The Sakala News

The Sakala News Stay updated with Sakala News – Your source for breaking news, Odisha headlines, and the latest updates from India and around the world.
(2)

Catch top stories on sports, business, entertainment, and more. Follow us for real-time news!

ଋଣ ପରିଶୋଧ କରିବାରେ ଅକ୍ଷମ ଦେଶର ଚାଷୀ : ଋଣ ବଢ଼ୁଛି, ଖିଲାପୀ ବି ବଢ଼ୁଛି
12/03/2025

ଋଣ ପରିଶୋଧ କରିବାରେ ଅକ୍ଷମ ଦେଶର ଚାଷୀ : ଋଣ ବଢ଼ୁଛି, ଖିଲାପୀ ବି ବଢ଼ୁଛି

ନୂଆଦିଲ୍ଲୀ : ଚାଷୀଙ୍କ ପାଇଁ ବଡ଼ ଚିନ୍ତାଜନକ ଖବର। ବର୍ତ୍ତମାନ ଦେଶରେ ଚାଷୀମାନେ ସେମାନଙ୍କର ଋଣ ପରିଶୋଧ କରିବାରେ ଅକ୍ଷମ ହେଉଛନ୍ତି.....

ୟୁପିଆଇ-ରୁପେ କାର୍ଡ ବ୍ୟବହାର ଉପରେ ଦେବାକୁ ହେବ ଚାର୍ଜ, ପୁଣି ଥରେ ମର୍ଚ୍ଚାଣ୍ଟ ଫି’ ଲାଗୁ କରିବେ ସରକାର
12/03/2025

ୟୁପିଆଇ-ରୁପେ କାର୍ଡ ବ୍ୟବହାର ଉପରେ ଦେବାକୁ ହେବ ଚାର୍ଜ, ପୁଣି ଥରେ ମର୍ଚ୍ଚାଣ୍ଟ ଫି’ ଲାଗୁ କରିବେ ସରକାର

ନୂଆଦିଲ୍ଳୀ : ବର୍ତ୍ତମାନ ଦେଶରେ ୟୁପିଆଇ ଏବଂ ରୁପେ ଡେବିଟ୍ କାର୍ଡ ମାଧ୍ୟମରେ କରାଯାଇଥିବା କାରବାର ଉପରେ କୌଣସି ଚାର୍ଜ (ଏମ୍‌ଡିଆର୍....

ବିଶ୍ବର ୨୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୩, ଦିଲ୍ଲୀ ରାଜଧାନୀ ସହର ମଧ୍ୟରେ ସବୁଠାରୁ ପ୍ରଦୂଷିତ
12/03/2025

ବିଶ୍ବର ୨୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୩, ଦିଲ୍ଲୀ ରାଜଧାନୀ ସହର ମଧ୍ୟରେ ସବୁଠାରୁ ପ୍ରଦୂଷିତ

ନୂଆଦିଲ୍ଲୀ : ବିଶ୍ବର ୨୦ଟି ପ୍ରଦୂଷିତ ସହର ମଧ୍ୟରେ କେବଳ ଭାରତର ୧୩ଟି ସହର ରହିଛି। ସେହିପରି ରାଜଧାନୀ ସହର ମଧ୍ୟରେ ଦିଲ୍ଲୀ ସବୁଠୁ ପ.....

ମହିଳାଙ୍କ ସୁରକ୍ଷା ପାଇଁ ୨ ବିଟେକ୍‌ ଛାତ୍ରୀ ଆଣିଲେ ଅଭିନବ ଉପାୟ, ଲିପ୍‌ଷ୍ଟିକ୍‌ ଗନ୍‌ରୁ ବାହାରିବ ଲଙ୍କା ଗୁଣ୍ଡ
12/03/2025

ମହିଳାଙ୍କ ସୁରକ୍ଷା ପାଇଁ ୨ ବିଟେକ୍‌ ଛାତ୍ରୀ ଆଣିଲେ ଅଭିନବ ଉପାୟ, ଲିପ୍‌ଷ୍ଟିକ୍‌ ଗନ୍‌ରୁ ବାହାରିବ ଲଙ୍କା ଗୁଣ୍ଡ

ନୂଆଦିଲ୍ଲୀ : ମହିଳାଙ୍କ ସୁରକ୍ଷା ଲାଗି ଆଇନ କାନୁନ ପ୍ରଣୟନ କରାଯିବା ସହିତ ବିଭିନ୍ନ ସ୍ତରରେ ନାନା ପଦକ୍ଷେପ ନିଆଯାଉଛି। କିନ୍ତୁ ମହ....

