
04/01/2024
ଏ ହେଉଛନ୍ତି 👉 ଶ୍ରୀଯୁକ୍ତ ଗୋବିନ୍ଦ ବେହେରା
,ପେଷାରେ ଜଣେ ଗାଡି ଡ୍ରାଇଭର ,,,
🙋♂️ସେଦିନ ଭୋକିଲା କୁକୁରମାେନ ଙ୍କୁ ଦେଖି ଟାଙ୍କ ସରଳ ହୃଦୟ ଅଓଉ ସହି ପାରିଲନହିନ୍ ,,ସଙ୍ଗେ ସଙ୍ଗେ ସେ ନିଜ ପାଇନ୍ ରଖିଥିବ ଖାଇବା ସେମାନଙ୍କୁ ଦେଇଦେଲେ ।
ଜୀବ ଜନ୍ତୁ ଙ୍କ ପ୍ରତି ଥିବା ଭଲ ପାଇବା ଦେଖି ମୋ ହୃଦୟ କୁ ବହୁତ ଖୁସି ଲାଗିଲା,,,ମନେ ମନେ ଭାବିଲି ଯେ ଏମିତ କିଛି କୋମଳ ହୃଦୟ ବନ୍ ବ୍ୟକ୍ତି ମାନେ ହିଁ ଆଜି ଯୁଗର ବିଜେତା ।
! ଭଗବାନ ତାଙ୍କର ମଙ୍ଗଳ କରନ୍ତୁ !
! Jai jagarnath swami !