News odia odisha

  • Home
  • News odia odisha

News odia odisha Contact information, map and directions, contact form, opening hours, services, ratings, photos, videos and announcements from News odia odisha, News & Media Website, dhenkanal, .

ଭିଡ଼ ଭିତରେ କିଛି ଅଲଗା ସ୍ୱର ସତ୍ୟତା ଖବର ଉପରେ ଆଧାରିତ News odia odisha ସାରା ଓଡିଶା ଖବର ପ୍ରସାରଣ ନିଉଜ ଓଡ଼ିଆ ଓଡିଶା 24×7 ଜନ ସମସ୍ୟା ଓ ସୁନ୍ଦର ପୋରାଣିକ ଜାଗlର ସମସ୍ୟା ଓ ଆନ୍ଦୋଳନ ପାଇଁ ଠିଆ ହେଵା ସତ୍ୟ ମେବ ଜୟତେ ଆମର ସମସ୍ୟାପ୍ରତିବାଦ
🙏💐🙏

01/11/2025

ଯୋରନ୍ଦା ମାର୍କେଟ କୁ ଯାଇଥିଲି ଯୋଉ ରେଟ ଖାଇବା ଅଭାବ ହେବ Narendra Modi

01/11/2025

ଢେଙ୍କାନାଳ ବହୁ ଚର୍ଚିତ ତରଭା ହତ୍ୟାକାଣ୍ଡ ଘଟଣାର ସିଭିଲ କୋଟଠାରେ ରାୟ ପ୍ରକାଶ,୮ ଜଣଙ୍କୁ ସଶ୍ରମ କାରାଦଣ୍ଡ

ଢେଙ୍କାନାଳବାସୀଙ୍କୁ ଅପମାନିତ କରିଥିବା ତପି ମିଶ୍ର ଓ ବ୍ୟୋମକେଶଙ୍କ ବିରୋଧରେ ୬ରେ ଆନ୍ଦୋଳ ଡାକରା !ଢେଙ୍କାନାଳ ସଦର : ଢେଙ୍କାନାଳବାସୀଙ୍କୁ ସୋ...
01/11/2025

ଢେଙ୍କାନାଳବାସୀଙ୍କୁ ଅପମାନିତ କରିଥିବା ତପି ମିଶ୍ର ଓ ବ୍ୟୋମକେଶଙ୍କ ବିରୋଧରେ ୬ରେ ଆନ୍ଦୋଳ ଡାକରା !
ଢେଙ୍କାନାଳ ସଦର : ଢେଙ୍କାନାଳବାସୀଙ୍କୁ ସୋସିଆଲ୍ ମିଡିଆରେ ଅପମାନ କରିଥିବା ତପି ମିଶ୍ର ଓ ବ୍ୟୋମକେଶ ତ୍ରିପାଠୀଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଆଜି ଢେଙ୍କାନାଳବାସୀ ପୁନର୍ବାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଢେଙ୍କାନାଳକୁ ଅପମାନିତ କରିଥିବା ତଥା ନିନ୍ଦିତ କରିଥିବା ତପି ମିଶ୍ର ଓ ବ୍ୟୋମକେଶଙ୍କ ବିରୋଧରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ୪୮ ଘଣ୍ଟା ମଧ୍ୟରେ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କ ବିରୋଧରେକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ୬ରେ ଢେଙ୍କାନାଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ । ଏହି ଦାବୀ ପତ୍ର ପ୍ରଦାନ ସମୟରେ ମନୋରଞ୍ଜନ ଜେନା,ଚିତରଞ୍ଜନ ରାଉତ,ଅଭିଷେକ୍ ବେହେରା,ସୁବ୍ରତ ସାହୁ,ବଳରାମ ବେହେରା,ନିରଞ୍ଜନ ବେହେରା,ପିକୁଲ୍ ମହାନ୍ତି,ମନୋଜ କୁମାର ମହାପାତ୍ର,ଅବ୍‌ଦୁଲ୍‌ ନସିବ୍‌,ହେମନ୍ତ କୁମାର ସ୍ୱାଇଁ,ବିଶ୍ୱଜିତ୍ ବେହେରା,ମୁନା ପାଣି ଓ ମାମୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ! ゚viralシfypシ゚viralシalシfollowers ゚viralシfypシ゚ Dhenkanal District Administration District Dhenkanal Dhenkanal Municipality

31/10/2025

ଆଜି ପବିତ୍ର ଅଁଳାନବମୀ ତିଥିରେ କାନ୍ହା ମନ ଉଛନ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜୟ ରାଧେ

