Mahanga Express

Mahanga Express ଆମେ ସାଜିବୁ ଲୋକଙ୍କ ସ୍ୱର।

04/09/2025

ମହାଙ୍ଗା ବିଧାୟକ ଓ ଲୋକପ୍ରିୟ ନେତା ଶାରଦା ପ୍ରଧାନଙ୍କ ଜନ୍ମଦିନ ଅବସରରେ ବିଧାୟକ ନିବାସରେ ଉତ୍ସବମୁଖୀ ପରିବେଶ ଦେଖାଗଲା । ସକାଳୁ ହଜାର ହଜାର ସମର୍ଥକ, ନିର୍ବାଚନୀ ମଣ୍ଡଳୀର ଲୋକେ, ବିଭିନ୍ନ ସଙ୍ଗଠନର ପ୍ରତିନିଧିମାନେ ଏବଂ ଯୁବବର୍ଗ ଉପସ୍ଥିତ ହୋଇ ବିଧାୟକଙ୍କୁ ଗୋଟିଏ ପରେ ଗୋଟିଏ ଫୁଲମାଳା ଓ ଅଭିନନ୍ଦନ ପତ୍ର ଦେଇ ଶୁଭେଚ୍ଛା ଜଣାଇଲେ କର୍ମୀ ଓ ସାଧାରଣ ଲୋକେ । Sarada pradhan

04/09/2025

ଗଜାନନ ମହୋତ୍ସବ-2025,ପୋଡାମରାଇ, ମାହାଙ୍ଗା ।

ସମାଜ ସେବା ଓ ଲୋକମାନଙ୍କ ପ୍ରତି ସମର୍ପିତ, ମହାଙ୍ଗାର ବିଧାୟକ ଶ୍ରୀ ସାରଦା ପ୍ରଧାନଙ୍କୁ ଆମ ମାହାଙ୍ଗା ଏକ୍ସପ୍ରେସ ପକ୍ଷରୁ ଜନ୍ମଦିନର ହାର୍ଦ୍ଦ...
03/09/2025

ସମାଜ ସେବା ଓ ଲୋକମାନଙ୍କ ପ୍ରତି ସମର୍ପିତ, ମହାଙ୍ଗାର ବିଧାୟକ ଶ୍ରୀ ସାରଦା ପ୍ରଧାନଙ୍କୁ ଆମ ମାହାଙ୍ଗା ଏକ୍ସପ୍ରେସ ପକ୍ଷରୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ। 🎉🙏
Sarada pradhan

31/08/2025
27/08/2025

ସାହାପୁର ଗଣେଶ ପୂଜାରେ ଯୋଗଦାନ କଲେ ମାହାଙ୍ଗା ପୂର୍ବତନ ବିଧାୟକ ପ୍ରତାପ ଜେନା – ସାଧାରଣ ଭୋଟର ଓ ମହିଳାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା


Pratap Jena

26/08/2025

ପବିତ୍ର ଗଣେଶ ଚତୁର୍ଥୀର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

Pride of Mahanga! 🏆🇮🇳Subasish Sahoo from our constituency has secured 3rd place at the Asian Powerlifting Championship 2...
25/08/2025

Pride of Mahanga! 🏆🇮🇳
Subasish Sahoo from our constituency has secured 3rd place at the Asian Powerlifting Championship 2025 in Kathmandu, Nepal, lifting an impressive 157 kg in the 94 kg category. 👏
He is a true inspiration for the youth of Odisha and India.
Heartfelt congratulations from Mahanga Express! 🙌

କଟକ ଗ୍ରାମାଞ୍ଚଳ ଏସ ପି ଭାବେ ଆଇ ପି ଏସ ଭିନିତ୍ ଅଗ୍ରୱାଲ ଆଜି ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟ ନେଇଛନ୍ତି ପ୍ରତୀକ ଗୀତା...
24/08/2025

କଟକ ଗ୍ରାମାଞ୍ଚଳ ଏସ ପି ଭାବେ ଆଇ ପି ଏସ ଭିନିତ୍ ଅଗ୍ରୱାଲ ଆଜି ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟ ନେଇଛନ୍ତି ପ୍ରତୀକ ଗୀତା ସିଂ। ନୂଆ ଏସ ପି ଙ୍କୁ ସ୍ଵାଗତ ସହ ବିଦାୟୀ ଏସ ପି ଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ କଟକ ଜିଲ୍ଲା ପୋଲିସ ସଂଘ ର କର୍ମକର୍ତ୍ତା ମାନେ।

24/08/2025

କଟକ ଜିଲ୍ଲା ମାହାଙ୍ଗା ଥାନା ଜବହାର ଲାଲ ନେହେରୁ କଲେଜ କୁଆଁପାଳର ଛାତ୍ରୀକୁ ଆକ୍ରମଣ ଓ ଲୁଟ ଉଦ୍ୟମ ଘଟଣାରେ ସଂପୃକ୍ତ ଥିବା ୨ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ମାହାଙ୍ଗା ପୋଲିସ।

Address

Jajpur
754214

Telephone

+916371073515

Website

Alerts

Be the first to know and let us send you an email when Mahanga Express posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mahanga Express:

Share