ବିମଳ କୁମାର ମହାପାତ୍ର

  • Home
  • ବିମଳ କୁମାର ମହାପାତ୍ର

ବିମଳ କୁମାର ମହାପାତ୍ର Contact information, map and directions, contact form, opening hours, services, ratings, photos, videos and announcements from ବିମଳ କୁମାର ମହାପାତ୍ର, rasol, .

"सर्वे भी तू, सर्वा भी तू, जीवन भी तू, मृत्यु भी तू, दाता तू, विधाता तू, देता तू, लेता तू, सत्य तू असत्य हम, भगवन तू, मनुष्य हम, शिव तू, सुंदर तू, शक्ति तू, सब कुछ तू, मैं कुछ नहीं

ଜୟ ଶ୍ରୀ ରାମ 🙏🚩
07/10/2025

ଜୟ ଶ୍ରୀ ରାମ 🙏🚩

🌸 ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟର ପର୍ବ – ପବିତ୍ର 'ବିଜୟାଦଶମୀ' 🌸ଏହି ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ...
02/10/2025

🌸 ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟର ପର୍ବ – ପବିତ୍ର 'ବିଜୟାଦଶମୀ' 🌸
ଏହି ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
ଧର୍ମ, ସତ୍ୟ ଓ ନ୍ୟାୟ ସଦା ସର୍ବୋପରି ରୁହୁ।
✨🙏 ଶୁଭ ବିଜୟାଦଶମୀ 🙏✨

🌟

ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ତାଙ୍କରି ନେତୃତ୍ଵରେ ହିଁ ଦେଶରେ 'ଶ୍ବେ...
02/10/2025

ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ତାଙ୍କରି ନେତୃତ୍ଵରେ ହିଁ ଦେଶରେ 'ଶ୍ବେତ ବିପ୍ଳବ' ଓ 'ସବୁଜ ବିପ୍ଳବ' ଆରମ୍ଭ ହୋଇଥିଲା । ସ୍ଵଦେଶୀ ବିଚାର, ସରଳ ଜୀବନ ଶୈଳୀ ମାଧ୍ୟମରେ ଦେଶରେ ଶାନ୍ତି, ମୈତ୍ରୀ ପ୍ରତିଷ୍ଠା କରିବାରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ।

ସେବା ଓ ସମର୍ପଣର ୧୦୦ ବର୍ଷ। ରାଷ୍ଟ୍ରବାଦ ଓ ରାଷ୍ଟ୍ର ନିର୍ମାଣର ୧୦୦ ବର୍ଷ। ଭାରତୀୟ ସଂସ୍କୃତି ସୁରକ୍ଷାର ୧୦୦ ବର୍ଷ। ରାଷ୍ଟ୍ରୀୟ ସ୍ୱୟଂସେବକ ...
02/10/2025

ସେବା ଓ ସମର୍ପଣର ୧୦୦ ବର୍ଷ।
ରାଷ୍ଟ୍ରବାଦ ଓ ରାଷ୍ଟ୍ର ନିର୍ମାଣର ୧୦୦ ବର୍ଷ।
ଭାରତୀୟ ସଂସ୍କୃତି ସୁରକ୍ଷାର ୧୦୦ ବର୍ଷ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।🚩🌺💐

🙏 ନବଦୁର୍ଗାଙ୍କ ଅଷ୍ଟମ ବେଶ ହେଉଛନ୍ତି ମା ମହାଗୌରୀ।ମା ମହାଗୌରୀଙ୍କ ବିଶେଷତା :🚩ମା’ଙ୍କ ଦେହ ଶ୍ୱେତ (ଧଳା) ପ୍ରଭାରେ ପ୍ରକାଶିତ ।ସେ ଶ୍ୱେତ ବସ...
29/09/2025

🙏 ନବଦୁର୍ଗାଙ୍କ ଅଷ୍ଟମ ବେଶ ହେଉଛନ୍ତି ମା ମହାଗୌରୀ।
ମା ମହାଗୌରୀଙ୍କ ବିଶେଷତା :

🚩ମା’ଙ୍କ ଦେହ ଶ୍ୱେତ (ଧଳା) ପ୍ରଭାରେ ପ୍ରକାଶିତ ।
ସେ ଶ୍ୱେତ ବସନ ପରିଧାନ କରନ୍ତି, ସାଧାରଣତଃ ସେଥିପାଇଁ “ଶ୍ୱେତାମ୍ବରଧରା” କୁହାଯାଏ ।

🚩ମା’ଙ୍କର ଚାରିଟି ହାତ ଅଛି – ଦୁଇଟିରେ ତ୍ରିଶୂଳ ଓ ଡମ୍ରୁ, ଅନ୍ୟ ଦୁଇଟିରେ ଅଭୟ ଓ ବରମୁଦ୍ରା।
ତାଙ୍କର ବାହନ ବୃଷ ।