30/10/2025

ଢେଙ୍କାନାଳ ଯୁବୁଲି ଟାଉନ ନିଳାଦ୍ରି ବିହାରରୁ ଦିନ ଦ୍ଵିପ୍ରହରେ ଘରୁ ସ୍କୁଟି ଚୋରୀର ଭିଡିଓ ଭାଏରାଲ

ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ଚୋରମାନଙ୍କରେ ପାଦୃଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛିଦିନ ହେବ ରାତି କଥା କିଏ ପଚାରି ଦିନ ଦ୍ବିପର ସମୟରେ ବିଭିନ୍ନ ଲୁଟ ହେଉଛି । ହେଲେ ପୋଲିସ କହୁଛି ପେଟ୍ରୋଲିଙ୍ଗ କଡ଼ାକଡି ଚାଲିଛି । ଏହି ଭିଡିଓ ଟିକୁ ଭଲ ଭାବରେ ଦେଖନ୍ତୁ । ଜଣେ ଯୁବକ ସହରର ଯୁବୁଲିଟାଉନ ନିଳାଦ୍ରି ବିହାରର ଗଳିରେ ଚାଲି ଚାଲି ପଶିବା ପରେ ଘରକୁ ଘର ବୁଲୁଛି । ଶେଷରେ ଏକ ଧଳା ସ୍କୁଟିକୁ ଚୋରି କରି ନେଇ ଚାଲିଯାଉଛି । ସ୍କୁଟିଟି ସନ୍ଦିପ କୁମାରଙ୍କ ପତ୍ନୀ ଦିପିକା ରାୟ ଙ୍କର ବୋଲି ଜଣାପଡ଼ିଛି ।
#vairalreels

29/10/2025

ଢେଙ୍କାନାଳ ଟାଟାଷ୍ଟିଲ ତରଫରୁ କପିଳାଶରେ ହାଫ ମାରାଥନ ଜାନୁୟାରୀ ୧୦ ରୁ ଆରମ୍ଭ ହେବାକୁ ଯାଉଛି

କପିଳାସ ହାଫ୍ ମାରାଥନର ଟିସାର୍ଟ ଉନ୍ମୋଚନ ୨୦୨୬ ଟାଟା ଷ୍ଟିଲ୍‌ଦୁଇଟି ସ୍ମରଣୀୟ ସଂସ୍କରଣ ପରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ...
29/10/2025

କପିଳାସ ହାଫ୍ ମାରାଥନର ଟିସାର୍ଟ ଉନ୍ମୋଚନ ୨୦୨୬ ଟାଟା ଷ୍ଟିଲ୍‌

ଦୁଇଟି ସ୍ମରଣୀୟ ସଂସ୍କରଣ ପରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ'ର ତୃତୀୟ ସଂସ୍କରଣ ଘୋଷଣା କରାଯାଇଛି । ଏହି ହାଫ ମାରାଥନ ୨୦୨୬ ଜାନୁଆରି ୧୦ରେ ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଚନ୍ଦ୍ରଶେଖର ମହାଦେବ ମନ୍ଦିର ନିକଟରେ ତଥା କପିଳାସ ବନ୍ୟଜନ୍ତୁ ଅଭୟାରଣ୍ୟର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏହା ଅନୁଷ୍ଠିତ ହେବ ।
ଏହି ପରିପେକ୍ଷିରେ ୨୦୨୬ ହାଫ ମାରାଥନର ଅଫିସିଆଲ ଟି-ସାର୍ଟକୁ ଢେଙ୍କାନାଳର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଆଶିଷ ଈଶ୍ବର ପାଟିଲ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଢେଙ୍କାନାଳ ଏସପି ଅଭିନବ ସୋନକର, ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କର, ଟାଟା ଷ୍ଟିଲ ମେରାମଣ୍ଡଳୀର କର୍ପୋରେଟ ସର୍ଭିସେସ ମୁଖ୍ୟ ମୋହିତ ଦାସ, ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ ମୁକୁଲ ବିନାୟକ ଚୌଧୁରୀ ଓ ଏମଜିଏମ ମିନେରାଲସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗୋପବନ୍ଧୁ ଦାଶ ଉପସ୍ଥିତ ଥିଲେ ।

Address

Dhenkanal

Telephone

+916372788705

Website

https://x.com/news_odia25241?t=yev9FCJdu67HrMH6Gu5A-g&s=09

Alerts

Be the first to know and let us send you an email when News odia odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to News odia odisha:

  • Want your business to be the top-listed Media Company?

Share