ରାଉରକେଲାରେ ପୁଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଆହତ
12/03/2025

ରାଉରକେଲାରେ ପୁଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଆହତ

ରାଉରକେଲା : ରାଉରକେଲାରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସର ଏନ୍‌କାଉଣ୍ଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଆହତ । ସୁନ.....

୪୦ ଡିଗ୍ରୀ ନିକଟତର ତାତି : ଆସନ୍ତାକାଲିଠୁ ହିଟ୍‌ ୱେଭ୍‌ ଆଲର୍ଟ, ୩ ଦିନ ପାଇଁ ୟେଲୋ ଆଲର୍ଟ ଜାରି
12/03/2025

୪୦ ଡିଗ୍ରୀ ନିକଟତର ତାତି : ଆସନ୍ତାକାଲିଠୁ ହିଟ୍‌ ୱେଭ୍‌ ଆଲର୍ଟ, ୩ ଦିନ ପାଇଁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା। ଧୀରେ ଧୀରେ ଖରାର ପ୍ରଭାବ ବୃଦ୍ଧି ସହ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ବର୍ତ୍ତ.....

ବୁଧବାର ରାଶିଫଳ (୧୨-୦୩-୨୦୨୫)
12/03/2025

ବୁଧବାର ରାଶିଫଳ (୧୨-୦୩-୨୦୨୫)

ମେଷ: ବ୍ୟବସାୟ ପାଇଁ ଚିନ୍ତାରେ ରହିବେ। ନୂତନ ବ୍ୟବସାୟ ପାଇଁ ଉପଯୁକ୍ତ ସମୟ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ସ୍ବାସ୍ଥ୍ୟ ସ...

12/03/2025

ସକାଳୁ ସକାଳୁ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ଆଳତି

11/03/2025

ଡି-ଲିମିଟେସନକୁ ନେଇ ପ୍ରେସମିଟ କରି ବିଜେପିକୁ ବିଜେଡିର କଟାକ୍ଷ। ଲେନିନ କହିଲେ, ତାମିଲ କାମଳ ରୋଗରେ ଆକ୍ରାନ୍ତ ବିଜେପି

11/03/2025

ଜୟନାରାୟଣଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଅଚଳ ବିଧାନସଭା। ଗତ ସୋମବାର ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଥିବା ବେଳେ ଆଜି ସୀମା ଟପିଛି ବିଶୃଙ୍ଖଳା। ବିଧାନସଭା ପରି ପବିତ୍ର ଗୃହରେ ହାତାହାତି ହୋଇଛନ୍ତି ଉଭୟ ଶାସକ-ବିରୋଧୀ। ଲଗାତର ଦୁଇ ଦିନ ହେଲା ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଆଜି କିନ୍ତୁ ଉଭୟ ଗୃହ ଭିତରେ ଏବଂ ବାହାରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ।

ଡମପଡା ARIଙ୍କୁ ୪ବର୍ଷ ସଶ୍ରମ ଜେଲ୍‌, ଭିଜିଲାନ୍ସ ଅଦାଲତରେ ଦୋଷୀ ସାବ୍ୟସ୍ତ
11/03/2025

ଡମପଡା ARIଙ୍କୁ ୪ବର୍ଷ ସଶ୍ରମ ଜେଲ୍‌, ଭିଜିଲାନ୍ସ ଅଦାଲତରେ ଦୋଷୀ ସାବ୍ୟସ୍ତ

କଟକ : କଟକ ଜିଲ୍ଲା ଡମପଡା ତହସିଲର ଏଆରଆଇ(ସହକାରୀ ରାଜସ୍ୱ ନିରୀକ୍ଷକ) ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ଲାଞ୍ଚ ଗ୍ରହଣ ମାମଲାରେ ଆଜି କଟକ ସ....

ତାରା ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ସସ୍‌ପେଣ୍ଡ
11/03/2025

ତାରା ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ସସ୍‌ପେଣ୍ଡ

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି....

Address

Industrial Estate, Plot No 90 & 91, Kalinga Vihar, Bhagawanpur
Industrial Estate
751019

Alerts

Be the first to know and let us send you an email when The Sakala News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The Sakala News:

Share