🚩ପୂଜାର ଫଳ :
ମା ମହାଗୌରୀଙ୍କ ପୂଜା କରିଲେ ସମସ୍ତ ପାପରୁ ମୁକ୍ତି ମିଳେ।
ଭକ୍ତଙ୍କର ମନରେ ଶାନ୍ତି, ସଫଳତା ଓ ଶୁଦ୍ଧି ଆସେ।
ସମସ୍ତ ସମ୍ପଦ ଓ ଶ୍ରେୟ ଦାନ କରନ୍ତି।

🌸 ଧ୍ୟାନ ମନ୍ତ୍ର :

ଶ୍ୱେତ ବୃଷେ ସମାରୂଢା ଶ୍ୱେତାମ୍ବରଧରା ଶୁଚିଃ।
ମହାଗୌରୀ ଶୁଭଂ ଦଦ୍ୟାଦ୍ଦେବୀ ଦାନବମୋହିନୀ॥
🌸 ପ୍ରାର୍ଥନା :

ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ।
ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମୋऽସ୍ତୁତେ॥

👉 ସାରକଥା: ଅଷ୍ଟମୀ ଦିନରେ ନବଦୁର୍ଗାଙ୍କୁ ମା ମହାଗୌରୀ ବେଶରେ ପୂଜା କରାଯାଏ।
ଶ୍ରୀ ଶ୍ରୀ Ugreswar Mandir Chitalpur

🙏 ମା କାଳରାତ୍ରି 🙏🌺ମା କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ରୂପ ।ସେ ‘ଶୁଭକରୀଣୀ’ ଭାବେ ପରିଚିତ, ଯେପରି ଭୟଙ୍କର ରୂପରେ ଦେଖାଯାଏ, କିନ୍ତୁ ସେ ଭକ...
28/09/2025

🙏 ମା କାଳରାତ୍ରି 🙏

🌺ମା କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ରୂପ ।
ସେ ‘ଶୁଭକରୀଣୀ’ ଭାବେ ପରିଚିତ, ଯେପରି ଭୟଙ୍କର ରୂପରେ ଦେଖାଯାଏ, କିନ୍ତୁ ସେ ଭକ୍ତମାନଙ୍କୁ ଶୁଭ, ସାହସ ଓ ନିର୍ଭୟତା ଦିଆନ୍ତି ।

🌺ରୂପ ବିବରଣୀ:

•ମାଙ୍କର କଳା କାୟା ବିଶାଳ,
•ଉଜ୍ଜ୍ୱଳ ତିନିଟି ନୟନ
•ମୁଣ୍ଡରେ ବିସ୍ତୃତ କେଶ
•ଗଳାରେ ମାଳା
•ହାତରେ ଖଡ଼ଗ ଓ ବଜ୍ର, ଆଉ ଦୁଇଟି ହାତ ଅଭୟ ଓ ବରଦାନ ମୁଦ୍ରାରେ
•ସେ ଗଧାରେ (ଗଧରାଜରେ) ବିରାଜ କରନ୍ତି

🌺ମା କାଳରାତ୍ରିଙ୍କ ମହିମା:

ମାଙ୍କର ପୂଜା କଲେ ସମସ୍ତ ଭୟ, ବାଧା, ଦୁଷ୍ଟଶକ୍ତି ନଶ୍ଚୟ ହୁଏ ।
ସାଧକଙ୍କୁ ମୋକ୍ଷ ଓ ଅଜର-ଅମରତ୍ୱର ଦ୍ୱାର ଖୋଲିଯାଏ ।
ମାଙ୍କୁ ପୂଜିଲେ ନିର୍ଭୟତା, ସାହସ, ଆତ୍ମଶକ୍ତି ବଢ଼ିଥାଏ ।

🌺ପୂଜା ବିଧି:
ନବରାତ୍ରୀର ସପ୍ତମ ଦିନେ ମା କାଳରାତ୍ରୀଙ୍କ ପୂଜା କରାଯାଏ ।
ନୀଳ ରଙ୍ଗ ଏହି ଦିନର ପ୍ରତିକ ।

ଭକ୍ତମାନେ ନୀଳ ପୁଷ୍ପ, ଗୁଗୁଳ ଧୂପ, ଲାଲ ଫଳ ଓ ପାନୀୟ ଦ୍ୱାରା ପୂଜା କରନ୍ତି ।

ମାଙ୍କର "ଓଁ ଦେବୀ କାଳରାତ୍ର୍ୟୈ ନମଃ" ମନ୍ତ୍ର ଜପ କରାଯାଏ ।

ଶ୍ରୀ ଶ୍ରୀ Ugreswar Mandir Chitalpur

🙏 ମା କୁଷ୍ମାଣ୍ଡା🙏"ସୁରାସମ୍ପୂର୍ଣ୍ଣ କଳଶଂ ରୁଦ୍ରବାଣପ୍ରହାରିଣୀମ୍।ଧନୁର୍ଭାଣଧରାଂ ଦେବୀଂ କୁଷ୍ମାଣ୍ଡାଂ ଜଗତ୍ପତିମ୍॥"ନବଦୁର୍ଗାଙ୍କ ଚତୁର୍ଥ ରୂ...
25/09/2025

