Odisha Bhaskar Live

Odisha Bhaskar Live Odisha Bhaskar is one of the leading Odia newspapers & Digital Platform
(3)

07/08/2025

କ୍ୟାମ୍ପସରେ ସୁରକ୍ଷା ବୃଦ୍ଧି ପାଇଁ ବ୍ରହ୍ମପୁର ମହାନଗର ନିଗମ ଛାତ୍ର ବିଜେଡି ତରଫରୁ ଏସପିଙ୍କୁ ସ୍ମାରକ ପତ୍ର

07/08/2025

ଶିକ୍ଷକ ଅଭାବରୁ ପାଠ ପଢାରେ ବ୍ୟାଘାତ..ରାଜପଥକୁ ଦୀର୍ଘ ସାଢେ ତିନି ଘଣ୍ଟା ଧରି ଧାରଣାରେ ବସିଲେ ଛାତ୍ର ଛାତ୍ରୀ

07/08/2025

ବେସରକାରୀ କଲେଜ କର୍ମଚାରୀ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଷ୍ୟରେ ଏକ ଦାବି ପତ୍ର ପ୍ରଦାନ

06/08/2025

ସାତମାଇଲ-କୁଡୁଡା ଗ୍ରାମାଞ୍ଚଳର 43 ଏକର ଜମି ବିକ୍ରି ପାଇଁ ମସୁଧା, ଚାଷୀଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ
ଗଜପତି ଜିଲ୍ଲା ଗୋଷାଣି ବ୍ଲକର ବାଘଶାଳା ପଞ୍ଚାୟତର ସାତମାଇଲ-କୁଡୁଡା ଗ୍ରାମାଞ୍ଚଳର 43 ଏକର ଜମି ବିକ୍ରି ପାଇଁ ମସୁଧା ଚାଲିଥିବା ବେଳେ ଚାଷୀଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ।

06/08/2025

ସୁବର୍ଣ୍ଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବାଲିକୁଦା ବ୍ଲକ କୁସୁପୁର ପଞ୍ଚାୟତ ସୁବର୍ଣ୍ଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିର୍ମଳା କୁମାରୀ ରାଉତଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଗ୍ରାମବାସୀ ଓ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

06/08/2025

ପଦ୍ମପୁର ନଗର କଂଗ୍ରେସ କମିଟି ପଦ୍ମପୁର ଉପ ଜିଲ୍ଲାପାଳକୁ ୧୯ ଗୋଟି ସମସ୍ୟା ସମାଧାନ ପାଇଁ ଦାବିପତ୍ର
ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ ମୌଳିକ ସମସ୍ୟା ସମାଧାନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ଦଳ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସଦସ୍ୟ ମନେ ପଦ୍ମପୁର ଉପଜିଲ୍ଲାପାଳକୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

06/08/2025

ପାରାଦ୍ୱୀପ ପୋର୍ଟର ମଜଦୁର ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଶ୍ରମିକ ମାନଙ୍କର ସାଧାରଣ ସଭା ‌
ପାରାଦ୍ୱୀପ ପୋର୍ଟ ମଜଦୁର ସଂଘ ପକ୍ଷରୁ ପିଆଇସିଟି ଶ୍ରମିକ ମାନଙ୍କୁ ନେଇ ପାରାଦ୍ୱୀପ ସ୍ଥିତ ନିୟୁ କଲ୍ୟାଣ ମଣ୍ଡପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।

05/08/2025

#ଗଞ୍ଜାମ_ଜିଲ୍ଲାକୁ_ମିଳିଛି_ନୂତନ_ବିଜେଡି_ସଭାପତି
ଦିନକୁ ଦିନ ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି ବିଜେଡି ନିଜର ସ୍ଥିତିକୁ ମଜବୁତ କରିବା ନିମନ୍ତେ ସଂକଳ୍ପ ବଦ୍ଧ ହେଲା

05/08/2025

ବ୍ରହ୍ମପୁର ର ପୂର୍ବତ୍ତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କୁ ମିଳିଛି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି !

05/08/2025

ବୀର ଯବାନଙ୍କ ଓଦା ଆଖିକୁ ନଜରରେ ରଖି ସେମାନଙ୍କ ପାଖକୁ ରାକ୍ଷୀ ପଠାଇଲେ ସ୍କୁଲର ଛାତ୍ରୀ

04/08/2025

'ପୁଅ ପାଇଁ ମାନସିକ କରିଥିଲି ଶ୍ରାବଣ ମାସରେ ବାବା ଧବଳେଶ୍ୱରଙ୍କୁ ଜଳାଭିଷେକ କରୁଛି'

04/08/2025

ଶ୍ରାବଣ ମାସର ଶେଷ ସୋମବାରରେ ବାଣେଶ୍ୱର ବାବାଙ୍କ ପୀଠରେ ଲାଗିଛି ଭକ୍ତଙ୍କ ପ୍ରବଳ ଗହଳି

Address

Mancheswar, Industrial Estate
Industrial Estate
751010

Alerts

Be the first to know and let us send you an email when Odisha Bhaskar Live posts news and promotions. Your email address will not be used for any other purpose, and you can unsubscribe at any time.

Share