04/08/2026
ଶାସନ,ଯାହା ସେବା ଆଧାରିତ ଏକ ନିତୀ ନିଷ୍ଟ କର୍ତବ୍ୟ,ମାନବଧର୍ମ ର ସର୍ବଶ୍ରେଷ୍ଠ ଦେଶଭକ୍ତି ର ବଳିଦାନ,llଦେଶ ସେବା ର ଗାରିମା ର ଗାଥା ବହନ କରି ରାଜତନ୍ତ୍ର ଧନ୍ୟହେଲା,ଉତ୍କଳ ରୁ ଓଡିଶା ଯେମିତି, ରାଜତନ୍ତ୍ର ରୁ ଗଣତନ୍ତ୍ର ମଧ୍ୟ ସେମିତି ll ହେଲେ ଶାସନ ରେ ସେବା ଅଛି ତ? ll କର୍ତବ୍ୟ ହୀନ ନୀତି ର ନାଁ ରାଜନୀତି ନୁହେଁ ତ? ll ଜନତା ଏଭଳି ଅନେକ ପ୍ରଶ୍ନ ର ଉତ୍ତର ଖୋଜୁଛି ll ରାଜନୀତି ର ଫେଲ କେଉଁଠି, ଯେଉଁଠି ନେତା ମାନୁନାହାନ୍ତି ଆମେ ହାରିଛୁ, ବିରୋଧୀ ଦଳ ର ଭାବନାହିଁ ନାହିଁ, କର୍ତବ୍ୟ ତ ଦୂର, ନେତା ନେତା ମଧ୍ୟରେ ହରି ଲୁଟ ର ବିଚାର,bill ପାସ୍ ର ସାର୍ବଜନୀନତା,ଏ ସବୁ ଭୋଟ ଚୋରି ନୁହେଁ ତ ll