🙏 ମା କୁଷ୍ମାଣ୍ଡା🙏

"ସୁରାସମ୍ପୂର୍ଣ୍ଣ କଳଶଂ ରୁଦ୍ରବାଣପ୍ରହାରିଣୀମ୍।
ଧନୁର୍ଭାଣଧରାଂ ଦେବୀଂ କୁଷ୍ମାଣ୍ଡାଂ ଜଗତ୍ପତିମ୍॥"

ନବଦୁର୍ଗାଙ୍କ ଚତୁର୍ଥ ରୂପ ହେଉଛନ୍ତି ମା କୁସ୍ମାଣ୍ଡା। "କୁ" ଅର୍ଥେ ଅଳ୍ପ, "ଉଷ୍ମା" ଅର୍ଥେ ତାପ, ଓ "ଆଣ୍ଡ" ଅର୍ଥେ ବ୍ରହ୍ମାଣ୍ଡ। ଅର୍ଥାତ୍ – ନିଜର ହାଲୁକା ହସରେ ସମଗ୍ର ବ୍ରହ୍ମାଣ୍ଡର ସୃଷ୍ଟି କରିଥିବା ଦେବୀ।

✨ ବେଶ ବିବରଣୀ:
•ମା କୁଷ୍ମାଣ୍ଡାଙ୍କର ଅଷ୍ଟଭୁଜା ରୂପ।
•ସେ ଅଷ୍ଟୋଟି ହସ୍ତରେ କମଳ, ଧନୁ, ବାଣ, କମଣ୍ଡଳୁ, ଚକ୍ର, ଗଦା, ଅମୃତକଳଶ ଓ ଜପମାଳା ଧାରଣ କରିଥାନ୍ତି।
•ସିଂହ ହେଉଛି ମାଙ୍କ ବାହନ।
•ସେ "ଆଦିସୃଷ୍ଟିକାରିଣୀ" ଭାବେ ପରିଚିତ।

🌸 ମାହାତ୍ମ୍ୟ:
ମା କୁଷ୍ମାଣ୍ଡାଙ୍କ ପୂଜାରେ —
•ସ୍ୱାସ୍ଥ୍ୟ, ଧନ, ଶକ୍ତି ଓ ଆୟୁର ବୃଦ୍ଧି ହୁଏ।
•ଭକ୍ତଙ୍କର ସମସ୍ତ ରୋଗ-ଶୋକ ଦୂର ହୁଏ।
•ଦେବୀଙ୍କ କୃପାରେ ଜୀବନରେ ଆଲୋକ, ଶାନ୍ତି ଓ ସମୃଦ୍ଧି ଆସେ।

📿 ଧ୍ୟାନ ମନ୍ତ୍ର:

"ଓଂ ଦେବୀ କୁଷ୍ମାଣ୍ଡାୟୈ ନମଃ"

"ସୁରାସମ୍ପୂର୍ଣ୍ଣ କଳଶଂ ରୁଦ୍ରବାଣପ୍ରହାରିଣୀମ୍।
ଧନୁର୍ଭାଣଧରାଂ ଦେବୀଂ କୁଷ୍ମାଣ୍ଡାଂ ଜଗତ୍ପତିମ୍॥"

🌸 ମାଙ୍କ ପୂଜାରେ କୁମୁଦି, ଧୂପ, ଦୀପ, ବିଲ୍ୱପତ୍ର ଓ କୁମ୍ରା (କୁଷ୍ମାଣ୍ଡ) ଅର୍ପଣ କରିବାକୁ ଶାସ୍ତ୍ରରେ ବିଶେଷ ମାନ୍ୟତା ଅଛି।
Ugreswar Mandir Chitalpur

🙏 ମା ଚନ୍ଦ୍ରଘଣ୍ଟା🙏!! ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା ।ନମସ୍ତସ୍ୟୈ, ନମସ୍ତସ୍ୟୈ, ନମସ୍ତସ୍ୟୈ, ନମୋ ନମଃ !!     🚩ମା ନବଦୁର୍ଗା...
25/09/2025

🙏 ମା ଚନ୍ଦ୍ରଘଣ୍ଟା🙏

!! ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା ।
ନମସ୍ତସ୍ୟୈ, ନମସ୍ତସ୍ୟୈ, ନମସ୍ତସ୍ୟୈ, ନମୋ ନମଃ !!

