Hinjilicut Live

Hinjilicut Live To gathering and serving the information.

ଲୋକଙ୍କ ସ୍ବାସ୍ଥ୍ୟକୁ ନେଇ ସାଙ୍ଘାତିକ କୁକର୍ମ!!ସତରେ ଷଡ଼ଯନ୍ତ୍ର ନା ଅବହେଳାରୁ ଖସିଯିବାକୁ ବିଭାଗ ପକ୍ଷରୁ ପରମୁଣ୍ଡରେ ଅଠା ଗୋଳାଇବା ଉଦ୍ୟମ?!...
19/02/2026

ଲୋକଙ୍କ ସ୍ବାସ୍ଥ୍ୟକୁ ନେଇ ସାଙ୍ଘାତିକ କୁକର୍ମ!!
ସତରେ ଷଡ଼ଯନ୍ତ୍ର ନା ଅବହେଳାରୁ ଖସିଯିବାକୁ ବିଭାଗ ପକ୍ଷରୁ ପରମୁଣ୍ଡରେ ଅଠା ଗୋଳାଇବା ଉଦ୍ୟମ?!?!

Panchayati Raj & Drinking Water Department, Government of Odisha

ପ୍ରଥମେ ପାନ ମସଲା ବ୍ୟାନ୍ କଲେ। ପୁଣି ବ୍ୟାନ୍ ହେବନାହିଁ ଘୋଷଣା କଲେ ସରକାର। ଏହାର କାରଣ କଣ ହୋଇପାରେ??
31/01/2026

ପ୍ରଥମେ ପାନ ମସଲା ବ୍ୟାନ୍ କଲେ। ପୁଣି ବ୍ୟାନ୍ ହେବନାହିଁ ଘୋଷଣା କଲେ ସରକାର।

ଏହାର କାରଣ କଣ ହୋଇପାରେ??

20/01/2026
20/01/2026

ଯାହା ଆଲୋଚନା ହେଉଛି, ଖୁବ୍ ଶୀଘ୍ର ଜଣେ କ୍ରୀତଦାସଙ୍କୁ ଦଳରୁ ରିଲିଜ୍ କରିପାରନ୍ତି ଛାମୁ।

ନବବର୍ଷର ଶୁଭେଚ୍ଛା 💐
01/01/2026

ନବବର୍ଷର ଶୁଭେଚ୍ଛା 💐

ବିଜେଡି ପ୍ରତିଷ୍ଠା ଦିବସରେ ଯୋଗଦେଇ ହଠାତ୍ ଏପରି କାହିଁକି କହିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ??  ପାଣ୍ଡିଆନଙ୍କୁ ନେଇ ଦଳରେ ଅସନ୍ତୋଷ କ...
28/12/2025

