Focus Bhograi

  • Home
  • Focus Bhograi

Focus Bhograi Contact information, map and directions, contact form, opening hours, services, ratings, photos, videos and announcements from Focus Bhograi, Social Media Agency, Rasidpur, .

Baba Jhagadeswar Temple, Gabardhanpur, Bhograi, Balasore.. 🚩
07/05/2026

Baba Jhagadeswar Temple, Gabardhanpur, Bhograi, Balasore.. 🚩

08/02/2026

Om Namha Shivaya.... 🙌🙏




04/12/2025

Jay Jagannath.... 🙏🏼

11/10/2025

Jay Maa Basuli..... 🙏🙏!! 👉

Like.. 👍
Follow... 🤝
Share... 😍
❤️ ❤️💞❤️

ଏଇ ଭିଡିଓ ଟି ହେଉଛି ଗତ ତା 02/06/2025 ରିଖ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ  ଜଳେଶ୍ୱରପୂର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭିତରେ ଥିବା emrg...
03/06/2025

ଏଇ ଭିଡିଓ ଟି ହେଉଛି ଗତ ତା 02/06/2025 ରିଖ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱରପୂର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭିତରେ ଥିବା emrgency ୱାର୍ଡ ର । ସମୟ ପ୍ରାୟ (8.50 pm ରୁ 9.15pm) ଭିତରେ ହେବ। ଚଉକି ଉପରେ ବସିଥିବା ମହାଶୟ ଜଣଙ୍କ ହେଉଛନ୍ତି ଡାକ୍ତର ବାବୁ ।ତାଙ୍କ ଡ଼ାହାଣ ହାତ ପାର୍ଶ୍ଵରେ ଛିଡା ହେଇଥିବା ବାବୁ ଜଣକ ତାଙ୍କ ପରିଚୟ ଆମେ ଜାଣିନୁ ମାତ୍ର ସେ ରୋଗିଙ୍କ ପ୍ରେସ୍କ୍ରିପସନ ରେ କଣ ଲେଖି ଡାକ୍ତର ବାବୁଙ୍କୁ ଦେଉଛନ୍ତି। ଆଉ ଡାକ୍ତର ବାବୁ ସେଇ କାଗଜ ଟିକୁ ନେଇ ତାଙ୍କର (ଯୋଡିଏ Mobile କାମ ରୁ ବିରୋତି ପାଇଲା ପରେ) କେମିତି ରୋଗୀ ଙ୍କ ର ଯତ୍ନ ସହକାରେ ସେବା କରୁଛନ୍ତି ଟିକେ ଦେଖନ୍ତୁ।
ମୁଁ ମୋର ଜଣେ ସମ୍ପର୍କୀୟ ଙ୍କୁ (ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବୟସ-36 ପଞ୍ଜୀକରଣ କ୍ରମିକ ନମ୍ବର -3694)ତାଙ୍କର ମୁଣ୍ଡ ବୁଲେଇଲା ଏବଂ ଅସୁସ୍ଥତା ଅନୁଭବ କରିବା ଯୋଗୁଁ ସେଠାକୁ ନେଇ ଯାଇଥିଲି ମାତ୍ର ଡାକ୍ତର ବାବୁ ତାଙ୍କୁ ଦେଖି ସାଙ୍ଗେ ସାଙ୍ଗେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ କୁ Reffer କଲେ ଏବଂ ନର୍ସ ଦିଦି ଙ୍କୁ ଗୋଟିଏ injection କଣ ଦେବାକୁ କୋହିଲେ ।ଏବଂ ଦିଦି ଇଞ୍ଜେକସନ ଟିକୁ ଦେବା ପରେ ଆମେ 108 କୁ ଯୋଗା ଯୋଗ କରିବାର 10 ରୁ 15 minute ଭିତରେ ରୋଗୀ ସୁସ୍ଥ ଅନୁଭବ କଲେ ଏବଂ କିଛି ସମୟ ପରେ ରୋଗୀ ଘରକୁ ଫେରିଲେ ।
ଏଠି ସାଧାରଣ ରେ ପ୍ରଶ୍ନ ସୃଷ୍ଠି ହେଉଛି ଯଦି ସାଧାରଣ ରୋଗର ଚିକିତ୍ସା ପାଇଁ ରାତି ଅଧୋରେ ଲୋକ ମାନେ ହୋଇରଣ ହୋଇ ବାଲେଶ୍ୱର ଦୌଡ଼ିବେ ତାହାଲେ ଏଠାରେ କିଭଲି ଭାବରେ ଚିକିତ୍ସା ବ୍ୟବସ୍ଥା ଚାଲିଛି ଆପଣ ମାନେ ଟିକିଏ ବିଚାର କରନ୍ତୁ । Balasore Odisha . Mukesh Mahaling Chandra Sarangi Das

Thank you Deputy Chief Minister Prabhati Parida.... 💐🎊ଭୂଷଣ୍ଡେଶ୍ଵର ମନ୍ଦିରକୁ ଦଶ କୋଟି ଟଙ୍କାର ଅନୁଦାନ ଘୋଷଣା ପରେ ପ୍ରଭାତୀଙ୍କୁ କ...
06/05/2025

Thank you Deputy Chief Minister Prabhati Parida.... 💐🎊

ଭୂଷଣ୍ଡେଶ୍ଵର ମନ୍ଦିରକୁ ଦଶ କୋଟି ଟଙ୍କାର ଅନୁଦାନ ଘୋଷଣା ପରେ ପ୍ରଭାତୀଙ୍କୁ କୃତଜ୍ଞତା

Coming Soon          ମହାଶିବରାତ୍ରି...
21/02/2025

Coming Soon
ମହାଶିବରାତ୍ରି...

Emotion of Bhograi Utsav-2k25 by❤️! Part -3
18/02/2025

Emotion of Bhograi Utsav-2k25 by
❤️! Part -3

Emotion of Bhograi Utsav-2k25 by
17/02/2025

Emotion of Bhograi Utsav-2k25 by


Address

Rasidpur

756036

Website

Alerts

Be the first to know and let us send you an email when Focus Bhograi posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Want your business to be the top-listed Media Company?

Share