Hinjilicut Live

Hinjilicut Live Provide Information

11/09/2026

ଶୁଣିବାକୁ ମିଳୁଛି ଓରାଙ୍ଗ ଓଟାନ ନନ୍ଦନକାନନ ରେ ନୁହେଁ ଗୁଜୁରାଟ ଯିବେ

09/09/2026

ପାକିସ୍ଥାନ ର ସିନ୍ଧ ପ୍ରଦେଶ ରେ ଶ୍ରୀ ଜଗନ୍ନାଥଙ୍କ ନାମରେ ଯେଉଁ ଜମି ରହିଛି ତାହା ସରକାର ଫେରାଇ ଆଣିବେ। ଭଲ କଥା।

05/09/2026
05/09/2026

भारत–इटली का रिश्ता भी बड़ा दिलचस्प है! 🇮🇳🇮🇹

कभी एक महिला प्यार के लिए इटली से भारत आईं—
शादी के बाद पति प्रधानमंत्री बने।

अब इतिहास फिर दोहराया तो?
कोई पुरुष प्यार में लोटा लेकर इटली भाग सकता है…
और प्रेमिका इटली की PM बन सकती हैं! 😏

सियासत में देश बदल सकता है,
पर सत्ता का मोह नहीं! 😂

31/08/2026

ଦେବ ଦୁର୍ଲ୍ଲଭଙ୍କ ଗୋଇଠା ମାଡ଼ରେ ସମର୍ପିତ ମାନେ ଚେପା,
ଆଦରଣୀୟ ମାନେ ଅନାଦର ଏବେ, ଯଶସ୍ୱୀ ମାନେ ସଭିଙ୍କ ବୋପା।।

28/08/2026

ଠନ୍ ଠନ୍ ଠନ୍ ହେଲା??
🤪🤪🤪

 #ମିଶ୍ରଣ_ପର୍ବ ସରିଲା। ଏଥର ଚାଲିବ  #ଦଳତଡା_ପର୍ବ। ଦଳର ଯେତେ ପୁରୁଣା  ନେତା କର୍ମୀ ତଡ଼ା ଖାଇବେ।
20/08/2026

#ମିଶ୍ରଣ_ପର୍ବ ସରିଲା। ଏଥର ଚାଲିବ #ଦଳତଡା_ପର୍ବ। ଦଳର ଯେତେ ପୁରୁଣା ନେତା କର୍ମୀ ତଡ଼ା ଖାଇବେ।

District Administration, Ganjam Zilla Parishad, Ganjam
20/08/2026

District Administration, Ganjam Zilla Parishad, Ganjam

18/08/2026

ଶିକିରି ପାଢ଼ିସାହି ନୂଆଁ ବନ୍ଧର ୫ଲକ୍ଷ ଟଙ୍କା ସରକାରୀ ଅର୍ଥରେ ହୋଇଥିବା ସୌନ୍ଦର୍ଯ୍ୟକରଣର ଗାର୍ଡୱାଲ୍ ଆଜି ଧସିଗଲା!।
କାଲିକି ଯନ୍ତ୍ରୀ ବ୍ୟବସ୍ଥା ବୁଝିବେ 🥱🥱🤪🤪🤪

Address

Hinjilicut
Hinjilicut
761102

Telephone

+917008444519

Website

Alerts

Be the first to know and let us send you an email when Hinjilicut Live posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share