Live 1 Odia

Live 1 Odia Belief on Truth

15/09/2026

#ଯାଜପୁର ପୋଲିସକୁ ବଡ ସଫଳତା ସେସ୍କରାକେଟ୍ ଚଳାଉଥିବା
#ଗ୍ୟାଙ୍ଗ ସହିତ ୬ ମହୁମାଛି ମାନଙ୍କୁ ଜବତ କଲା ପୋଲିସ।


13/09/2026

ଜଗତସିଂହପୁର ପୋଲିସ କୁ ଆକ୍ରମଣ କରିବା ପଡିଛି ମହଙ୍ଗା, ରାଜରାସ୍ତା ରେ ଅଭିଯୁକ୍ତ ମାନଙ୍କୁ ଚଲାଇ ଚଲାଇ ସଦର ମହକୁମା ରେ ବୁଲାଇଲା ପୋଲିସ

13/09/2026
12/09/2026

ଝିଅ ମାନଙ୍କୁ ଏକା ଦେଖିକି ସେକ୍ସ କରିବା ପାଇଁ ବାଧ୍ୟ କରିଥିଲା ଦୁର୍ବୃତ ଭୁବନେଶ୍ୱର ରେ

11/09/2026

ଏଇଠି ହେଉଥିଲା ଦେହର ବେପାର
ଏହି ଘରୁ ବାହାରିଲେ ମାଳ ମାଳ ଦେହଜିବୀ
ଚାଲିଥିଲା ଦେହ ବେପାର ମାଡ଼ି ବସିଲା ପୋଲିସ
ମହିଳା ପୋଲିସର ପ୍ରଶ୍ନରେ ଘାଇଲା ହେଲେ ଦେହଜିବୀ
ଏଠି ଝିଅ ମାନଙ୍କୁ କାହିଁକି ଋଖିଛ ? ଚାଲିଥିଲା କଣ ?
ଏକ ଘରେ ଚାଲିଥିଲା କଥିତ ଦେହ ବେପାର। ଖବର ପାଇ ହଠାତ୍ ଚଢ଼ାଉ କଲା ପୋଲିସ। ଘରୁ ବାହାରିଲେ ଏକାଧିକ ମହିଳା। ଘଟଣାସ୍ଥଳରେ ପୋଲିସର ଜେରା ଓ ପଚରାଉଚରା ପରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ।

କେଉଁ କାରଣରୁ ଏହି ଘରେ ଝିଅମାନଙ୍କୁ ରଖାଯାଇଥିଲା? ଏଠାରେ ପ୍ରକୃତରେ କଣ ଚାଲିଥିଲା? କିପରି ଏହି କଥିତ ଦେହ ବେପାରର ଖବର ପାଇଲା ପୋଲିସ? ମହିଳା ପୋଲିସର ପ୍ରଶ୍ନରେ କଣ କହିଲେ ମହିଳାମାନେ?

ଦେଖନ୍ତୁ ଏହି ଚାଞ୍ଚଲ୍ୟକର ଘଟଣାର ସମ୍ପୂର୍ଣ୍ଣ ଖବର।

10/09/2026

ଆପଣ ହୋଟେଲ ରେ ବିରିଆନି ଖାଉଛନ୍ତି କି, ତେବେ ଏବେଠୁ ଖାଇବା ବନ୍ଦ କରିଦିଅନ୍ତୁ । ଦେଖନ୍ତୁ ଏହି ଭିଡିଓ #କଟକ

10/09/2026

ସୋମନାଥ ହାଟ ରେ ବୋମା ମାଡ଼

09/09/2026

ବନ କର୍ମ ଚାରୀ ଙ୍କୁ ଆହତ #ବନ #ଫରେଷ୍ଟର

08/09/2026

#ମହିଳାଙ୍କୁ ଯୌନ ଆକ୍ରମଣରୁ ବଞ୍ଚାଇଲେ ବୁଲା କୁକୁର

କୋଏମ୍ବାଟୁର:ଥୁଡିୟାଲୁର ଅଞ୍ଚଳରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ କଥିତ ଯୌନ ଆକ୍ରମଣରୁ ବଞ୍ଚାଇଲେ ଏକ ଦଳ ବୁଲା କୁକୁର। ଶୁକ୍ରବାର ଭୋର ସମୟରେ ମଦ୍ୟପ ଅବସ୍ଥାରେ ଥିବା ଜଣେ ଯୁବକ ମହିଳାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣାଟି CCTVରେ କଏଦ ହୋଇଥିବାବେଳେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

05/09/2026

ଜଳିଗଲା ଯାତ୍ରା ପାର୍ଟି

Address

Unnamed Road
Jagatsinghpur
754104

Alerts

Be the first to know and let us send you an email when Live 1 Odia posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share