Srinibas Patra

Srinibas Patra A Common Man's Representative With An Uncommon Spirit -Srinibas Patra~श्रीनीबास पात्र~ଶ୍ରୀନିବାସ ପାତ୍ର

ଆଜି ଗୋପବନ୍ଧୁ ମିଳନର ଶାଖାରେ ସ୍ୱୟଂସେବକ ଭାଇମାନଙ୍କ ସହ....ଭାରତ ମାତା କି ଜୟ 🚩🙏🏻 #ଗୋପବନ୍ଧୁ_ମିଳନ  Rashtriya Swayamsevak Sangh (RSS...
06/07/2025

ଆଜି ଗୋପବନ୍ଧୁ ମିଳନର ଶାଖାରେ ସ୍ୱୟଂସେବକ ଭାଇମାନଙ୍କ ସହ....

ଭାରତ ମାତା କି ଜୟ 🚩🙏🏻

#ଗୋପବନ୍ଧୁ_ମିଳନ

Rashtriya Swayamsevak Sangh (RSS)

ଆଜି ଠାରୁ ଆରମ୍ଭ ହେବାକୁ ଯାଉଥିବା ବିଜେପିର ସଦସ୍ୟତା ଅଭିଯାନରେ ଯୋଗ ଦିଅନ୍ତୁ । ୮୮ ୦୦ ୦୦ ୨୦୨୪ କୁ ଏକ ମିସ୍ କଲ୍ କରି ବିଶ୍ଵର ସର୍ବବୃହ ରାଜ...
02/09/2024

ଆଜି ଠାରୁ ଆରମ୍ଭ ହେବାକୁ ଯାଉଥିବା ବିଜେପିର ସଦସ୍ୟତା ଅଭିଯାନରେ ଯୋଗ ଦିଅନ୍ତୁ ।

୮୮ ୦୦ ୦୦ ୨୦୨୪ କୁ ଏକ ମିସ୍ କଲ୍ କରି ବିଶ୍ଵର ସର୍ବବୃହ ରାଜନୈତିକ ଦଳ ବିଜେପିରେ ସାମିଲ ହୁଅନ୍ତୁ ।
Bharatiya Janata Party (BJP)
BJP Odisha
Narendra Modi

15/08/2024
ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi  ଙ୍କ ପ୍ରଥମ ଦସ୍ତଖତ କୃଷକଙ୍କ ପାଇଁ ସମର୍ପିତ । ଦେଶରେ ପ...
10/06/2024

ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ପ୍ରଥମ ଦସ୍ତଖତ କୃଷକଙ୍କ ପାଇଁ ସମର୍ପିତ ।

ଦେଶରେ ପ୍ରଧାନମନ୍ତ୍ରୀ କିଷାନ ନିଧିର ୧୭ ତମ କିସ୍ତି ପ୍ରଦାନକୁ ଅନୁମତି ହୋଇଛି । ଏଥିରେ ୯.୩ କୋଟି ଚାଷୀଙ୍କୁ ମିଳିବ ୨୦,୦୦୦ କୋଟି ଟଙ୍କାର ସହାୟତା ।

 #ରାଜନାଥ_ଓ_ଭୂପେନ୍ଦ୍ରଙ୍କୁ_ଓଡ଼ିଶା_ଦାୟିତ୍ବରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ ଓଡ଼ିଶା ପର୍ଯ୍ୟବେକ୍ଷକ ଦାୟିତ୍ବ। କେନ୍ଦ୍ରୀୟ ପର୍ଯ୍ୟବେକ୍...
10/06/2024

#ରାଜନାଥ_ଓ_ଭୂପେନ୍ଦ୍ରଙ୍କୁ_ଓଡ଼ିଶା_ଦାୟିତ୍ବ
ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ ଓଡ଼ିଶା ପର୍ଯ୍ୟବେକ୍ଷକ ଦାୟିତ୍ବ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଓଡ଼ିଶା ଗସ୍ତ କରିବାକୁ ନିର୍ଦ୍ଦେଶ। ବିଜେପି ବିଧାୟକ ଦଳ ବୈଠକରେ ଦୁଇ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବେ।

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।  ार_है_तैयार
09/06/2024

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।


ार_है_तैयार

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
09/06/2024

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଆଜିର ବିଜୟ ପାଇଁ ଓଡ଼ିଶାର ସମସ୍ତ ଜନତା, ଦେବଦୁର୍ଲଭ କାର୍ଯ୍ୟକର୍ତ୍ତାଙ୍କୁ ଅନେକ ଅନେକ ଧନ୍ୟବାଦ ।
04/06/2024

ଆଜିର ବିଜୟ ପାଇଁ ଓଡ଼ିଶାର ସମସ୍ତ ଜନତା, ଦେବଦୁର୍ଲଭ କାର୍ଯ୍ୟକର୍ତ୍ତାଙ୍କୁ ଅନେକ ଅନେକ ଧନ୍ୟବାଦ ।

Save the date 🗓️ 04th June 2024  🪷
16/03/2024

Save the date 🗓️ 04th June 2024

🪷

Address

Bhubaneswar
752015

Alerts

Be the first to know and let us send you an email when Srinibas Patra posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Srinibas Patra:

Share