
14/11/2024
ଆଜି କଙ୍କଡାହାଡ ବ୍ଲକ ଘାଗରାମୁଣ୍ଡା ଗ୍ରାମପଂଚାୟତ ଅନ୍ତର୍ଗତ ଭେଜିଆ ଗ୍ରାମ ର ଅବସରପ୍ରାପ୍ତ ପୋଷ୍ଟାଲ ସୁପରଭାଇଜର ତଥା ଘାଗରାମୁଣ୍ଡା ଗ୍ରାମ ପଂଚାୟତ ର ପୂର୍ବତନ ସରପଞ୍ଚ ସୁଜାତା ସିଂହ ଙ୍କ ଶ୍ୱଶୁର √ଭଗବାନ ସିଂହ {69} ଙ୍କ ଢେଙ୍କାନାଳ ଠାରେ ସଡକ ଦୁର୍ଘଟଣା ରେ ଦେହାନ୍ତ ହେବାର ଖବର ପାଇ ତାଙ୍କ ଭେଜିଆ ସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହିତ, ଭଗବାନଙ୍କ ନିକଟରେ ଅମର ଆତ୍ମର ସଦଗତି କାମନା କରିଥିଲି l ଏଭଳି କଠିନ ସମୟରେ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାର ବର୍ଗ ଙ୍କୁ ଶକ୍ତି, ସାହସ ଓ ଧର୍ଯ୍ୟ ଦିଅନ୍ତୁ l
ଓଁ ଶାନ୍ତି 🙏