🚩ମା ନବଦୁର୍ଗାଙ୍କର ତୃତୀୟ ରୂପ। 🚩

👉ବିଶେଷତା :
ମା’ଙ୍କ ମାଥାରେ ଅର୍ଧଚନ୍ଦ୍ର ଘଣ୍ଟା ପରି ଦେଖାଯାଏ, ସେଇଥିପାଇଁ ନାମ ଚନ୍ଦ୍ରଘଣ୍ଟା।
ସୁନ୍ଦର ଓ ଶାନ୍ତ ମୁର୍ତ୍ତି, କିନ୍ତୁ ରୂଦ୍ର ରୂପରେ ଦେବୀଙ୍କ ରଣଶୌର୍ୟ ଅପରିମିତ।

👉ଦଶହସ୍ତିନୀ — ଦଶଟି ହାତରେ ଭିନ୍ନ ଭିନ୍ନ ଅସ୍ତ୍ର, ଅଭୟ ଓ ଵରମୁଦ୍ରା।
ସିଂହ ବାହିନୀ।
ସଦା ଘଣ୍ଟାଧ୍ୱନି ଓ ସିଂହ ଦହାଡ଼ ସହିତ ଦେବୀ ରଣକ୍ଷେତ୍ରରେ ଅସୁରମାନଙ୍କୁ ବିନାଶ କରିଥାନ୍ତି।

👉ପୂଜାର ମାହାତ୍ମ୍ୟ :
ତୃତୀୟ ନବରାତ୍ରିରେ ମା’ଙ୍କ ଉପାସନା କରାଯାଏ।
ଭକ୍ତଙ୍କୁ ସାହସ, ସ୍ଵାସ୍ଥ୍ୟ, ଶକ୍ତି ଓ ଦୁଷ୍ଟଦଳନର ଶକ୍ତି ପ୍ରଦାନ କରନ୍ତି।
ସଦା “ଶାନ୍ତି ଓ ସଂରକ୍ଷଣ” ଦେଇଥାନ୍ତି।

👉ମାନ୍ତ୍ର :

"ଓଁ ଦେବୀ ଚନ୍ଦ୍ରଘଣ୍ଟାୟୈ ନମଃ"

ପିଣ୍ଡଜ ପ୍ରବରାରୂଢ଼ା ଚନ୍ଦ୍ରଘଣ୍ଟା ଶୁଭାନନା ।
ଗୃହୀତୋଜ୍ଞାୟୁଧାରା ଦେବୀ ଷଣ୍ମୁଖୀଭୂଷିତା

💐💐💐💐💐💐💐💐💐💐💐💐💐💐

🌺🕉️ଏକ ସୁସ୍ଥ ଶୈବ ସମାଜ ଗଠନରେ ସାମିଲ ହୁଅନ୍ତୁ—ସମାଜର ସୁଦୃଢ଼ତା, ଏକତା ଓ ସଂସ୍କୃତିର ସୁରକ୍ଷା ପାଇଁ ଆସନ୍ତୁ ସମସ୍ତେ ମିଳିମିଶି ଏକ ସୁସ୍ଥ ଶ...
22/09/2025

🌺🕉️
ଏକ ସୁସ୍ଥ ଶୈବ ସମାଜ ଗଠନରେ ସାମିଲ ହୁଅନ୍ତୁ

ସମାଜର ସୁଦୃଢ଼ତା, ଏକତା ଓ ସଂସ୍କୃତିର ସୁରକ୍ଷା ପାଇଁ ଆସନ୍ତୁ ସମସ୍ତେ ମିଳିମିଶି ଏକ ସୁସ୍ଥ ଶୈବ ସମାଜ ଗଠନ କରିବା।
ଭଗବାନ୍ ଶିବଙ୍କର ଆଦର୍ଶ ଅନୁସରି,
👉 ଧର୍ମରେ ଆସ୍ଥା
👉 ସମାଜରେ ସମାନତା
👉 ଯୁବପିଢ଼ୀରେ ଶିକ୍ଷା ଓ ଜାଗୃତି
👉 ସେବାରେ ସମର୍ପଣ
ଏକତାରେ ଶକ୍ତି, ଶିବଭକ୍ତିରେ ସମୃଦ୍ଧି। 🙏

ଜୀବନ ର ୬ ଟି ମୂଳ ନୀତି
20/09/2025

ଜୀବନ ର ୬ ଟି ମୂଳ ନୀତି

20/09/2025

I got over 20 reactions on one of my posts last week! Thanks everyone for your support! 🎉

Address

Rasol

759020

Website

Alerts

Be the first to know and let us send you an email when ବିମଳ କୁମାର ମହାପାତ୍ର posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share