ବିଜେଡି ପ୍ରତିଷ୍ଠା ଦିବସରେ ଯୋଗଦେଇ ହଠାତ୍ ଏପରି କାହିଁକି କହିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ?? ପାଣ୍ଡିଆନଙ୍କୁ ନେଇ ଦଳରେ ଅସନ୍ତୋଷ କୁହୁଳୁଥିବା ବେଳେ, ପାଣ୍ଡିଆନ ଦମ୍ପତିଙ୍କ ସପକ୍ଷରେ କାହିଁକି ଯୁକ୍ତି ରଖିଛନ୍ତି ବିଶ୍ବାଳ? ଏଥି ପୂର୍ବରୁ ବହୁତ ଆଲୋଚନା ହେଉଥିଲା ବିଜେଡି ର ୨୯ତମ ପ୍ରତିଷ୍ଠା ଦିବସରେ ଏଣ୍ଟ୍ରି ମାରିବେ ସୁଜାତା ପାଣ୍ଡିଆନ ( ରାଉତ)। ପାଣ୍ଡିଆନଙ୍କ ସନ୍ୟାସୀ ଅବତାର ପରେ ଦଳର ମଙ୍ଗ ଧରିବେ ଓଡ଼ିଆ ଝିଅ ସୁଜତା। ହେଲେ ସେମିତି କିଛି ହେଲାନାହିଁ। ପ୍ରତିଷ୍ଠା ଦିବସ ପୂର୍ବରୁ ବିଜେଡି ନେତାଙ୍କ ବଣଭୋଜି ବେଶ ସରଗରମ ଆଲୋଚନାର ଖୋରାକ ଯୋଗାଇଥିଲା। ଏଥର ପ୍ରତିଷ୍ଠା ଦିବସ ସମସ୍ତ ପାଇଁ ଅପେକ୍ଷା ଥିଲା। କଣ ଗୋଟାଏ ଘଟିବ!!! ତେବେ ସେମିତି କିଛି ବଡ଼ ଘଟଣା ଘଟିଲା ନାହିଁ । ତଥାପି ଏ ଥର ପ୍ରତିଷ୍ଠା ଦିବସରେ ମୁନ୍ନା ଖାଁ, ବଦ୍ରୀ ପାତ୍ ଓ ଅନ୍ୟ କିଛି ନେତା ଚର୍ଚ୍ଚା କୁ ଆସିଲେ। ତେବେ ଚୌଦ୍ଵାର- କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଅଧିକ ଚର୍ଚ୍ଚା ହେଲେ। କୁଆଡେ ଗୋଟିଏ ତୀରରେ ୨ ଶିକାର ଭଳି ବିଶ୍ବାଳ ବାବୁଙ୍କ ଯୁକ୍ତି ଏବେ ବିଜେଡି ଶିବିର ଓ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି।
୨୦୧୯ରେ ବିଜେଡି ସରକାର ଆସିବାରେ ପାଣ୍ଡିଆନ ଦମ୍ପତିଙ୍କ ହାତ ଥିବା ସତ୍ୟ। ଏବେ ଦଳରେ ପୁରସ୍କାର ମିଳିବା ଆବଶ୍ୟକ ବୋଲି କହିଛନ୍ତି।( ଯଦିଓ ଉଭୟ ପାଣ୍ଡିଆନ ଦମ୍ପତି ସେତେବେଳେ ସରକାରୀ ଚାକିରିଆ ଥିଲେ, ଏବଂ ଏହା ସରକାରୀ ଚାକିରିଆ ଙ୍କ ନୀତି ନିୟମର ବିରୋଧାଭାସ ଅଟେ।)। କେବଳ ସେତିକି ନୁହେଁ, ପ୍ୟାରୀମୋହନ ଓ ପାଣ୍ଡିଆନ ଦଳ ପାଇଁ ଏସେଟ ଥିଲେ ଓ ଅଛନ୍ତି ବୋଲି ମଧ୍ୟ କହିଛନ୍ତି ପ୍ରଭାତ ବାବୁ।
୨୯ ମଇ ୨୦୧୨ର ମିଡ ନାଇଟ ଅପରେସନ ପରେ ପ୍ୟାରୀମୋହନଙ୍କୁ ନବୀନ କଣ କହିଥିଲେ - It was a midnight plot to dethrone me. ବେଇମାନ , beiman (traitor) beimani.। ନବୀନଙ୍କ ଗାଦି ଛଡେଇ ନେବାକୁ ରାତି ଅଧିଆ ଉଦ୍ୟମ କରିଥିଲେ ପ୍ୟାରୀମୋହନ ବାବୁ ବୋଲି ଅଭିଯୋଗ କରିଥିଲେ ନବୀନ। ଅନ୍ୟ ପକ୍ଷରେ ୨୦୨୪ ନିର୍ବାଚନ ରେ ପାଣ୍ଡିଆନଙ୍କ ପାଇଁ ଦଳ କ୍ଷମତାରୁ ଗଲା ବୋଲି ଏବେ ବିଜେଡି ଦଳ ସହ ସବୁଠାରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । ଜଣେ ନବୀନଙ୍କୁ କ୍ଷମତାରୁ ଅପସାରଣ କରିବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ପାରିଲେନି। ଅନ୍ୟ ଜଣେ ନବୀନଙ୍କୁ କ୍ଷମତାରୁ ବାହାର କରିଦେଲେ ଅଥଚ କାହାର ପ୍ରତିକ୍ରିୟା ପ୍ରକାଶ ପାଇଁ ସାହାସ ନାହିଁ କି ନବୀନ ମଧ୍ୟ ଜାଣିପାରିଲେ ନାହିଁ। ଉଭୟ ପ୍ୟାରୀମୋହନ ଓ ପାଣ୍ଡିଆନ ଦଳ ପାଇଁ ଏସେଟ.... ବିଶ୍ବାଳଙ୍କ କହିବା ଅର୍ଥ କଣ ସୂଚାଉଛି??
ଅର୍ଥାତ୍, ପ୍ରଭାତ ବାବୁ ଏହିକଥା ଚାହୁଁଛନ୍ତି ଯେ, ପୁଣିଥରେ ନବୀନ ସେହି ଶବ୍ଦ beiman (traitor) ବ୍ୟବହାର କରନ୍ତୁ।
ପ୍ରଭାତଙ୍କ ଇଏ ଏକ ରାଜନୈତିକ ଗୋଟି ଚାଳନା ମନେ ହେଉଛି। ମା' ପେଟରୁ ଅଲଟ୍ରାସାଉଣ୍ଡ କରି ଭ୍ରୁଣ ହତ୍ୟା ଭଳି । ପାଣ୍ଡିଆନ ଦମ୍ପତି ଙ୍କ ବିଜେଡି ରେ ରାଜନୈତିକ କ୍ୟାରିଅର ଆରମ୍ଭ ହେଉ ହେଉ ଶେଷ କରିବା ଭଳି। ପ୍ରଭାତ ବାବୁ ସତରେ ପାଣ୍ଡିଆନ ଦମ୍ପତି ଙ୍କ ପାଇଁ କହିଛନ୍ତି ନା ଭିତରେ ଆଉ କଣ ଅଛି?????
ପ୍ରଭାତଙ୍କ ଏଇ ଗୋଟିଏ ଗୋଟି ଚାଳନା ଅନେକ ନେତାଙ୍କ ନିଦ ହଜିଯାଇଛି। ମାମଲାତକାର ନେତାମାନେ ଏବେ ହରଡ଼ଘଣାରେ। ବିଜେଡି ରାଜନୀତି ଆଗକୁ କଣ ହେଉଛି ଦେଖାଯାଉ.......
( #ଚା_ଖଟି)

🥱🥱🥱🥱
26/12/2025

🥱🥱🥱🥱

24/12/2025

ଆଗରୁ ମୋ ଗାଡ଼ିରୁ କଳା ଧୂଆଁ ବାହାରୁଥିଲା। ପରିବହନ ବିଭାଗ ତାଗିଦ୍ ପରେ ୧୫୦/ ଟଙ୍କା ଖର୍ଚ୍ଚ କରି ପଲ୍ୟୁସନ ସାର୍ଟିଫିକେଟ ପରେ ଏବେ ଗାଡିରୁ ଖାଲି ମୋଟା ଅକ୍ସିଜେନ ଗୁଡ଼ାକ ବାହାରୁଛି।😁😁😀😀

20/12/2025

Address

Hinjilicut
Hinjilicut

Telephone

+917008444519

Website

Alerts

Be the first to know and let us send you an email when Hinjilicut Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Hinjilicut Live:

Shortcuts

Share