Laxmi's kitchen

Laxmi's kitchen Every woman is gift of God. only we have to nourish them. My inner tallent forced me to come forward to excel. So I am here with you to excel my good luck...
(1)

With Bijayalaxmi Mohanty – I just made it onto their weekly engagement list by being one of their top engagers! 🎉
20/01/2025

With Bijayalaxmi Mohanty – I just made it onto their weekly engagement list by being one of their top engagers! 🎉

10/12/2024

Laxmi's Kitchen is the Odisha's traditional recipe Channel. It gives you ideas about the process of making odia foods.

07/11/2024

କ୍ଷୀର ଗଇଁଠା ପିଠା। ଆଃ କି ମଜା।
#ଖିରଗାଇଁଠା
#ଗଇଁଠା
#ଓଡ଼ିଆ
#ଓଡିଆଖଦ୍ୟ


30/10/2024

#ମୃତ୍ତିକା_୨୦୨୪
#ମୃତ୍ତିକା
#ଓଡ଼ିଶା
#ମୃତିକାଓଡ଼ିଶା
#ଭୁବନେଶ୍ୱର

ମା ଗଜଲକ୍ଷ୍ମୀ ଙ୍କ ପୂଜା ସରିଲା। ମା ଧରାପ୍ରୁଷ୍ଠରୁ ବିଦାୟ ନେଲେ। ଆମେ ସପରିବାର ମାଙ୍କୁ ପ୍ରାର୍ଥନା କରି ସମସ୍ତଙ୍କ ମଙ୍ଗଳ କାମନା କଲୁ। ମା ସ...
21/10/2024

ମା ଗଜଲକ୍ଷ୍ମୀ ଙ୍କ ପୂଜା ସରିଲା। ମା ଧରାପ୍ରୁଷ୍ଠରୁ ବିଦାୟ ନେଲେ। ଆମେ ସପରିବାର ମାଙ୍କୁ ପ୍ରାର୍ଥନା କରି ସମସ୍ତଙ୍କ ମଙ୍ଗଳ କାମନା କଲୁ। ମା ସମସ୍ତଙ୍କ ଦୁଃଖ ଦୁର କରନ୍ତୁ ଓ ତାଙ୍କ ପଣତକାନି ତଳେ ସମସ୍ତଙ୍କୁ ଘଣ୍ଟ ଘୋଡେ଼ଇ ରଖି ଥାଆନ୍ତୁ। ଏହାହିଁ ମଙ୍କ ନିକଟରେ ପ୍ରାର୍ଥନା। ମା ମା ମା.....

କିଛି ସମୟ ନିଜ ପାଇଁ।
18/10/2024

କିଛି ସମୟ ନିଜ ପାଇଁ।

17/10/2024

ଗୃହିଣୀ ମାନଙ୍କ ପାଇଁ କିଛି ଟିପ୍ସ -
ଯଦି କୌଣସି ତରକାରୀ ଆବଶ୍ୟକ ଠାରୁ ଅଧିକ ଲୁଣିଆ ହୋଇଥାଏ, ତେବେ ତାହା ଗରମ ଥିବା ଅବସ୍ଥାରେ, କିଛି ଅଟା କୁ ଗୁଳା କରିକି ସେହିଁ ଗରମ ତରକାରୀ ରେ ପକାଇଦିଆନ୍ତୁ। ଯାହା ଫଳରେ ଅଟଗୁଲା ଟି ସମସ୍ତ ଲୁଣ ଟାଣି ନେବ ଓ ତରକାରୀ ଟି ଠିକ୍ ଟେଷ୍ଟ ହୋଇଯିବ।
ନଚେତ୍
ସିଝା ଆଳୁକୁ ଗରମ ତରକାରୀ ରେ ପକାଇ ଦିଅନ୍ତୁ ଫଳରେ ଆଳୁ ଲୁଣ ଟାଣି ନେବ ତରକାରୀ ଠିକ୍ ହୋଇଯିବ।

ଆପଣଙ୍କ
Laxmi's Kitchen.

16/10/2024

A trip to home town.

11/10/2024

Feel the taste.





Address

Cuttack

Alerts

Be the first to know and let us send you an email when Laxmi's kitchen posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Laxmi's kitchen:

Share