ଆଧାର ନ୍ୟୂଜ ଓଡ଼ିଆ

  • Home
  • ଆଧାର ନ୍ୟୂଜ ଓଡ଼ିଆ

ଆଧାର ନ୍ୟୂଜ ଓଡ଼ିଆ Web media

22/09/2025

ଜଗତସିଂହପୁର ଜିଲ୍ଲା -ଏରସମା ପୁଲିସ ଚୌକି ସମ୍ପ୍ରତି ମଦିରାଆଳୟ ରେ ପରିଣତ !!
ଆଧାର ନ୍ୟୂଜ ଓଡ଼ିଆ

18/09/2025

ଜଗତସିଂହପୁର ଜିଲ୍ଲା _ କବାଟ କିଳା ବାଲିକୁଦା ଅବକାରୀ ଥାନା !

17/09/2025

ଜଗତସିଂହପୁର ଜିଲ୍ଲା ବାଲିକୁଦା କଲେଜର ବାଣିଜ୍ୟ ବିଭାଗ ଅଧ୍ୟାପକ ସନ୍ତୋଷ କୁମାର ଶତପଥୀ ନିଲମ୍ବନ ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। କଲେଜ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ଅଧ୍ୟାପକ ସନ୍ତୋଷ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସିକିମର ଯେଉଁ ୟୁନିଭରସିଟିରେ ୨୦୧୦ ମସିହା ଠାରୁ ୨୦୧୨ ମଧ୍ୟରେ ତିନିବର୍ଷିଆ ଶିକ୍ଷା ସମାପ୍ତ କରିଥିଲେ ଏବଂ ଏଥିରୁ ସେ ପାଇଥିବା ସାର୍ଟିଫିକେଟ ସମ୍ପୂର୍ଣ୍ଣ ବୈଧ ଅଟେ। ଏହାର ୩ ବର୍ଷ ପରେ ୨୦୧୫ ମସିହା ଡିସେମ୍ବର ମାସରେ ଉକ୍ତ ୟୁନିଭରସିଟି କେଉଁ କାରଣରୁ ବନ୍ଦ ହୋଇଥିଲା ତାଙ୍କୁ ଜଣାନାହିଁ।
ଆଧାର ନ୍ୟୂଜ ଓଡ଼ିଆ

05/09/2025

ଦୁର୍ନୀତି ବିରୋଧୀ ଖବର ପ୍ରସାରଣ ପରେ ___ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ ବେହେରା !! ସାମ୍ବାଦିକ ଙ୍କର ଦୁର୍ନୀତି ବିରୋଧୀ ସ୍ବର କୁ ଚପାଇଦେବା ପାଇଁ କରୁଛନ୍ତି ପ୍ରୟାସ !!
ଆଧାର ନ୍ୟୂଜ ଓଡ଼ିଆ

Address


Telephone

+919438380921

Website

Alerts

Be the first to know and let us send you an email when ଆଧାର ନ୍ୟୂଜ ଓଡ଼ିଆ posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share