Jhalak / ଝଲକ

Jhalak / ଝଲକ Bad news travels and the speed of light & Good news travels like molasses.

27/08/2026
26/08/2026

🚨 Breaking
ଆଜିର ଭୟାନକ ଦୃଶ୍ୟରୁ ଦେଖିବାକୁ ମିଳୁଛି ଯେ ଚୀନର ଗିରୋଙ୍ଗ ପୋର୍ଟରେ (Gyirong Port) ଆକସ୍ମିକ ବନ୍ୟା ଆସିବା ପରେ ଲୋକମାନେ ଆତ୍ମରକ୍ଷା ପାଇଁ ବ୍ୟାକୁଳ ହୋଇ ଦୌଡ଼ୁଛନ୍ତି, କିନ୍ତୁ ସେମାନଙ୍କୁ ଖସିଯିବା ପାଇଁ କୌଣସି ସୁରକ୍ଷିତ ସ୍ଥାନ ମିଳିନଥିଲା।
​ପରବର୍ତ୍ତୀ ସମୟରେ ଏହି ବନ୍ୟା ନେପାଳରେ ମଧ୍ୟ ତାଣ୍ଡବ ରଚିଛି, ଯେଉଁଥିରେ १२୬ ଜଣ ଭାରତୀୟ ପର୍ଯ୍ୟଟକଙ୍କ ସମେତ ଶହ ଶହ ଲୋକ ନିଖୋଜ ଥିବା ସୂଚନା ମିଳିଛି।

Address

Cuttack
753002

Website

Alerts

Be the first to know and let us send you an email when Jhalak / ଝଲକ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share