ଢ।
ଚଳିତ ବର୍ଷ ଗୋଶାଳା ର ବିଶେଷ ଆକର୍ଷଣ ପାଲଟିଛନ୍ତି ପୁଙ୍ଗନୁର୍ ଗାଈ ଓ ଷଣ୍ଢ ।ପୁଙ୍ଗନୁର ଗାଈକୁ ଦୁନିଆର ସବୁଠୁ ଛୋଟ ଗାଈ ବୋଲି କୁହାଯାଏ । ଏହି ବିରଳ ପ୍ରଜାତିର ଗାଈକୁ ଗୃହପାଳିତ ପଶୁ ଭାବେ ଘର ଭିତରେ ମଧ୍ୟ ରଖାଯାଏ । ଏହି ଗାଈର ଉଚ୍ଚତା ମୁଖ୍ୟତଃ ଅଢେଇ ଫୁଟ୍ ହେବ । ଖାଲି ଯେ, ଉଚ୍ଚତାରେ ଛୋଟ ତାହା ନୁହେଁ, ବରଂ ଏହାର କ୍ଷୀରରେ ମଧ୍ୟ ରହିଛି ଔଷଧୀୟ ଗୁଣ । ସେଥିପାଇଁ ଏହି ଗାଈର କ୍ଷୀରକୁ ସ୍ବର୍ଣ୍ଣିମ କ୍ଷୀର (Golden Milk) ବୋଲି କୁହାଯାଏ । ଏହି ଗାଈ ମୁଖ୍ୟତଃ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ ଦେଖିବାକୁ ମିଳିଥାଏ । ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲାରେ ଥିବା ପୁଙ୍ଗନୁର ସହରରେ ଏହି ଗାଈ ଅଧିକ ମାତ୍ରାରେ ଦେଖାଯାଆନ୍ତି । ତେଣୁ ଏହି ପ୍ରଜାତି ଗାଈର ନାଁ 'ପୁଙ୍ଗନୁର' ବୋଲି ରଖାଯାଇଛି। ପୁଙ୍ଗନୁର ଗାଈ ଦ୍ଵାରା ଲୋକଙ୍କ ଭିତରେ ଗୋବଂଶ ପ୍ରତି ଭଲ ପାଇବା ସୃଷ୍ଟି କରିବା ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ଗୋଶାଳା ର ପରିଚାଳକ।

କଟକ ରାଜା ବଗିଚା ଲେବର କଲୋନୀ ଗଡା ରେ ଜଣେ ଯୁବକଙ୍କୁ ଗୋଟିଏ ଗୋଷ୍ଠୀ ସଂଘବଦ୍ଧ ଭାବେ ଆକ୍ରମଣ ସହ ଛୁରା ମାଡ଼ କରିଥିବା ସୂଚନା।
30/10/2025

କଟକ ରାଜା ବଗିଚା ଲେବର କଲୋନୀ ଗଡା ରେ ଜଣେ ଯୁବକଙ୍କୁ ଗୋଟିଏ ଗୋଷ୍ଠୀ ସଂଘବଦ୍ଧ ଭାବେ ଆକ୍ରମଣ ସହ ଛୁରା ମାଡ଼ କରିଥିବା ସୂଚନା।

ଐତିହାସିକ ବାଲିଯାତ୍ରା ଆରମ୍ଭ ହେବା ପୂର୍ବରୁ ସଜେଇ ହେଲାଣି କଟକ ଇନ୍ କଟକ
30/10/2025

ଐତିହାସିକ ବାଲିଯାତ୍ରା ଆରମ୍ଭ ହେବା ପୂର୍ବରୁ ସଜେଇ ହେଲାଣି କଟକ ଇନ୍ କଟକ

ମା କ୍ଳବ୍ ,ଗଳି ସାହି , ବିଦ୍ୟାଧରପୁର କଟକ
30/10/2025

ମା କ୍ଳବ୍ ,ଗଳି ସାହି , ବିଦ୍ୟାଧରପୁର କଟକ

ଗୋପାଳ ସାହି ପୂଜା କମିଟି ବିଦ୍ୟାଧରପୁର କଟକ
30/10/2025

ଗୋପାଳ ସାହି ପୂଜା କମିଟି ବିଦ୍ୟାଧରପୁର କଟକ

Address

Cuttack

Telephone

+919437146387

Website

Alerts

Be the first to know and let us send you an email when କଟକ ଖବର posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to କଟକ ଖବର:

Share